Daily Archives

ଅହେତୁକ ବିଦ୍ୟୁତ ଶୁକ୍ଲ ବୁଦ୍ଧି ବିରୁଦ୍ଧରେ ଗାଇସିଲାଟ ବିଜେପିର ପ୍ରତିବାଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ବିଜେପି ତରଫରୁ ଅହେତୁକ ବିଦ୍ୟୁତ ଶୁକ୍ଲ ବୁଦ୍ଧି, ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ ବିରୋଧରେ ଗାଇସିଲେଟ ବିଜେପି ତରଫରୁ ଗାଇସିଲାଟ ବିଦ୍ୟୁତ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ
Read More...

ବେଆଇନ ବାଲି ଚେରା ଚାଲାଣ : ଟ୍ରାକ୍ଟରରୁ ୧୦ହଜାର ଟଙ୍କା ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଦେଓଗାଁ ତହସିଲ ଅଧିନସ୍ଥ କୁତୁର୍ଲା ରାଜସ୍ୱ କାର୍ଯ୍ୟଳୟ ସମ୍ମୁଖରେ ବେଆଇନ ଭାବେ ବାଲି ଚାଳାଣ କରାଯାଉଥିବା ବେଳେ ଟ୍ରାକ୍ଟର ନଂ ଓଡି୦୩ଏ ୫୭୮୩ ଗାଡ଼ିକୁ ସୁପରଭାଇଜ / କୁତୁର୍ଲା ଆରଆଇ ଅଧିର ନାଏକ ଅଟକ ରଖି
Read More...

ବର୍ଦ୍ଧିତ ବିଜୁଳି ଦର ପ୍ରତିିବାଦରେ ବିଜେପିର କ୍ୟାଣ୍ଡାଲ ମାର୍ଚ୍ଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାମାଟିକୁ ଟାଟା ପାୱାର ପଶିଲା ଦିନଠୁଁ ବିଜୁଳି ଦର ବଢି ବଢି ଛାଲିଛି । ଅନ୍ୟପଟେ ବାରମ୍ବାର ଅଘୋଷୀତ ବିଜୁଳି କାଟ ଲୋକଙ୍କ ହୋଇରାଣ କରୁଛି । ବର୍ତ୍ତମାନ ସମୟକୁ ଲକ୍ଷ କଲେ ସରକାର ଅନଲାଇନ ମାଧ୍ୟରେ ପିଲାଙ୍କୁ ଶିକ୍ଷା ଦାନ କରୁଛନ୍ତି । ଆହୁରି କିଛି
Read More...

ପ୍ରକୃତିର ଉପାସକ ଗୋଁଣ୍ଡୱାନା ସମାଜର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଗୋଁଣ୍ଡ ମହାସଭାର ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବଘାପାଲି ସ୍ଥିତ ଷଡବଂଶୀୟ ଗୋଁଣ୍ଡ ସମାଜ ଦ୍ୱାରା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନହିରା ସର୍କଲ ଅନ୍ତର୍ଗତ ବଘାପାଲିର ବଡଦେଓ ପ୍ରକଳ୍ପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ଅନସନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଆଗାମୀ ୨୧ତାରିଖରେ ଗାଇସିଲେଟ ଥାନା ସମ୍ମୁଖରେ ହେବାକୁ ଥିବା ଆମରଣ ଅନଶନ ଏବଂ ଗଣଧାରଣା ପାଇଁ  ଓଡ଼ିଶା ଆଦିବାସୀ ଓବିସି ଦଳିତ ସେନା ଗାଇସିଲେଟ ଶାଖାର ପ୍ରସ୍ତୁତି ବୈଠକ ଅନୁଷ୍‌ଷ୍ଠିତ ହୋଇଯାଇଛି । ଏହି
Read More...

ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅନିୟମିତା ଅଭିଯୋଗ ଆଣି ବିଜେପିର ବିକ୍ଷୋଭ ପ୍ରଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେଡି ଶାସନର ଛତ୍ରଛାୟା ତଳେ ରହି ପଞ୍ଚାୟତ ସ୍ତରୀୟ ଶାସକ ପ୍ରଶାସନକୁ ହାତେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ହରିଲୁଟ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ଆଣି ଆଜି ଝାରବନ୍ଧ ବ୍ଲକ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ବିକ୍ଷୋଭ
Read More...

ବିଜେପି ଓ କଂଗ୍ରେସ ଦଳ ଛାଡ଼ି ୧୬୪ ଜଣ କର୍ମୀ ବିଜୁ ଜନତା ଦଳରେ ଯୋଗଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ, ଜନହିତକର ଯୋଜନାରେ ଅନୁପ୍ରାଣିତ ହୋଇ ଏବଂ ପାଟଣାଗଡ଼ ଯୁବ ଲୋକ ପ୍ରିୟ ବିଧାୟକ ସରୋଜ କୁମାର ମେହେରଙ୍କ ରାଜନୈତିକ କ୍ଷେତ୍ରରେ ସୁଦକ୍ଷ ଅନୁରାଗକୁ ନିଜେ ଉପଲବ୍ଧି କରି ଆଜି ପାଟଣାଗଡ଼ ବ୍ଳକ ମରୁଆ
Read More...

ଓଡ଼ିଶା ମୋ ପରିବାର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମରେ ଚଳିତ ମୌସୁମୀରେ ସାରା ରାଜ୍ୟରେ ମୋ ପରିବାର ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ବୃକ୍ଷ ରୋପଣ ଅଭିଯାନରେ ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳିସ୍ଥିତ ଆଗଲପୁର ବ୍ଳକ ଲୁହୁରାମୁଣ୍ଡା ଗ୍ରାମ
Read More...

ଧୁମାଭଟାରୁ କତରଲଗା ଗାଁକୁ ବ୍ରିଜ ନିର୍ମାଣ ଦାବୀରେ କୋଶଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଜଳ ସତ୍ୟାଗ୍ରହ

ବେଲପଡା, (କରୁଣାକର ବୁଡେକ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଧୁମାଭଟା ଗାଁରୁ ମୁରିବାହାଲ ବ୍ଲକର କତରଲଗା ଗାଁକୁ ସଂଯୋଗ କରୁଥିବା ଲାନ୍ଥ ନଦୀରେ ବ୍ରିିଜ ନିର୍ମାଣ ଦାବୀରେ ଶୁକ୍ରବାର କୋଶଲ ସମନ୍ୱୟ ସମିତିର କର୍ମକର୍ତ୍ତାଙ୍କ ସହ ଆଖପାଖ ଗାଁର ଶତାଧିକ ପୁରୁଷ ଓ ମହିଳା ମାନେ ନଦୀର ଜଳରେ
Read More...

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : ଜନସଂଖ୍ୟା ସମାଧାନ ଫାଉଣ୍ଡସନ ଓଡିଶା ପ୍ରଦେଶ, ବଲାଙ୍ଗିର ଜିଲ୍ଲା ଶାଖାର ସଭାପତି ଆଡଭୋକେଟ ଆଲୋକ ନାୟକ ସମେତ ଜିଲ୍ଲାର କାର୍ଯ୍ୟକର୍ତ୍ତା ଓ ଓଡ଼ିଶା ପ୍ରଦେଶର ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା ମାନେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ଦେଶର
Read More...