Monthly Archives

September 2021

କୁଡାସିଂହା ବାଏରୀ ଜୋର୍ ଥି ରୁଥୁଛେ ପାଏନ୍

ବଲାଙ୍ଗିର ସଦର, (କେପିଏନଏସ) : ବଲାଙ୍ଗିର ସଦର କୁଡାସିଂହାର ବାଏରୀ ଜୋର୍ ଥି ରୁଥୁଛେ ପାଏନ୍ । ଦୁଇ ଖଏଁଡ ଉଛଲି କରି ଛୁଟୁଛେ ବାଏରୀ ଜୋର୍ । ଆଖପାଖର ଖେତଖଲା କେ ପାଏନ୍ ଚାପି ଦେଇଛେ ବଲି ଲୋକ୍ କହୁଛନ୍ ।
Read More...

ରାଜ୍ୟରେ ପୁଣି ୪ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୦୮କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଏବଂ କଟକ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ
Read More...

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ : ଢେଙ୍କାନାଳ-ସମ୍ବଲପୁର ରେଳ ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର : ଅନୁଗୋଳ-ତାଳଚେର ରୋଡ୍‌ରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି । ଲାଇନଚ୍ୟୁତ ହେବା ଫଳରେ ଢେଙ୍କାନାଳ-ସମ୍ବଲପୁର ରେଳ ଲାଇନରେ ବାଧାପ୍ରାପ୍ତ ହୋଇଛି ଟ୍ରେନ୍ ଚଳାଚଳ । ୧୨ଟି ଟ୍ରେନର ଚଳାଚଳ ବାତିଲ ହୋଇଥିବା ବେଳେ ୮ଟି ଟ୍ରେନ୍‌ର ଗତିପଥ ବଦଳିଥିବା ନେଇ ପୂର୍ବତଟ
Read More...

କୋଟିପତି ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଜଣେ କୋଟିପତି ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଭୁବନେଶ୍ୱର କରୋଡକଣ୍ଟାର ଅଙ୍ଗନବାଡି କର୍ମୀ କବିତା ମଥାନ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ ଚାଲିଥିବା ବେଳେ ଭୁବନେଶ୍ୱରର ୬ଟି
Read More...

ଜଳମୟ ତୁଲସୀନଗର : ଘର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ସହରର ତୁଲସୀନଗର ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ଘର ଭିତରକୁ ପଶିଛି ବର୍ଷା ପାଣି, ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯଦି ଆଗକୁ ଆହୁରି ବର୍ଷା ବଢେ, ତେବେ ଅବସ୍ଥା ଆହୁରି ବେହାଲ୍‌ ହୋଇ
Read More...

ଲଗାଣ ବର୍ଷା ଯୋଗୁଁ ସତ୍ୟନାରାୟଣପଡ଼ା ଉବୁଟୁବୁ : ପହଂଚିନାହିଁ ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ସତ୍ୟନାରାୟଣପଡ଼ା ପାଣିରେ ଉବୁଟୁବୁ ହେଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପହଂଚି ନଥିବା ଅଭିଯୋଗ ହୋଇଛି । ଲଗାଣ ଭାରି ବର୍ଷା ଯୋଗୁଁ ଏହି ଅଂଚଳରେ ପାଣି ଭରି ହୋଇ ରହିଥିବା ଦେଖିବାକୁ ମିଳିଛି ।
Read More...

ଲଗାଣ ବର୍ଷା ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ସଜାଗ : ପ୍ରଶାସନିକ ଟିମ୍‌ ସହ ସାରା ରାତି ବିଭିନ୍ନ ସ୍ଥାନ ବୁଲିଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଠାରୁ ଜାରି ରହିଛି ବଲାଙ୍ଗିର ସହରରେ ବର୍ଷା । ତେବେ ଗତକାଲି ସଂଧ୍ୟା ଠାରୁ ବର୍ଷା ଜୋର୍‌ ଧରିଥିବା ବେଳେ ମଧ୍ୟ ରାତ୍ରୀ ବେଳକୁ ଅବସ୍ଥା ସାଂଘାତିକ ହେବାର ସମ୍ଭାବନା ରହିଥିବାରୁ ଜିଲ୍ଲାପାଳ ପ୍ରଶାସନିକ ଟିମ୍‌ ସହ ସାରା ରାତି ବିଭିନ୍ନ ସ୍ଥାନ ବୁଲି
Read More...

୫ ଶହ ତଳକୁ ଖସିଲା ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ୪୨୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୫ ଜଣ ୦ ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୨୯୦ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୭୬ ଜଣ ଆଂଚଳିକ
Read More...

ବଲାଙ୍ଗିର ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷା ଯୋଗୁଁ ଆଜି ବଲାଙ୍ଗିର ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଲଗାଣ ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାର ସମସ୍ତ
Read More...

ଲଗାଣ ବର୍ଷା ବଢାଇଲା ବନ୍ୟା ଆଶଙ୍କା : ୧୩ଟି ନଦୀରେ ବଢୁଛି ଜଳସ୍ତର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଭ୍ୟନ୍ତର ଓଡ଼ିଶାରେ ପ୍ରବଳ ବର୍ଷା ପରେ ଫୁଲିଛି ୧୩ଟି ନଈ । ମଥାନୀଠାରେ ଜଳାକା ନଦୀ ବିପଦ ସଂକେତ ଉପରେ ପ୍ରଭାବିତ ହେଉଥିବା ବେଳେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବାଂଶଧାରା, ରୁଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇବାରେ
Read More...