Daily Archives

ମହୁଲ ଫୁଲକୁ ନେଇ ଗୋଳକ ଧନ୍ଦାରେ ଅବକାରୀ ଅଧିକାରୀ : ଜବତ ହେଲା ୩୨ କ୍ଵିଣ୍ଟାଲ ଦେଖାଇଲେ ୨୫ କ୍ଵିଣ୍ଟାଲ

ମହୁଲ ଫୁଲ ଚାଷୀଙ୍କ ସହ ମୁଳଚାଳ ନହେବାରୁ ହେଲା କି କାର୍ଯ୍ୟାନୁଷ୍ଠାନ ?ଅବକାରୀ ଅଧିକାରୀ ଏବଂ ମହୁଲ ଫୁଲ ଚାଷୀଙ୍କ ମୋବାଇଲ କଥାବାର୍ତ୍ତାକୁ ନେଇ ସସପେନ୍ସ ଜାରି ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ବିଭାଗ ଉପରେ ଏବେ ମାଳ ମାଳ ଦୁର୍ନୀତିର ଅଭିଯୋଗ ।
Read More...

ଭୁସ୍କିମାଲ ଗ୍ରାମରେ ଡ଼ଃ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅଁସର ପଞ୍ଚାୟତ ଭୁସ୍କିମାଲ ଗ୍ରାମର ଆଜି ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ଭାରତୀୟ ଜନ ସଂଘର ସଂସ୍ଥାପକ, ପ୍ରଖର ରାଷ୍ଟ୍ରବାଦୀ ଓ ମହାନ ଶିକ୍ଷାବିତ ଡ଼ଃ ଶ୍ୟାମ ପ୍ରସାଦ
Read More...

ତୈଳ ଦର ବୃଦ୍ଧି ନେଇ ଆସନ୍ତା କାଲି ବ୍ଳକ କଂଗ୍ରେସ ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ଘେରାଉ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନକୁ ଦିନ ତୈଳ ଦର ବୃଦ୍ଧିକୁ ନେଇ ଅନେକ ଥର ରାଜ୍ୟ କଂଗ୍ରେସ ଦଳ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ ମଧ୍ୟ କରାଯାଇଥିଲା । ହେଲେ କେନ୍ଦ୍ର ସରକାରଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପଡୁଛି । ତେବେ ଏହାର
Read More...

ସବୁଜ କଂଟାବାଞ୍ଜି ପ୍ରସ୍ତୁତି ପଥେ କଂଟାବାଞ୍ଜି କେଭି ମହାବିଦ୍ୟାଳୟ

କଂଟାବାଞ୍ଜି, (ମନୀଷ କୁମାର ହଂସ) : କଂଟାବାଞ୍ଜିକୁ ସବୁଜ ଓ ସୁନ୍ଦର କରିବାର ପ୍ରସ୍ତୁତି ପଥରେ କଂଟାବାଞ୍ଜିର କେଭି ମହାବିଦ୍ୟାଳୟ । ସୂଚନା ଯୋଗ୍ୟ ଯେ, ବନ ମହୋତ୍ସବ ଅବସରରେ ପୂର୍ବ ବର୍ଷ ମାନଙ୍କ ଭଳି କେଭି ମହାବିଦ୍ୟାଳୟ କଂଟାବାଞ୍ଜି ପରିସରରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା । ଜାତୀୟ
Read More...

ବାପୁଜୀ ନୋଡାଲ ହାଇସ୍କୁଲଠାରେ ୭୨ତମ ବନ ମହୋତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ସଇଁନ୍ତଲା ବ୍ଲକ ଅନ୍ତର୍ଗତ କନ୍ଧକେଲଗାଁ ବାପୁଜୀ ନୋଡାଲ ହାଇସ୍କୁଲ ଠାରେ ୭୨ତମ ବନ ମହୋତ୍ସବ ସପ୍ତାହର ଷଷ୍ଠ ଦିବସ ରେ ବୃକ୍ଷ ରୋପଣ ଓ ସଚେତନତା କାର୍ୟ୍ୟକ୍ରମ ହୋଇଥିଲା । ଏହି ଅବସରରେ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ମୁଖ୍ୟ ଅତିଥି ରୂପେ
Read More...

ଆର୍ଯ୍ୟପଲ୍ଲୀ ଠାରେ ବିଜେପି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡ଼. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜନ୍ମତିଥି ଅବସରରେ ଭାରତୀୟ ଜନତା ପାର୍ଟି, ଛତ୍ରପୁର ନିର୍ବାଚନ ମଣ୍ଡଳୀ ଆନୁକୂଲ୍ୟରେ ଏକ ଗ୍ରାମ୍ୟ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମପଞ୍ଚାୟତ
Read More...

ସାପ ଧରିବା ନିଶାରେ ବିକି : ୫.୩ ଫୁଟର କୋବ୍ରା ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଘର ଭିତରେ ସାପ ବାହାରିଲେ ଲୋକେ ଚିନ୍ତିତ ହୋଇ ପଡ଼ନ୍ତି । ସାପ କିଏ ଧରିବ ତାକୁ ଖୋଜା ଯାଇଥାଏ । ତେବେ ଆଖ ପାଖର ଲୋକେ ସାପ ଦେଖିଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଗ୍ରାମର ସାପ ଧରାଳି ଯୁବକ ବିକି.ଜି ନାଗଙ୍କୁ ଖୋଜି ଥାଆନ୍ତି । ବିକି
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଳାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ ବଡଟିକା ଗ୍ରା.ପ.ରୁ ଜଣେ ଏବଂ ନଅଗାଁ ଗ୍ରା.ପ.ରୁ ୨ଜଣ, ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନଂ.୨, ୱାର୍ଡ ନଂ. ୪ ଏବଂ ୱାର୍ଡ ନଂ. ୧୫ରୁ ଜଣେ ଲେଖାଏଁ
Read More...

କେବିକେ ଯୁଗ୍ମ ପ୍ରଶାସକ ଡ଼ଃ ନୃପରାଜ ସାହୁଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ : କେବିକେ ଅନୁଦାନ ପ୍ରାପ୍ତ ବିଭିନ୍ନ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କେବିକେ ଯୁଗ୍ମ ପ୍ରଶାସକ ନୃପରାଜ ସାହୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାର କେବିକେ ଅନୁଦାନ ପ୍ରାପ୍ତ ବିଭିନ୍ନ ପ୍ରକଳ୍ପ ଗୁଡିକର ଅଗ୍ରଗତି ଓ କାର୍ଯ୍ୟକାରିତାର ସମୀକ୍ଷା
Read More...

ବନ ମହୋତ୍ସବ ଓ ବୃକ୍ଷ ରୋପଣରେ ସାମିଲ ହେଲେ ଆଦିବାସୀ : ଜଙ୍ଗଲ ସୁରକ୍ଷା ପାଇଁ ଆହ୍ୱାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ଆହୁତ ବନମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ଅନୁସାରେ ପାଟଣାଗଡ଼ ବନାଞ୍ଚଳ, ବେଲପଡା ସେକସନ ଦ୍ଵାରା ଆୟୋଜିତ ବନ ମହୋତ୍ସବରେ ବେଲପଡା ଆଦିବାସୀ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଯୋଗ
Read More...