Monthly Archives

September 2021

ଭାରତୀୟ ମଜଦୁର ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ ଦର ବୃଦ୍ଧି ବିରୋଧରେ ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭାରତୀୟ ମଜଦୁର ସଂଘ, ବଲାଙ୍ଗିର ଜିଲ୍ଲା ତରଫରୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତୀୟ ମଜଦୁର ସଂଘର ନିଷ୍ପତ୍ତି କ୍ରମେ ଦିଲ୍ଲୀଠାରେ ସ୍ଥିରିକୃତ ହୋଇଥିବା ଦରଦାମ ବୃଦ୍ଧି ଏବଂ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଜିଏସ୍‌ଟିରେ ଅର୍ନ୍ତଭୁକ୍ତ କରିବା ପାଇଁ
Read More...

ଡିଏଭି ଅଟୋନୋମସ୍‌ କଲେଜର ୫୩ତମ ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜି ଡିଏଭି ଅଟୋନୋମସ୍‌ କଲେଜର ୫୩ତମ ପ୍ରତିଷ୍ଠା ଦିବସରେ ଶିଶୁ ଓ ମହିଳା ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର କାର୍ଯ୍ୟକାରିଣୀ କମିଟିର ସଭାପତି ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଅନନ୍ତ
Read More...

ବ୍ଳକ ଆଦିବାସୀ ସଂଘର ବୈଠକ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : ମଦନପୁର ରାମପୁର ବ୍ଳକ ଆଦିବାସୀ ସଂଘର ବୈଠକ ଆଦିବାସୀ ତାଲିମ କେନ୍ଦ୍ର ମ.ରାମପୁରଠାରେ ଅନୁଷ୍ଠିତ ହୋଇଯାଇଅଛି, ବୈଠକରେ କନ୍ଧ ସମାଜ ସଭାପତି ପଦମସିଂ ମାଝୀ ସଂଘ ସଭାପତି ଧନସିଂହ ମାଝୀ, ସଂପାଦକ ଲୋଚନ ଧରୁଆ, ବିଞ୍ଜାଲ ସଭାପତି ସମ୍ପଦ ବରିହା, ମହାଦେବ ବରିହା
Read More...

ମା’ ଡ଼ୋକରୀଙ୍କ ପୀଠରେ ଦଶମୀ ତିଥିରେ ନୂଆଁଖାଇ

ମ.ରାମପୁର, (ହେମନ୍ତ ସାହୁ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପଂଚମୀ ତିଥିରେ ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ବେଳେ କଳାହାଣ୍ଡିର କିଛି ଅଂଚଳରେ ଏହାକୁ ଦଶମୀ ତିଥିରେ ପାଳନ କରାଯାଏ । କଳାହାଣ୍ଡିର ମ.ରାମପୁରରେ ଥିବା ମା' ଡ଼ୋକରୀଙ୍କ ପୀଠରେ ସେପ୍ଟେମ୍ବର ୧୫ ତାରିଖ ବୁଧବାର ଦିନ ନୂଆଁ
Read More...

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୌଡ଼କର୍ଲାଖୁଂଟା କ୍ଲଷ୍ଟର ଜକାବାହାଲିର ପ୍ରଧାନ ଶିକ୍ଷକ ତପନ କୁମାର ପଟ୍ଟନାୟକଙ୍କୁ ଆଜି ଅବସରକାଳନୀ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଭୂତି ଭୂଷଣ ପ୍ରହରାଜଙ୍କ ଅଧ୍ୟକ୍ଷତାରେ
Read More...

ଘରଛାତ ଉପରେ ଫୁଟିଲା ୬ ଗୋଟି ପବିତ୍ର ବ୍ରହ୍ମ କମଳ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଡେଲାଙ୍ଗ ଷ୍ଟେସନ ବଜାର ନିବାସୀ ଶ୍ରୀମତୀ କୁମୁଦିନୀ ସ୍ୱାଇଁଙ୍କ ଘରଛାତ ଉପରେ ୬ ଗୋଟି ପବିତ୍ର ବ୍ରହ୍ମ କମଳ ଫୁଟିଥିବା ସୂଚନା ମିଳିଛି । ସୂଚନା ମୁତାବକ ଗତ ରାତି ୮ଟାରୁ ୧୦ଟା ଭିତରେ ୬ଟି ଫୁଲ ସମ୍ପୂର୍ଣ ଭାବେ ଫୁଟି
Read More...

କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାମାରୀ କରୋନାରେ ପ୍ରାଣ ହରାଇଥିବା ବଲାଙ୍ଗିର ଜିଲ୍ଲାର ତିନିଜଣ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯାଇଛି । କରୋନାରେ ପ୍ରାଣ ହରାଇଥିବା କର୍ତ୍ତବ୍ୟରତ ସାମ୍ବାଦିକଙ୍କ
Read More...

ଖେଳ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଳନୀ ଓ ଅବସର ସମ୍ବର୍ଦ୍ଧନା ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଉଚ୍ଚସ୍ତରୀୟ ଶାରିରୀକ ଶିକ୍ଷା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ସମ୍ମିଳନୀ ପଞ୍ଚାୟତ ହାଇସ୍କୁଲ ଶିଷକେଲା ଠାରେ ଅନୁଷ୍ଠିତ ହୋଇଥିଲା । ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ର ଏବଂ ପ୍ରଧାନ ଶିକ୍ଷକ ମନେଜ
Read More...

ପ୍ରମୋଦଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି ବୈଠକ

ଅତାବିରା, (ସତ୍ୟ ନାରାୟଣ ପ୍ରଧାନ) : ପାରା ବ୍ୟାଡ଼ମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଥମ କରି ନିଜର ଜନ୍ମମାଟି ଅତାବିରାକୁ ଆସୁଛନ୍ତି । ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଅତାବିରା ଅଗ୍ରସେନ ଭବନ ଠାରେ ପ୍ଲେୟାର୍ସ କ୍ଲବର ସଭାପତି ରବିନାରାୟଣ
Read More...

ମାଲଗାଡି ଉପରେ ଚଢି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଜଣେ ମୃତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବୁଧବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ରମ୍ଭା ରେଲୱେ ଷ୍ଟେସନ ଠାରେ ଏକ ମାଲଗାଡି ଉପରେ କେହି ଜଣେ ଅଜଣା ଲୋକ ହଠାତ୍‌ ଚଢିଗଲା । ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଲୋକଟି ହଠାତ୍‌ ଜଳିଯାଇ ଘଟଣାସ୍ଥଳରେ ହିିଁ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।
Read More...