Daily Archives

ଲରମ୍ଭାର ପୂର୍ବତନ‌‌‌ ସରପଞ୍ଚ ଭୂମିହୀନ ପରିବାରଙ୍କ ଜମି ବିକ୍ରି ଉଦ୍ୟମ ରୋକିବାକୁ ନେଇ ତହସିଲଦାରଙ୍କ ଦ୍ଵାରସ୍ଥ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଲରମ୍ଭା ପଞ୍ଚାୟତ ଲରମ୍ଭା ଗ୍ରାମର ଗରିବ, ଆଦିବାସୀ, ମଜୁରିଆ, ଭୂମିହୀନ ପରିବାର ଲୋକେ ଜମି ଓ ଘର ଡିହ ପାଇଥିଲେ । ହେଲେ ପୂର୍ବତନ ସରପଞ୍ଚ ବିକ୍ରି କରିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଛନ୍ତି ହିତାଧିକାରୀ ।
Read More...

ବେନିୟମ ଭାବେ ବାଲି ଚାଲାଣ : ୨୦ହଜାର ଟଙ୍କା ଜୋରିମାନା ଆଦାୟ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ୨ଟି ଟ୍ରାକ୍ଟରକୁ ବେନିୟମ ଭାବେ ବାଲି ଚାଲାଣ କରୁଥିବା ସମୟରେ ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ୨ଟି ଟ୍ରାକ୍ଟରରୁ ୨୦,୦୦୦ ହଜାର ଟଙ୍କା ଜୋରିମାନା ଆଦାୟ
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଉପରେ ଜିଏସ୍‌ଟି ପରିସରଭୁକ୍ତ କରିବାକୁ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜେପି ନେତୃତ୍ୱଧୀନ ଏନ୍‌ଡିଏ ସରକାରର ଦ୍ୱିତୀୟ ପାଳିରେ ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ହେଉଥିବା ବେଳେ ନିତ୍ୟ ବ୍ୟବହାର ଜିନିଷ ଦରଦାମ ଆକାଶଛୁଆଁ ହେଲାଣି । ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାନେ ମନଇଚ୍ଛା ଭାଟ୍‌ କର
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଉନ୍ନୟନ ସମୀକ୍ଷା : ଜୀବନ ଜୀବିକାର ସମୃଦ୍ଧି ଉପରେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଭାଗ ଦ୍ୱରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ । ଶ୍ରୀ
Read More...

କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ନିଆରା ବାହାଘର

ପଦ୍ମପୁର, (ନିରୋଜ କୁମାର ପାଣୀ) : ନାଁ ତାଙ୍କର କିରଣ । ପିଲାବେଳୁ ସେ ନିଜ ମା ' ବାପାଙ୍କୁ ଦେଖିନାହାନ୍ତି । ୨୦୦୦ ମସିହା ଜାନୁଆରୀରୁ ସେ ବରଗଡ଼ ଜିଲା କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ରହି ଆସୁଥିଲେ । ବୁଧବାର ଦିନ କିରଣଙ୍କୁ ମିଳିଛି ତାଙ୍କ ଜୀବନସାଥୀ । ସେ ଦଶମ ଶ୍ରେଣୀର
Read More...

ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏସ୍‌ୟୁସିଆଇର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏସ୍‌ୟୁସିଆଇ(ସି) ରାଜ୍ୟ କମିଟି ଆହ୍ୱାନରେ ଆଜି ସାରା ଓଡିଶାରେ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଏସ୍‌ୟୁସିଆଇ ବଲାଙ୍ଗିର ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ପ୍ରତିବାଦ କରାଯାଇଛି । କୋଭିଡ୍‌ ପରିସ୍ଥିତିର ମୁକାବିଲାରେ
Read More...

ଚାଷୀ ପଞ୍ଜିକରଣ ପାଇଁ ସଚେତନତା ରଥ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୨୦୨୧-୨୨ ଖରିଫ୍ ଋତୁରେ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ଆରମ୍ଭ ହୋଇଯାଇଛି । ବରଗଡ଼ ଏବଂ ଅତାବିରା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପଞ୍ଜିକରଣ କରାଯାଉଅଛି । ଏହି ଅବସରରେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆଜି
Read More...

ଲୋୟର ସୁକତେଲ ପ୍ରସଙ୍ଗ : ପୁନଃର୍ବାସ, ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ ସହ ଆଲୋଚନା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ଘ.୫ ସମୟରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପୁନଃର୍ବାସ, ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର ଏବଂ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୁମାର ନାଗଭୂଷଣଙ୍କ ସହିତ ଲୋୟର ସୁକତେଲ ପୁନଃର୍ବାସ ଥଇଥାନରେ
Read More...

ବରିଷ୍ଠ କଂଗ୍ରେସ ନେତା ସୂର୍ଯ୍ୟଭାନୁ ମିଶ୍ରଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ କଂଗ୍ରେସ ନେତା ସୂର୍ଯ୍ୟଭାନୁ ମିଶ୍ରଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୋକସଭା ପାଳନ କରାଯାଇଛି । ସଭା ପ୍ରାରମ୍ଭରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ଏବଂ ବକ୍ତାମାନେ ସ୍ମୃତି ଚାରଣ
Read More...

ଭିଲେଜର୍ସ ଇଣ୍ଡିଆ ପାର୍ଟିର ସ୍ଥାପନା ଦିବସ ପାଳନ

ଓଡିଶାର ପେଣ୍ଡିଙ୍ଗ ପ୍ରକଳ୍ପର କାର୍ଯ୍ୟକ୍ଷମ ପାଇଁ ଓଡିଶା ଗାନ୍ଧୀ ପଦଯାତ୍ରା ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ପଞ୍ଚମ ସ୍ଥାପନା ଦିବସ ବଲାଙ୍ଗିରସ୍ଥିତ ଯାଦବ ଭବନରେ ପାଳନ କରାଯାଇଛି । ପାର୍ଟିର ଅଧ୍ୟକ୍ଷ ଡ. ବିପିନ କୁଶୁଲିଆଙ୍କ ସହ ଭିଆଇପି
Read More...