Daily Archives

ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ରାଜ୍ୟସ୍ତରୀୟ ସମାବେଶ : ୨୫ରୁ ୨୬ ଡିସେମ୍ବରରେ ୧୦ମ…

ଭୁବନେଶ୍ୱର : ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଓଡ଼ିଶା ରାଜ୍ୟ ଶାଖାର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ରେଡକ୍ରସ ଭବନ ଠାରେ ସଂଗଠନର ରାଜ୍ୟ ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଗଠନର ଆବାହକ ଡୁମାଣି ପ୍ରକାଶନର ମୁଖ୍ୟ ଅକ୍ଷୟ କୁମାର
Read More...

ଖୁସି ଖବର : ଝିଅ ଜନ୍ମ ହେବା ଖୁସିରେ ଦିନ ସାରା ଲୋକଙ୍କୁ ମାଗଣା ପାନିପୁରୀ ଖୁଆଇଲେ ପାନିପୁରୀ ଦୋକାନୀ

ଭୋପାଲ : ଭୋପାଲର ଯେଉଁମାନେ ଝିଅମାନଙ୍କୁ ବୋଝ ବୋଲି ଭାବନ୍ତି, ସେମାନଙ୍କୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି ଜଣେ ବ୍ୟକ୍ତି । ସେ ଝିଅ ଜନ୍ମର ଆନନ୍ଦରେ ଦିନସାରା ଲୋକଙ୍କୁ ମାଗଣା ପାନିପୁରୀ ଖାଇବାକୁ ଦେଇଥିଲେ । ସୂଚନା ଅନୁସାରେ ଭୋପାଲର କୋଲାର ଅଞ୍ଚଳରେ ରହୁଥିବା ଅଂଚଲ ଗୁପ୍ତା ୧୪ ବର୍ଷ ଧରି
Read More...

୫ ଶହ ତଳକୁ ଖସିଲା ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୭ ଜଣ ୦ାରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୫୪୮ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୯୭ ଜଣ ଆଂଚଳିକ
Read More...

ବେନକେରା ଗାଁରେ ନୂଆଖାଇ ଭେଟଘାଟ ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନକେରା ଗାଁ ଠାରେ ମାଁ ସମଲେଶ୍ୱରୀ କ୍ଲବ ପକ୍ଷରୁ ପଞ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ଉପଲକ୍ଷେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ନୃତ୍ୟ ଶିଳ୍ପୀ ଏବଂ ଆଖ ପାଖ ଗାଁର ନୃତ୍ୟ ଶିଳ୍ପୀ ମାନଙ୍କୁ ନେଇ
Read More...

ଭୁପେନ୍ଦ୍ର ଭାଇ ପଟେଲ ଆଜି ସିଏମ୍‌ ଭାବେ ଶପଥ ଗ୍ରହଣ କରିବେ : ଅମିତ ଶାହାଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ…

ଗୁଜୁରାଟ : ଭୁପେନ୍ଦ୍ର ଭାଇ ପଟେଲ ଗୁଜୁରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ଗାନ୍ଧୀନଗରରେ ବିଜେପି ବିଧାୟକ ଦଳର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଭୁପେନ୍ଦ୍ର ଭାଇ ପଟେଲ ଆଜି ମଧ୍ୟାହ୍ନ ୨.୨୦ରେ ରାଜଭବନ ଲନ୍‌ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ, ଯେଉଁଠାରେ
Read More...

ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଅତିକ୍ରମ କରିବ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଆଜି ପାଇଁ ୫ ଜିଲ୍ଲା
Read More...

ଛତ୍ରପୁର ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ : ସାମ୍ପ୍ରତିକ ପ୍ରଚଳିତ ଭୋଟରେ ସଭାପତି ଭାବେ ପ୍ରଶାନ୍ତ ମହାରଣା…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ପିଲିବନ୍ଧ ପାର୍କ ନିକଟସ୍ଥ ଏକ ଅସ୍ଥାୟୀ ଘରେ ଛତ୍ରପୁର ପ୍ରେସ କ୍ଲବ ଇତିମଧ୍ୟରେ କାର୍ଯ୍ୟ କରୁଅଛି । ଛତ୍ରପୁର ପ୍ରେସ କ୍ଲବ କାର୍ଯ୍ୟାଳୟରେ ରବିବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର
Read More...

ରମ୍ଭା ଗାୟତ୍ରୀ ଶକ୍ତିପୀଠ, ଡ଼ଃ ଅବଦୁଲ କାଲାମ ଜନକଲ୍ୟାଣ ପରିଷଦ ଓ ଦେବୀକୃପା ସଫ୍ଟ ଡ୍ରିଂକ୍ସ ତରଫରୁ ବୃକ୍ଷ ରୋପଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଖଲ୍ଲିକୋଟ ବ୍ଲକ ଅଧିନସ୍ଥ ଡ଼ିମିରିଆ ପଞ୍ଚାୟତର ନୂଆ ବରପଲ୍ଲୀ ଠାରେ ଦେବୀକୃପା ସଫ୍ଟ ଡ୍ରିଂକ୍ସ, ଡ଼ଃ.ଅବଦୁଲ କାଲାମ ଜନକଲ୍ୟାଣ ପରିଷଦ ଖଲ୍ଲିକୋଟ ଓ ଗାୟତ୍ରୀ ଶକ୍ତିପୀଠ ରମ୍ଭାର ମିଳିତ ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

‘ୱାର୍ଲ୍ଡ ଭିଜନ’ ଏବଂ ‘ଭାଇ’ ତରଫରୁ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ ) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ୱାର୍ଲ୍ଡ ଭିଜନ' ଏବଂ 'ଭାଇ' ତରଫରୁ ଏକ ଶିଶୁ ସୁରକ୍ଷା କର୍ମଶାଳା ବ୍ରହ୍ମପୁର ସ୍ଥିତ ଭୁବନେଶ୍ଵରୀ ହୋଟେଲ୍ ଠାରେ ଅନୁଷ୍ଠିତ ହୋଇସାରିଛି । ଉକ୍ତ କର୍ମଶାଳାରେ ଡାକ୍ତର ଶଙ୍କର୍ଷଣ ପାତ୍ର ମୁଖ୍ୟଅତିଥି ରୂପେ
Read More...

ବେହେରାପାଲି ଠାରେ ନୂଆଁଖାଇ ଭେଟ୍ ଘାଟ୍‌

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସୋହେଲା ବ୍ଲକ ବେହେରାପାଲି ଠାରେ ନୂଆଁଖାଇ ଭେଟ୍ ଘାଟ୍‌ କାର୍ଯ୍ୟକ୍ରମ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗ୍ରାମର ଡୋଲାମଣି ସାହୁ, ଜଗଦୀଶ ସାହୁ, ରମେଶ ପଣ୍ଡା ଉପସ୍ଥିତ ଥିଲେ । ସଭା
Read More...