Monthly Archives

September 2021

ଫୁଟିଲା ବ୍ରହ୍ମକମଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ୫ ନମ୍ବର ୱାର୍ଡ ସ୍ଥିତ ବନ୍ଦର ସାହିରେ ବ୍ରହ୍ମକମଳ ଫୁଟିଥିବା ଜଣାପଡିଛି । ଶଙ୍କର ଆଇ ହସ୍ପିଟାଲ କ୍ୟାମ୍ପ ମ୍ୟାନେଜର ଗଞ୍ଜାମ ସହର ନିବାସୀ ନଳିନୀ କୁମାର ରାଉତଙ୍କ ଅଗଣାରେ ରହିଥିବା ଫୁଲ ବଗିଚାରେ ବ୍ରହ୍ମ କମଳ ଫୁଟିଥଲା । ଫୁଲଟି ଫୁଟିବା
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ କାର୍ଯ୍ୟାଳୟ ପ୍ରମୁଖ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ଛତ୍ରପୁର ଓ ଖଲ୍ଲିକୋଟ ସଙ୍କୁଳସ୍ତରୀୟ କାର୍ଯ୍ୟାଳୟ ପ୍ରମୁଖ(କ୍ଲର୍କ) ମାନଙ୍କ ପ୍ରଶିକ୍ଷଣ ଶିବିର ୧୯/୦୯/୨୧ ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇ ଗତକାଲି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ
Read More...

ମଧୁବୈଶ୍ୟ ସମାଜର ବାର୍ଷିକ ଉତ୍ସବ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିଷିପେଣ୍ଠ ସ୍ଥିତ କାମେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର ଛତ୍ରପୁର ତାଲୁକା ଆଞ୍ଚଳିକ ମଧୁବୈଶ୍ୟ ସମାଜର ବାର୍ଷିକ ସମ୍ମିଳନୀ ସଭାପତି ପଦ୍ମଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୦ ତାରିଖରେ
Read More...

ତାରୁଣ୍ୟ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ପେଲେସ ଲାଇନ୍ ଠାରେ ତାରୁଣ୍ୟ ଅନୁଷ୍ଠାନର କାର୍ଯ୍ୟାଳୟଠାରେ ନୂଆଁଖାଇ ଭେଟଘାଟ୍ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କବି ସନ୍ଦୀପ କୁମାର କୁଅଁର ଯୋଗ ଦେଇଇଥିବା ବେଳେ ତାରୁଣ୍ୟର ସଭାପତି କବି
Read More...

କୁମାରଖାନରେ ବିଜେଡିର ନୂଆଁଖାଇ ଭେଟଘାଟ ସହ ମିଶ୍ରଣ ପର୍ବ : ଆଗାମୀ ପଞ୍ଚାୟତ ନିର୍ବାଚନ ଦଳୀୟ ପ୍ରାର୍ଥୀଙ୍କ ବିଜୟ ଲାଭର…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ କୁମାରଖାନ ଗ୍ରାମ ଠାରେ ବିଜେଡ଼ି ପକ୍ଷରୁ ନୂଆଁଖାଇ ଭେଟଘାଟ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଦୀପ ବେହେରାଙ୍କ ଅଧ୍ୟକ୍ଷତାରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ
Read More...

ଲହଙ୍ଗୀରରେ ଆୟୋଜିତ କବି ସମ୍ମିଳନୀରେ ପଦ୍ମଶ୍ରୀ ହଳଧର ନାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱକର୍ମା ପୂଜା ଅବସରରେ ପାଇକମାଲ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ଅଧିନସ୍ଥ ଲହଙ୍ଗୀର ଗ୍ରାମରେ ନୂଆଁଖାଇ ଭେଟଘାଟ ସହ କବି ସମ୍ମିଳନୀ, ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ପରିପ୍ରେକ୍ଷୀରେ 'ଲେଦା'
Read More...

ବାସନ୍ତୀ ପାଠାଗାରର ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ୨୦୨୧-୨୦୨୩ ପାଇଁ ନୂତନ କର୍ମକର୍ତ୍ତା ସର୍ବ ସମ୍ମତ କ୍ରମେ ଚୟନ କରାଯାଇଛି । ଏଥିପାଇଁ ପାଠାଗାର ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ପୁରାତନ କର୍ମକର୍ତ୍ତା ନୂତନ
Read More...

ଟାଙ୍ଗରପାଲିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସ୍ବେଛାସେବୀ ଅନୁଷ୍ଠାନ 'ସଂକଲ୍ପ ପରିବାର' ଓ ଟାଙ୍ଗରପାଲି ୟୁଥ୍‌ ଏସୋସିଏସନ ତରଫରୁ ଆଜି ଟାଙ୍ଗରପାଲି ବଜାର ପ୍ରାଙ୍ଗଣରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ଗ୍ରାମର ପ୍ରଥମ
Read More...

ପଦ୍ମପୁର ଉପଖଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଆଜି ଲଘୁଚାପ ଜନିତ ଲଗାଣ ବର୍ଷା ହେବା ସହିତ ଜୀବନ ଯାତ୍ରାରେ ବ୍ୟାହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ସମୁଣ୍ତା ଗାଁ ସକାଳ ୮ଟା ବେଳେ ଆରମ୍ଭ ୧୧ଟା ପର୍ଯ୍ୟନ୍ତ
Read More...

ଡୁଡୁନ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅସହାୟ ମହିଳାଙ୍କୁ ସହାୟତା ପ୍ରଦାନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ଗ୍ରାମରେ ରହନ୍ତି ସେବ ଭୋଇ । ସୂଚନା ଅନୁସାରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ନେଇ ସଂସାର । ଦୁଇବର୍ଷ ହେବ ସ୍ବାମୀ ଆରପାରିକୁ ଚାଲିଯିବା ପରେ ଖୁବ ଅସହାୟ ହୋଇ ପଡିଛନ୍ତି । ସରକାରୀ ସହାୟତା କହିଲେ ବିଧବା
Read More...