Monthly Archives

September 2021

ଚଳିତ ଶିକ୍ଷାବର୍ଷରୁ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକେନ୍ଦ୍ର ଖୋଲିଲା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକେନ୍ଦ୍ର ଖୋଲିଙ୍କଳଏଛି । ଏଥିରେ ସଂଯୋଜକ ଭାବେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ.ବିଭୂତିଭୂଷଣ ଆଚାର୍ଯ୍ୟ, ସହସଂଯୋଜକ ଭାବେ ବାଣିଜ୍ୟ
Read More...

ନୂଆପଡା ଜିଲ୍ଲାରେ ପ୍ରବଳ ବର୍ଷା ପେଣ୍ଡରାବନ୍ଦଠାରେ ଥିବା ପୁରୁଣା ବସଷ୍ଟପ ତିଖାଲି ଜଳମଗ୍ନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ପେଣ୍ଡରାବନ୍ଦର ପୁରଣା ବସଷ୍ଟପ ତିଖାଲି ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ପାଇଁ ଜଳ ମଗ୍ନ ହୋଇଅଛି । ମିଳିଥିବା ସୂଚନା ଅନୁସାରେ ତିଖାଲି ଲୋଅର ଇନ୍ଦ୍ର ଜଳସେଚନକୁ ପ୍ରତି ଘଣ୍ଟାରେ ୫୩୭.୪୫ କିୟୁବିକ ଜଳ ପ୍ରବେଶ କରୁଥିବା ବେଳେ
Read More...

ଜୟ କିଷାନ ଆନ୍ଦୋଳନର ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ବ୍ଲକ ଅନ୍ତର୍ଗତ ବାବେବିରାଠାରେ ଜୟ କିଷାନ ଆନ୍ଦୋଳନର ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ଭଞ୍ଜନ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ପ୍ରାରମ୍ଭରେ ଚାଷୀ ନେତା ସ୍ବର୍ଗତ ଲକ୍ଷ୍ମଣ ପ୍ରଧାନଙ୍କ ବିୟୋଗରେ ଶୋକ ବ୍ୟକ୍ତ
Read More...

ସିନାପାଲି ନାଗରିକ କମିଟି ପକ୍ଷରୁ ରେଳମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ସିନାପାଲି, (ନିରାକାର ମେହେର) : କଣ୍ଟାବାଞ୍ଜି ଠାରୁ କୋକସରା ଭାୟା ରାଜ ଖଡ଼ିଆଳ ପ୍ରସ୍ତାବିତ ରେଳ ପ୍ରକଳ୍ପରେ ସିନାପାଲି ସହରକୁ ସଂଯୁକ୍ତ କରିବା ନେଇ ସିନାପାଲି ନାଗରିକ ପରିଷଦ ସଦସ୍ୟ ମାନେ କେନ୍ଦ୍ର ରେଲମନ୍ତ୍ର ଅଶ୍ବିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ କଲହାଣ୍ଡି ସାଂସଦ ବସନ୍ତ କୁମାର
Read More...

ସାମ୍ବାଦିକଙ୍କ ଘରୁ ଚୋରି ଅଭିଯୋଗ : ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା, ତଦନ୍ତ ଜାରି

ନୂଆପଡା, (ନିରାକାର ମେହେର) : ନୂଆପଡା ସହର ସାମ୍ବାଦିକ ଅଶ୍ୱିନୀ କୁମାର ପାଣିଗ୍ରାହୀ ପରିବାର ସହ ପଶ୍ଚିମ ଓଡିଶାର ପବିତ୍ର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ ପାଇଁ ନିଜ ଜନ୍ମମାଟି ବୋଡେନ ସ୍ଥିତ କେରାପଦର ଗାଁକୁ ଯାଇଥିଲେ । ଆଜି ଭୋର ସକାଳୁ ପରିବାର ସହ ନୂଆପଡା ସ୍ଥିତ ବାସ ଭବନକୁ
Read More...

ଏଟିଏମ୍ ଲୁଟେରା ଗ୍ୟାଙ୍ଗର ୨ ଗିରଫ : ଦୁଇ ଫେରାର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : କିଛି ଦିନ ହେବ ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏବେ ପୋଲିସର ସକ୍ରିୟତା ସାଧାରଣ ଲୋକଙ୍କ ମଧ୍ୟରେ ଆସ୍ୱସ୍ତି ଆଣିଛି । ଗତ ଦିନରେ ଏଟିଏମ୍ ଲୁଟେରା ଗ୍ୟାଙ୍ଗକୁ ନେଇ ଅତିଷ୍ଠ ହୋଇପଡିଥିଲେ ବରଗଡ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ୪୯ଟି କେନ୍ଦ୍ରରେରେ ୧୮ରୁ ଅଧିକ ନାଗରିକଙ୍କୁ…

ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା୧୬/୦୯/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକର ୪୯ଟି ବ୍ୟବସ୍ଥିତ ଟୀକା
Read More...

ରାସନ କାର୍ଡରୁ ବଞ୍ଚିତ ପରିବାରଙ୍କୁ ଯୋଗାଣ ବିଭାଗ ପକ୍ଷରୁ ରାସନ କାର୍ଡ଼ ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମର ଜଣେ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଥିଲେ । ସୂଚନା ଅନୁସାରେ ରାଣୀମୁଣ୍ଡା ଗ୍ରାମର ଦୁର୍ଯ୍ୟୋଧନଙ୍କୁ ବର୍ତମାନ ରାସନ କାର୍ଡ଼ ପ୍ରଦାନ କରାଯାଇଅଛି । ତାଙ୍କ ପରିପାରରେ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଅକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧୬ରୁ ଜଣେ ଆକ୍ରନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି ।
Read More...

ଗଞ୍ଜାମ ଜିଲ୍ଲାର ୭ ଜଣ ଦିବଂଗତ ସାମ୍ବାଦିକଙ୍କ ପରିବାର ବର୍ଗଙ୍କୁ ପ୍ରଶାସନ ଦ୍ୱାରା ସହାୟତା ରାଶି ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟରେ ଓଡିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ହୋଇଛି । ଯାହା ଏକ ସାଧୁବାଦର ବିଷୟ ଅଟେ । ବୁଧବାର ଗଞ୍ଜାମ ଜିଲ୍ଲାର ୭ ଜଣ ଦିବଂଗତ ସାମ୍ବାଦିକଙ୍କ ପରିବାର ବର୍ଗଙ୍କୁ ସହାୟତା ରାଶି ଆନୁଷ୍ଠାନିକ ଭାବେ
Read More...