Monthly Archives

September 2021

ସଡକ ଦୁର୍ଘଟଣା : ଦୁଇ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ପାଲିଆ-ଛତ୍ରପୁର ଛକଠାରେ ସାଇକେଲ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ସାଇକେଲ ଚାଳକ ତଥା ପାଲିଆ ଛତ୍ରପୁର ଗ୍ରାମର କୃପାସିନ୍ଧୁ ବେହେରା (୭୮) ଓ ବାଇକ ଚାଳକ ତଥା ଗଞ୍ଜାମ ବ୍ଲକ
Read More...

ଛତ୍ରପୁର ରୋଟାରୀ ସଂଗଠନ ପକ୍ଷରୁ ଯୁବ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଂପ୍ରତିକ ସାମାଜିକ ବ୍ୟବସ୍ଥାରେ ଆମ ଜିଲ୍ଲାର ଛାତ୍ରଛାତ୍ରୀ ଖୁବ ପରିଶ୍ରମୀ ଓ ସେମାନେ ଭଲପାଠ ପଢୁଛନ୍ତି କିନ୍ତୁ ଉତ୍ତମ ବ୍ୟକ୍ତିତ୍ୱ ବିକାଶ ଏବଂ ଦୁର୍ବଳ ଯୋଗାଯୋଗ ଦକ୍ଷତା ଯୋଗୁଁ ସେମାନେ ଭବିଷ୍ୟତରେ ସୁଯୋଗର ସଦୁପଯୋଗ କରିବାକୁ ଅକ୍ଷମ
Read More...

କୋଦଳା ହତ୍ୟାକାଣ୍ଡରେ ତିନିଜଣ ଅଟକ : ଗଞ୍ଜାମ ପୋଲିସ ମୁଖ୍ୟାଳୟ ଛତ୍ରପୁରରୁ ବରିଷ୍ଠ ପୋଲିସ ପ୍ରଶାସନିକ ଅଧିକାରୀଙ୍କ ସହ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କୋଦଳା ଥାନା, କୋଦଳା ସହରରେ(ଏନଏସି) ଖଦାଳ ସାହିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ଓ ଏଥିରେ ଜଣେ ଗୁରୁତର ହୋଇଛନ୍ତି । କୋଦଳା ସହର ଡାକବଙ୍ଗଳା ନିକଟରେ, ଏଭିଳି ଏକ ଅଦ୍ଭାବନୀୟ ଅଶାନ୍ତ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୧ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ଉଲୁଣ୍ଡା, ତରଭା, ବିନିକା ସୋନପୁର,
Read More...

ଯାଦବ ସମାଜର ନୁଆଁଖାଇ ଭେଟଘାଟ : ସର୍ବେଶ୍ୱର ଭୋଇଙ୍କ ଗୀତରେ ଦୁଲୁକିଲା ଯାଦବ ଭବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିର ଯାଦବ ଭବନ ଠାରେ ପୌରାଞ୍ଚଳ ଯାଦବ ମହାସଭା ତରଫରୁ ପଶ୍ଚିମାଞ୍ଚଳର ଗଣପର୍ବ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଅଛି । ପଶ୍ଚିମାଞ୍ଚଳର ଗଣପର୍ବ ନୁଆଁଖାଇ ପରେ ଭେଟଘାଟ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଚରଣଜିତ୍‌ ସିଂହ ଚନ୍ନି ହେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ : ଚରଣଜିତ୍‌ ସିଂହ ଚନ୍ନି ହେଲେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏନେଇ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ୍‌ ରାୱତ । ଟ୍ୱିଟ୍‌ କରି ହରିଶ୍ ରାୱତ କହିଛନ୍ତି, 'ଚରଣଜିତ୍ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ
Read More...

ଜିଲ୍ଲା ସ୍ତରୀୟ ଗାୟତ୍ରୀ ପରିବାର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଗୋପାଳଜୀ ମନ୍ଦିର ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ଜିଲ୍ଲା ସଂଯୋଜକ ଉଦୟନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଗାୟତ୍ରୀ ପରିବାରର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶାନ୍ତିକୁଞ୍ଜରୁ ଆସିଥିବା ଗଙ୍ଗାଜଳ ଓ ଅନ୍ୟ ସାମଗ୍ରୀ ଗୁଡିକୁ ଘରେ ଘରେ ପହଞ୍ଚାଇବା
Read More...

ଗାନ୍ଧୀ ପାଠାଗାରରେ ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ସ୍ଥିତ ଗାନ୍ଧି ପାଠାଗାରରେ ସମସ୍ତ ସଭ୍ୟ ତଥା ପଡାବାସୀଙ୍କ ଉପସ୍ଥିତରେ ନୁଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି । ଗାନ୍ଧୀ ପାଠାଗାରର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପାଠାଗାରର ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ
Read More...

ବରିଷ୍ଠ କଳାକାର ଯୁଧିଷ୍ଠିର ମହାକୁରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ, କଛାରପାଲି ଶ୍ରୀରାମଲୀଳାର ବରିଷ୍ଠ କଳାକାର ତଥା କଛାରପାଲି ମାହେଶ୍ୱରୀ ମନ୍ଦିରର ପୂଜକ ଯୁଧିଷ୍ଠିର ମହାକୁର(୮୭)ଙ୍କ ରବିବାର ଅପରାହ୍ନ ସାଢେ଼ ୫ଟା ସମୟରେ କଛାରପାଲି ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ
Read More...

ନୃସିଂହନାଥ ରେଂଜରେ ହାତୀ ଉପଦ୍ରବ : ବ୍ୟାପକ ଫସଲ ନଷ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଜିଲ୍ଲା ଉପଖଣ୍ଡ ପଦ୍ମପୁର ନୃସିଂହନାଥ ରେଂଜରେ ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଅଂଚଳବାସୀ ମାନେ ମଧ୍ୟ ଆତଙ୍କିତ ହୋଇପଡିଥିବା ଜଣାପଡିଛି । ବିଗତ ତିନିଦିନ ଧରି ସ୍ଥାନୀୟ ଅଂଚଳରେ ଦୁଇଦୁଇଟି ହାତୀ ଆତଙ୍କ ଖେଳାଇଥିବା
Read More...