Monthly Archives

September 2021

ଗୋଟିଏ ବର୍ଷାରେ ଧୋଇଗଲା ପାଞ୍ଚ ଲକ୍ଷ ଟଙ୍କାରେ ତିଆରି ହୋଇଥିବା ପୋଖରୀର ଆଡି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ମନରେଗା କାମରେ ଦୁର୍ନୀତି ହେଉଥିବା ଖବର ପ୍ରତ୍ୟେକ ଦିନ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ବେଳେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଲଖମରା ପଞ୍ଚାୟତ ଧୂମାଭଟା ଗାଁରେ ମଧ୍ୟ ସାମନାକୁ ଆସିଛି ମନରେଗା ଦୁର୍ନୀତିର ନଗ୍ନଚିତ୍ର । ସୂଚନା
Read More...

ନୂତନ ଥାନା ଅଧିକାରୀଙ୍କୁ ଛତ୍ରପୁର ପ୍ରେସକ୍ଲବ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ଅଭିନନ୍ଦନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଆଦର୍ଶଥାନା ଛତ୍ରପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ସତ୍ୟ ରଞ୍ଜନ ପ୍ରଧାନ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ଅବସରରେ ଛତ୍ରପୁର ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ନେତୃତ୍ୱରେ
Read More...

ଆରଟିଓ କାର୍ଯ୍ୟାଳୟକୁ ଅଚାନକ ଅନୁସନ୍ଧାନରେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ଅପରାହ୍ନରେ ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ କରି ବିଭିନ୍ନ ନଥିପତ୍ର ଯାଞ୍ଚ କରିଛନ୍ତି । କାର୍ଯ୍ୟାଳୟର ସ୍ମାର୍ଟ କାର୍ଡ ସେଣ୍ଟର ଠାରୁ ଆରମ୍ଭ କରି ବିଭିନ୍ନ
Read More...

ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ଠାରୁ ୪ କୋଟି ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଭିଜିଲାନ୍ସର ୬ଟି ଟିମ୍‌ ୬ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦିଦି କବିତା ମଥାନଙ୍କ ଠାରୁ ୪ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି । ତାଙ୍କର
Read More...

ପୁଇଁନ୍ତଲା ବ୍ଲକରେ ବନ୍ୟା ବିତ୍ପାତ : ଭାସିଗଲେ ଛାତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଦୁଇ ଦିନ ହେଲା ବଲାଙ୍ଗିରରେ ପ୍ରବଳ ବର୍ଷା ହେଉଛି । ଜିଲ୍ଲାର ସମସ୍ତ ତଳି ଅଂଚଳ ବନ୍ୟା ବିତ୍ପାତର ସମ୍ମୁଖିନ ହୋଇଥିବା ବେଳେ ପୁଇଁନ୍ତଲା ବ୍ଲକ, ଭାଲେର ପଂଚାୟତ ଅନ୍ତର୍ଗତ ଫଟକରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଖେତରେ ଲାଗିଥିବା ପାଣିପମ୍ପ
Read More...

ମାହେଶ୍ୱରୀ ସଂଗଠନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେବା ପରମ ଧର୍ମ । ଏହାକୁ ପାଥେୟ କରି ମାହେଶ୍ୱରୀ ସଂଗଠନ ସେବା ଜାରି ରଖିଛି । ଆଜି ବଲାଙ୍ଗିର ସହରରେ ଗତ ରାତିରୁ ଲଗାଣ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ତଳି ଅଂଚଳରେ ଲୋକଙ୍କ ଘରେ ପାଣି ପଶିଥିବା ଯୋଗୁଁ ଅଂଚଳର ଲୋକେ
Read More...

୧୬ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଏଡିପିଏଚ୍‌ଓ ଡ.ନବକିଶୋର ବେହେରା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ୧୬ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଏଡିପିଏଚ୍‌ଓ) ଡ.ନବକିଶୋର ବେହେରା । ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ସିଏଚ୍‌ସି.ର ଭିଡିଡିଟିଏସ୍‌ଙ୍କୁ ତାଙ୍କ କନ୍‌ଟାକ୍‌ଚୁଆଲ
Read More...

ମୋ ସ୍କୁଲ ଅଭିଯାନ ଓ କୁରୁଲ ଗ୍ରାମବାସୀଙ୍କ ନୂଆଁଖାଇ ଭେଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପ୍ରବଳ ବର୍ଷା ସତ୍ୱେ ମଧ୍ୟ ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲ ‘ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ’ର ଆଲୁମିନି ସଦସ୍ୟ ଓ କୁରୁଲ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ନୂଆଁଖାଇ ଭେଟ୍‌ ୨୦୨୧ ମହାସମାରୋହରେ ପାଳିତ ହୋଇଯାଇଛି । ସ୍କୁଲର ପୁରାତନ ଛାତ୍ର ନୂଆଁଖାଇ
Read More...

ଯୁବ ଉଦ୍ୟୋଗପତି ବିଭୂ ପ୍ରସାଦଙ୍କ ରିଫ୍ରାଟ୍ରୋରିଜ୍ ୟୁନିଟ ଦେଖିଲେ ମୁଖ୍ୟ ସଚିବ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ମ.ରାମପୁର ବ୍ଲକରେ ଥିବା ବିଭୂ ପ୍ରସାଦ ସାହୁଙ୍କ ରିଫ୍ରାଟ୍ରୋରିଜ ୟୁନିଟ ଦେଖିଲେ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଚାଉଳ ମିଲରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଷ୍ଟିଲଫ୍ୟାକ୍ଟିରେ ବ୍ୟବହାର ନିମନ୍ତେ ପାଉଁଶ ଗୋଳା ପ୍ରସ୍ତୁତ କରିବା ସହିତ
Read More...

ଶ୍ରୀରାମ ମନ୍ଦିର ପୂଜକଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଶ୍ରୀରାମ ମନ୍ଦିର ପୂଜକ ସୁଶାନ୍ତ କୁମାର ମିଶ୍ର(ଛୋଟୁ)ଙ୍କର ଆଜି ସକାଳୁ ୩୬ବର୍ଷ ବୟସରେ ହୃଦଘାତରେ ପରଲୋକ ହେଇଯାଇଛି । ସୂଚନା ମୁତାବକ ଗତକାଲି ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କ ବଡ଼ଭାଇ ହରିଶଙ୍କର ମିଶ୍ର
Read More...