pakka

ମାଲପଡାରେ ସ୍ଥିତି ବେହାଲ : ଡ୍ରେନ୍‌ରୁ ଉଛୁଳି ରାସ୍ତା ଓ ଘର ଭିତରେ ପାଣି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାଲପଡା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇ ପଡିଥିବା ଜଣାପଡିଛି । ବର୍ଷା ଜଳ ଡ୍ରେନରୁ ଉଛୁଳି ରାସ୍ତା ଉପରେ ଓ ଘର ଭିତରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଛି । ଡ୍ରେନ ଅବ୍ୟବସ୍ଥା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିବା ସହ ଅସନ୍ତୋଷ ପ୍ରକଟ କରିଛନ୍ତି ।

jay balangir
Leave A Reply

Your email address will not be published.

13 − eleven =

error: Content is protected !!