Monthly Archives

September 2021

ମାଲପଡା ଗ୍ରାମର ଗଳିକନ୍ଦି ରାସ୍ତା ଶୋଚନୀୟ : କାଦୁଅରେ ଜୁଡୁବୁଡୁ ଲୋକେ, ସୁବ୍ୟବସ୍ଥା ପାଇଁ ଯୁବଗୋଷ୍ଠୀଙ୍କ ଦାବୀ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତ ମାଳପଡା ଗ୍ରାମର ଗଳିକନ୍ଦି ରାସ୍ତା ଶୋଚନୀୟ ହୋଇ ରହିଛି । ଗ୍ରାମର ବିଭିନ୍ନ ଗଳିକନ୍ଦି ରାସ୍ତା କାଦୁଅରେ ଜୁଡୁବୁଡୁ ହୋଇ ଲୋକେ ଯାତାୟାତ ହେଉଛନ୍ତି । ଏହାର ସୁବ୍ୟବସ୍ଥା କରିବାକୁ
Read More...

ରାକ୍ଷୀ ଦେଇଗଲା ଆଖିରେ ଲୁହ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ୧ ନମ୍ୱର୍ ୱାର୍ଡ କରଣ ସାହିରୁ ସୁନା ଚେନ୍ ଚୋରି କରିଥିବା ଚୋର ଭାଇକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ଗଞ୍ଜାମ ଥାନା ପୋଲିସ୍ । ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ସହରର କରଣ ସାହିର ବୁଡୁ ତରାଇ ।
Read More...

ଏବିଭିପି ପକ୍ଷରୁ ଇଞ୍ଜିନିୟରିଂ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅତାବିରା ଏବିଭିପି ନଗର ଶାଖା ତରଫରୁ ଇଞ୍ଜିନିୟରିଂ ଦିବସ ପାଳିତ ହୋଇଛି ଏବଂ ଏହି ଉପଲକ୍ଷେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ଏହି ସୁବର୍ଣ୍ଣ ସମୟରେ ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ରାଜ୍ୟ ଉପ ସଭାପତି ଶିବ
Read More...

ବସ୍ତି ବସିନ୍ଦାଙ୍କ ଦୁଃଖ ପ୍ରଶାସନ ଶୁଣିବକି ?

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହରର ନବକଳେବର ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏଠାରେ ରହୁଥିବା ଗରିବ ବସ୍ତିବସିନ୍ଦାଙ୍କ ଦୁଃଖ କହିବାକୁ ନାହିଁ । ସୂଚନା ଅନୁସାରେ ପଂଚାୟତ କଲେଜ ପାଖ ୱାର୍ଡ ନଂ ୧୩, କନ୍ଧପଡା ଠାରେ ରହୁଥିବା ପ୍ରାୟ ୫୦ ପରିବାରଙ୍କୁ ଏବେ ଉଚ୍ଛେଦ ଭୟ ଘାରିଛି ।
Read More...

ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ସଚ୍ଚିଦାନନ୍ଦ ନାୟକଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପିଡି, ଡିୟୁଡିଏ ଭାବେ ୨୦୦୦ ମସିହା ବ୍ୟାଚ୍‌ର ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ଏନେଇ ଛତ୍ରପୁର ପ୍ରେସ
Read More...

୧୮ ବର୍ଷ ହେଲାଣି ଏକାଠି ନୂଆଁ ଖାଉଛନ୍ତି ଶିକାପତ୍ରାପାଲି ଗୌତିଆ ପରିବାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର ଗଣପର୍ବ କୁ ନେଇ ଲୋକେ ବେଶ ଉତ୍ସ।ହିତ ରହିଥାଆନ୍ତି । ନୂଆଁଖାଇ ପର୍ବକୁ ନେଇ ଲୋକଙ୍କ ମଧ୍ୟରେ ଭାଇଚାର ବଢ଼ିଥାଏ । ଭାଇଚାରାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଶିକାପତ୍ରାପାଲିର ଗୌତିଆ ପରିବାରରେ । ଦୀର୍ଘ ୧୮ ବର୍ଷରୁ ଅଧିକ ହେବ
Read More...

ସ୍ମାର୍ଟ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ଟୁକୁନି

ସୁନ୍ଦରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେର୍ଶ କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ବ୍ଲକ ସରପଗର, ମଶାବିରା, ଗୁଣ୍ଡିଆଡିହି, ଅଳପକା, ହୁରମେଇ ସମେତ ୫ ଟି ଗ୍ରାମପଞ୍ଚାୟତର ହିତାଧିକାରୀ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଓଡ଼ିଶା ମହିଳା ଓ ଶିଶୁ
Read More...

ଭୁଏରପଡ଼ା ଗାଁରେ ୨୩୦ ଜଣଙ୍କୁ କୋଭିଡ ଟୀକା ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଭୁଏରପଡା ୟୁପି ସ୍କୁଲ ଠାରେ ଆଜି ୨୩୦ ଜଣ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ଏଏନଏମ ସୁଲୟା ତାଣ୍ଡି, ଭିକ୍ଟୋରିୟା ନାଗ, ଭାରତୀ ପୋଡ଼, ଯଶୋବନ୍ତୀ ପଶାୟତ, ଗଙ୍ଗାଧର ପୋଡ଼, କାନ୍ତ
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ବାରୁପାଲି ଗ୍ରାମର ବରିଷ୍ଠ ସାମ୍ବାଦିକ ଅସିତ ସ୍ୱାଇଁଙ୍କ ମାତା ଯଜ୍ଞବତୀ ସ୍ୱାଇଁଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଜଣେ ଧର୍ମପ୍ରାଣ
Read More...

ଟିକ୍ରାପଡା ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ : ଗାନ୍ଧୀପାଠାଗାର କମିଟି ସମସ୍ତ ଦାୟିତ୍ୱ ବହନ କରିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କ ପୂଜା ପାଇଁ ସ୍ଥାନୀୟ ଟିକ୍ରାପଡା ଦୁର୍ଗାପୁଜା କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ସ୍ଥାନୀୟ ଗାନ୍ଧପାଠାଗାରରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କମିଟିର ସଂପାଦକ ପ୍ରଦୀପ ସାହୁ ସମସ୍ତଙ୍କୁ
Read More...