Monthly Archives

September 2021

ଖଣ୍ଡଦେଉଳି ହାଇସ୍କୁଲ ଓ ହୁମ୍ମା ବୀରଭଦ୍ର ନୋଡାଲ ହାଇସ୍କୁଲରେ ହିନ୍ଦୀ ଦିବସ ପାଳିତ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼. ଶକଂର ନାରାୟଣ ବେଜଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ହିନ୍ଦୀଭାଷା ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖରେ
Read More...

ବାହାଲ ଚାଷୀ ଖୁସ୍‌ ଥିବା ବେଳେ ମାଲ ଚାଷୀ କାନ୍ଦୁଛି

ମ.ରାମପୁର, (ହେମନ୍ତ ସାହୁ) : ବର୍ଷାରତୁ ଆରମ୍ଭରୁ ମୌସୁମୀର ଲୁଚକାଳୀ ଖେଳ ଓ ସ୍ଵଲ୍ପ ବୃଷ୍ଟି କାରଣରୁ ଚାଷୀକୂଳ ହତାଶ ହୋଇପଡ଼ିଥିବା ବେଳେ ଅଣଜଳ ସେଚିତ ବହୁ ଚାଷଜମି ଏବେ ମଧ୍ୟ ପଡିଆ ପଡିଛି । ଧୁ ଧୁ ମୁଣ୍ଡଫଟା ଖରା ସାରା ଶ୍ରାବଣ ମାସରେ ମଧ୍ୟ ବୈଶାଖର ଅନୁଭବ ଦେଇ ଯାଇଛି । ବର୍ଷା ଅଭାବରୁ
Read More...

ପାଟଣାଗଡ଼ ମାୟାବତୀ ନଦୀରେ ବନ୍ୟା : ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ ବାସଗୃହ ଓ ଅଫିସ ଜଳମଗ୍ନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଲଗାଣ ବର୍ଷାରେ ପାଟଣାଗଡ଼ ସ୍ଥିତ ମାୟାବତୀ ନଦୀରେ ବନ୍ୟା ଜଳରେ ଜଳମଗ୍ନ ହୋଇଯାଇଛି । ବରପଦର ରାସ୍ତାରେ ପାଟଣାଗଡରୁ ବରଗଡ଼କୁ ସଂଯୋଗ କରୁଥିବା ରାଜପଥ ଉପରେ ମାୟାବତୀ ନଦୀ ରହିଛି । ନଦୀରେ ଏକ ବ୍ରିଜ ନିର୍ମାଣ ହୋଇଛି । ନଦୀଜଳ ସଂରକ୍ଷଣ କରିବା ପାଇଁ ବ୍ରିଜ
Read More...

କନାପାଲିଠାରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ୟଧାନ) : ବରଗଡ଼ ଜିଲ୍ଲାରେ ରକ୍ତାଭାବ ଦୂର କରିବା ପାଇଁ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସୋହେଲା ବ୍ଲକ ଅନ୍ତର୍ଗତ କନାପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ
Read More...

ବନ୍ୟା ପାଣି ଘେରରେ ଥିବା ତୁଳସୀନଗର ଅଞ୍ଚଳ ବୁଲି ଲୋକଙ୍କ ଅସୁବିଧାର ସ୍ଥିତି ଅନୁଧ୍ୟାନ କଲେ ଯୁବନେତା ଅର୍କେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ୍ୟା ପାଣି ଘେରରେ ଥିବା ତୁଳସୀନଗର ଅଞ୍ଚଳ ବୁଲି ଲୋକଙ୍କ ଅସୁବିଧାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ । ସୂଚନାଯୋଗ୍ୟ ଯେ, ଗତକାଲି ଠାରୁ ଲଗାଣ ବର୍ଷା ଯୋଗୁଁ ସଂପୃକ୍ତ ଅଂଚଳ ଜଳମଗ୍ନ ହୋଇ ପଡ଼ିଥିବା ବେଳେ
Read More...

ବନ୍ୟା ବିତ୍ପାତ ଅଂଚଳ ବୁଲିଲେ ନରସିଂହ : ତୁରନ୍ତ ରିଲିଫ୍‌ ଯୋଗଇ ଦେବାକୁ ଦେଲେ ନିର୍ଦ୍ଦେଶ

ସ୍ଥାୟୀ ସମାଧାନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବୀ ଦୋହରାଇଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଇ ଦିନ ଲଗଣା ବର୍ଷାରେ ବଲାଙ୍ଗିର ସହରର ତଳି ଅଂଚଳଗୁଡିକରେ ବନ୍ୟା ସ୍ଥିତି ଦେଖା ଦେଇଛି । ଆଜି ସକାଳୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉକ୍ତ ଅଂଚଳ ଗୁଡିକୁ ପରିଦର୍ଶନ କରିବା ସହ
Read More...

ତରଭା ଅଗ୍ନିଶମ ସେବା କେନ୍ଦ୍ର ଜଳମୟ

ତରଭା, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ତରଭାର ଅଗ୍ନିଶମ ସେବା କେନ୍ଦ୍ର ଜଳମୟ ହୋଇଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ସାରା ଅଚଂଳରେ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ବେଳେ ଅଗ୍ନିଶମ ସେବା କେନ୍ଦ୍ରରେ ବର୍ଷା ପାଣି ପଶି ଆଣ୍ଠୁଏ ଲେଖାଏଁ ପାଣି ଜମିଥିବା ଦେଖିବାକୁ ମିଳିଛି
Read More...

ଲଗାଣ ବର୍ଷାରେ ଚାଷଜମି ଜଳବନ୍ଦୀ : ହତାଶରେ ଚାଷୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପ ଜନିତ ତୁହାକୁ ତୁହା ଲଗାଣ ବର୍ଷାରେ ଡେଲାଙ୍ଗ ବ୍ଲକର ସାଉରିଆ,ଘନିପୁର, କଲ୍ୟାଣପୁର, ମୁନିନ୍ଦା, ଧାନକେରା, ଡେଲାଙ୍ଗ କୋଠବାଡ, ଗୁଆଳିପଡା, ଅଭୟମୁଖୀ, ଶ୍ରୀପୁରୁଷୋତମପୁର, ବେରବୋଇ ଆଦି ଗ୍ରାମ ପଂଚାୟତର ବ୍ୟାପକ ଚାଷ ଜମି ଜଳାର୍ଣ୍ଣବ ହେତୁ
Read More...

ଲଗାଣ ବର୍ଷାରେ ଗୋପବନ୍ଧୁ ନଗର ନୂଆ ବସ୍ତି ଅବସ୍ଥା ବେହାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷାରେ ଶାନ୍ତିପଡା ନିକଟସ୍ଥ ଗୋପବନ୍ଧୁ ନଗର ନୂଆ ବସ୍ତି ଅଞ୍ଚଳ ଜଳମଗ୍ନ ହୋଇ ପଡିଥିବା ଦେଖିବାକୁ ମିଳିଛି । ଘର ଭିତରକୁ ମଧ୍ୟ ପାଣି ପଶିଥିବା ବେଳେ ଚାରିପଟେ ଆଣ୍ଠୁଏ ଉପରେ ପାଣି ରୁନ୍ଧି ହୋଇ ରହିଥିବା ନଜରକୁ ଆସିଛି । ସ୍ଥାନୀୟ ଅଞ୍ଚଳବାସୀଙ୍କ
Read More...

ମାଲପଡାରେ ସ୍ଥିତି ବେହାଲ : ଡ୍ରେନ୍‌ରୁ ଉଛୁଳି ରାସ୍ତା ଓ ଘର ଭିତରେ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାଲପଡା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇ ପଡିଥିବା ଜଣାପଡିଛି । ବର୍ଷା ଜଳ ଡ୍ରେନରୁ ଉଛୁଳି ରାସ୍ତା ଉପରେ ଓ ଘର ଭିତରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି । ଡ୍ରେନ ଅବ୍ୟବସ୍ଥା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ସ୍ଥାନୀୟ
Read More...