Monthly Archives

September 2021

ଠିକାଦାରପଡା ଦୁର୍ଗାପୂଜା କମିଟି ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଠିକାଦାରପଡା ଦୁର୍ଗାମଣ୍ଡପ ଠାରେ ଚଳିତ ବର୍ଷ ପାଇଁ ବରିଷ୍ଠ ଆଇନଜୀବୀ ପ୍ରବିଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ସଭ୍ୟ ସହମତିରେ ଦୁର୍ଗାପୂଜା ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା । ଏଥିରେ କାଳିଚରଣ
Read More...

ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ବଲାଙ୍ଗିର ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ସାରା ଓଡିଶାରେ ପ୍ରତିବାଦ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ରାଜ୍ୟ ଓଡିଶାରେ ଆସନ୍ନ ମରୁଡି ପରିସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ଚାଷଜମିକୁ ପାଣି ଯୋଗାଇ ଦେବା ଏବଂ ରବି ଫସଲ ଚାଷ ନିମନ୍ତେ ଚାଷୀମାନଙ୍କୁ ମାଗଣା ଓ ରିହାତିରେ ବିହନ, ସାର, ଔଷଧ, କୃଷି ଉପକରଣ ଯୋଗାଇ ଦେବା, କୃଷକ ବିରୋଧୀ ୩ଟି କଳା କୃଷି ଆଇନ ଓ
Read More...

ଜମାକାରୀ ଆନ୍ଦୋଳନ : କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର ଦାବୀରେ ୨୭ ସେପ୍ଟେମ୍ବର ଭାରତ ବନ୍ଦକୁ ମିଳିତ ମଂଚ ସମର୍ଥନ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଠକ ସଂସ୍ଥାମାନେ ସରକାରୀ ସହାୟତା ନେଇ ପ୍ରଥମେ ଜମାକାରୀଙ୍କୁ ବିଭିନ୍ନ ସ୍କିମ ମାଧ୍ୟମରେ ପ୍ରଲୋଭିତ କରି ଜମା ଟଙ୍କା ନେଇ ପରିପକ୍ୱ ରାଶି ନ ଦେଇ ଫାଙ୍କିଲେ । ସରକାର ଜମାକାରୀ ଚିହ୍ନଟ କରିବା ଓ କର୍ପସ ପାଣ୍ଠିରୁ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରତିଶୃତି
Read More...

ଅସହାୟ ପରିବାରରକୁ ଆର୍ଥିକ ସହାୟତା ଯୋଗାଇ ଦେଲେ ବରଗଡ଼ ବିଧାୟକ

ବରଗଡ଼, (ନିରୋଜ କୁମାର ପାଣୀ) : ଗତ ନୂଆଁଖାଇ ଦିନ ନିଜ ମା'ର ମୃତ ଶରୀରକୁ ଶବ ସତ୍କାର କରିବାକୁ ପୁଅ ଅମଙ୍ଗ ହେବାରୁ ଶେଷରେ ସଂକଲ୍ପ ପରିବାର ଦ୍ୱାରା ତାଙ୍କ ଶେଷକୃତ୍ୟ ସମାପନ କରାଯାଇଥିଲା । ଏପରି ଏକ ଅଭାବନୀୟ ଘଟଣା ସାରା ଓଡ଼ିଶାରେ ଚହଳ ପକାଇ ଦେଇଥିଲା । ସୂଚନା ଅନୁସାରେ ବରଗଡ଼ ୧୧
Read More...

ପୋଲ ନିର୍ମାଣରେ ସ୍ୱଚ୍ଛତା ରହୁ : ସାଧାରଣରେ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ଚାରପାଲି ପଞ୍ଚାୟତବାସୀଙ୍କ ଦୀର୍ଘ ଦିନର ସ୍ପପ୍ନ ଥିଲା କି ଅଙ୍ଗନଦୀ ଉପରେ ଦେଉଳିଠାରେ ଏକ ପୋଲ ନିର୍ମାଣ ହେଉ । ସୂଚନା ଅନୁସାରେ ପୋଲ ନିର୍ମାଣ ହେବା ଦ୍ୱାରା ଲୋକଙ୍କୁ ୧୫ କିମି ବୁଲିକି ଯିବାକୁ ପଡିବନି । ସେମାନେ କମ୍‌ ସମୟ ମଧ୍ୟରେ
Read More...

ବିଜୁ ଛାତ୍ର ଜନତା ଦଳ ତରଫରୁ ହେଲ୍ପ ଡେକ୍ସ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ଅଞ୍ଚଳ ମହାବିଦ୍ୟାଳୟ ଠାରେ +୨ ଏବଂ+୩ ପାଠ୍ୟକ୍ରମ ପାଇଁ ନୂତନ ଭାବେ ନାମ ଲେଖାଇବା କୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇ ହେଲ୍ପ ଡେକ୍ସର ଆୟୋଜନ କରାଯାଇଥିଲା । ନୂତନ ଭାବେ ନାମ ଲେଖାଇବାକୁ ଆସିଥିବା ଛାତ୍ର ଛାତ୍ରୀ
Read More...

ପୁରୀ ଏସ୍‌ପିଙ୍କ ଡେଲାଙ୍ଗ ଥାନରେ ନିର୍ବାଚନ ସମୀକ୍ଷା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପୁରୀ ଜିଲ୍ଲା ଏସ୍‌ପି ଡକ୍ଟର କେ. ବିଶାଲ ସିଂ, ଆଇପିଏସ୍‌ ଡେଲାଙ୍ଗ ଥାନା ପରିଦର୍ଶନ କରି ନିର୍ବାଚନ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ପିପିଲି ଏସ୍‌ଡିପିଓ, ଡେଲାଙ୍ଗ ତହସିଲଦାର, ବିଡିଓ, ଡେଲାଙ୍ଗ ଥାନା ଅଧିକାରୀ ଓ ସମସ୍ତ ପୋଲିସ
Read More...

ଇ-ପତ୍ରିକା ‘ଲେଦା’ ପ୍ରକାଶ ପାଇଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : କବିମାନଙ୍କ ଭାବନାରୁ ସୃଷ୍ଟି ହୋଇଥିବା କେତେକ ଲେଖାକୁ ନେଇ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସର ପ୍ରଥମ ସଂସ୍କରଣ ଭାବେ ଇ-ପତ୍ରିକା ଲେଦା ଆତ୍ମ ପ୍ରକାଶ କରିଛି । ଏହି ପତ୍ରିକା ପ୍ରତି ୪ ମାସରେ ଥରେ ପ୍ରକାଶ ପାଇବ ବୋଲି ଲେଦାର ସମ୍ପାଦକ ନିରଞ୍ଜନ
Read More...

ୟୁରିଆ ସାର ନ ବାଣ୍ଟିବାରୁ ବିଜେପି ଓ ଚାଷୀମାନଙ୍କ ଦ୍ଵାରା ସୁସାଇଟିକୁ ଘେରାଉ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସମବାୟ ସମିତି ୟୁରିଆ ସାର ଆସିବା ଚାରି ଦିନ ହୋଇ ଯାଇଥିଲେ ମଧ୍ୟ ଚାଷୀ ମାନଙ୍କୁ ବଣ୍ଟା ଯାଉନଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଶହ ଶହ ଚାଷୀ ସାର ନ ନେଇ ଫେରି ଯାଉଛନ୍ତି । ସାର ପାଇଁ ଚାଷ କାର୍ଯ୍ୟ ବିଳମ୍ବ ହେଉଛି
Read More...

ବିଜେପୁର ତହସିଲଦାର୍‌ ଭାବେ ଯୋଗଦେବେ ବଲାଙ୍ଗିର ସହକାରୀ ଜିଲ୍ଲାପାଳ ଆର୍ତ୍ତତ୍ରାଣ ଥାଟ୍ଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଥିବା ବେଳେ ବଲାଙ୍ଗିର ସହକାରୀ ଜିଲ୍ଲାପାଳ ଆର୍ତ୍ତତ୍ରାଣ ଥାଟ୍ଟିଙ୍କୁ ବିଜେପୁର ତହସିଲ୍‌ଦାର୍‌ ଭାବେ ନିଯୁକ୍ତି ଦିଆଯାଇଛି । ସରକାରଙ୍କ ଆଦେଶ ଅନୁସାରେ ଆଗାମୀ ଦିନରେ ସେ
Read More...