Daily Archives

ଖଦ୍ୟୋତ ଅନୁଷ୍ଠାନ ତରଫରୁ ବୃକ୍ଷ ରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ଖଦ୍ୟୋତ ଅନୁଷ୍ଠାନ ତରଫରୁ ଆଟଗାଁ ପଞ୍ଚାୟତ ବିଭିନ୍ନ ଗ୍ରାମାଞ୍ଚଳରେ ବୃକ୍ଷ ରୋପଣ କରାଯାଇଛି । ଅନୁଷ୍ଠାନ ତରଫରୁ ନିମ୍ବ, ଅଁଳା, ଜାମୁକୋଳି, ଆମ୍ବ, ପଣସ ଆଦି ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖଦ୍ୟୋତ ସଭାପତି ପ୍ରଫେସର ତରୁଣ
Read More...

ଟ୍ରିକଲ୍ ଅପ୍ ଏବଂ ନିଧି ଦ୍ଵାରା ସ୍ୱଚ୍ଛତା ଏବଂ ବିହନ କିଟ୍ ବଣ୍ଟନ

ଟିଟିଲାଗଡ, (ଗୌରବ ଦର୍ଜୀ) : କୋଭିଡ୍ -୧୯ ମହାମାରୀର ଦ୍ୱିତୀୟ ତରଙ୍ଗରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଉଭୟ ଧନୀ ଏବଂ ଗରିବ ଲୋକଙ୍କୁ ସମାନ ଭାବରେ ପ୍ରଭାବିତ କରିଥଲେ ମଧ୍ୟ ଗ୍ରାମାଞ୍ଚଳର ଗରିବଙ୍କ ମଧ୍ୟରେ ବ୍ୟକ୍ତିଗତ, ସାମାଜିକ ଏବଂ ଆର୍ଥିକ ଧକ୍କା ସହ୍ୟ କରିବାର ଶକ୍ତି ଅତ୍ୟନ୍ତ କମ୍
Read More...

ମହିମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କିରଣମୟୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିବା ବେଳେ ବୃକ୍ଷ ରୋପଣର ଉଦ୍ଦେଶ୍ୟ
Read More...

ବଜ୍ରାଘାତରେ ଧନୁ ରଣାଙ୍କ ମୃତ୍ୟୁ ଘଟଣା ନେଇ ପରିବାରଙ୍କୁ ଭେଟି ସହାୟତା ପାଇଁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ଟୁକୁନି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେଲଗାଁ ପଞ୍ଚାୟତ ପିପୃଟ ଗ୍ରାମର ଧନୁ ରଣା(୫୦)ଙ୍କ ଗତ ୩ ତାରିଖ ଦିନ ଏକ ଗଛରେ ଆଶ୍ରୟ ନେବା ସମୟରେ ତାଙ୍କର ବଜ୍ରାଘାତରେ ମୃତ୍ୟୁ ଘଟଣାକୁ ନେଇ ମଧ୍ୟ କୋଶଳ ପ୍ରବାହରେ ମଧ୍ୟ ଖବର ପ୍ରସାରଣ ହୋଇଥିଲା । ତେବେ ଆଜି
Read More...

ବାଲିଗୁଡାରେ ରଥଯାତ୍ରା ପ୍ରସ୍ତୁତି ବୈଠକ : ବିନା ଭକ୍ତରେ ଯଥା ରୀତିନୀତିରେ ପାଳନ ହେବ ରଥଯାତ୍ରା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ହେବ ରଥଯାତ୍ରା । ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରଥଯାତ୍ରା ପ୍ରସ୍ତୁତି ବୈଠକ । ରାଜ୍ୟ
Read More...

ସଂସ୍କୃତ ଭାରତୀ ବଲାଙ୍ଗିର ଦ୍ୱାରା ସଂସ୍କୃତ ବ୍ୟାକରଣ ବର୍ଗ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂସ୍କୃତର ପ୍ରଚାର ପ୍ରସାର କରି ନିତ୍ୟ ଜୀବନରେ ବ୍ୟବହାରରେ ଆଣିବା ପାଇଁ ସଂସ୍କୃତ ଭାରତୀ ବଲାଙ୍ଗିର ଦ୍ୱାରା ବ୍ୟାକରଣ ବର୍ଗର ଉଦ୍‌ଘାଟନ ଅନ୍‌ଲାଇନ ଗୁଗୁଲ ମିଟ୍‌ ଦ୍ୱାରା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରବରଣ ମଣ୍ଡଳୀ
Read More...

ବିଜୁ ଛାତ୍ର ଜନତା ଦଳ ବରଗଡର ଡିଜିଟାଲ ସମ୍ପାଦକଙ୍କ ନାମ ଘୋଷଣା : ବିଜେପୁର ଏନ୍‌ଏସି ପାଇଁ କିରଣ କୁମାର ଦଣ୍ଡସେନାଙ୍କୁ…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ସଭାପତି କରଣ ସିକେନ୍ଦରଙ୍କ ଅନୁମୋଦନ କ୍ରମେ ତଥା ଜିଲ୍ଲା ଡିଜିଟାଲ ସଂପାଦକ ଭୂପତି ପ୍ରଧାନଙ୍କ ପରାମର୍ଶରେ ଦଳର ଛାମୁଆ ଛାତ୍ର ସଂଗଠନ ଡିଜିଟାଲ କ୍ଷେତ୍ରରେ ସୁଦୃଢ ଓ
Read More...

ବଘୁଆପଡା ଗାଁରେ ସ୍ୱତନ୍ତ୍ର ୭୨ତମ ବନ ମହୋତ୍ସବ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବନାଂଚଳ ଅନ୍ତର୍ଗତ ଢୋଲମାନ୍ଦଲ ପଂଚାୟତ ବଘୁଆପଡା ଗାଁର ଜନସାଧାରଣଙ୍କ ସହଯୋଗରେ ସ୍ୱତନ୍ତ୍ର ଭାବେ ୭୨ତମ ବନମହୋତ୍ସବ ପାଳିତ ହୋଇଛି । ଏହି ବନ ମହତ୍ସୋବ ପାଳନ ଅବସରରେ ରାଜୁ ସଂରକ୍ଷିତ ଜଂଗଲରେ ଶତାଧିକ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଛି
Read More...

ବୌଦ୍ଧ ବିଜେପିର କଣ୍ଟାମାଲ ବ୍ଲକ ଘେରାଓ

ବୌଦ୍ଧ, (ମମତା ମହାକୁର) : ପ୍ରଧାନମନ୍ତ୍ରୀ ଆବାସ ଗୃହ ଅନିୟମିତତା ଓ ବୌଦ୍ଧ ଜିଲ୍ଲାକୁ ଘର ନମିଳିବା ପ୍ରତିବାଦରେ ଆଜି ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତ୍ତୃତ୍ୱ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସିଂହାର, ବିଜେପି
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଇଣ୍ଡୋର ଷ୍ଟାଡିୟମ ପାଇଁ ପ୍ରସ୍ତାବ ଦେଲେ ବିଜେଡି ଛାତ୍ର ନେତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୬ ତାରିଖରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସୁମନ ନନ୍ଦ ଓ ସାଥୀ ବଲାଙ୍ଗିର ସାର୍କିଟ୍ ହାଉସ ଠାରେ ମାନ୍ୟବର ମନ୍ତ୍ରୀଙ୍କୁ ସାକ୍ଷାତ କରି
Read More...