Daily Archives

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ : ୨୦ ହଜାର ଟଙ୍କା ଲୁଟ୍‌

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ଥାନା ଅଧିନସ୍ଥ ମାଧିଆପାଲି ଗାଁରେ ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ୨୦ ହଜାର ଟଙ୍କା ଲୁଟ୍‌ କରି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ବ୍ଲକର ଅଇଁଲାସାରି ଗାଁର ଶିକ୍ଷକ ଉକାଲୁ ସା ବଲାଙ୍ଗିରରେ ନିଜ କାମ
Read More...

ଅତାବିରା ପୋଲିସ ଦ୍ୱାରା ବ୍ରାଉନସୁଗାର ଜବତ : ୨ ଗିରଫ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର କରୁଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ । ଏଥିରେ ପୋଲିସ ବରଗଡ଼ ଅଞ୍ଚଳର ପ୍ରବଜିତ ସିଂ ଏବଂ ଦଶରଥ ବାରିକ ନାମକ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ତାଙ୍କ ଠାରୁ ୫.୮୫
Read More...

ନୂତନ ଘରୋଇ ବସଷ୍ଟାଣ୍ଡରୁ ପବିତ୍ର ବାହୁଡ଼ାରୁ ବସ୍ ଗଡିଲା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବହୁ ପ୍ରତୀକ୍ଷାର ଅନ୍ତଘଟି ଆଜି ବରଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ନବ ନିର୍ମିତ ଘରୋଇ ବସଷ୍ଟାଣ୍ଡରୁ ବସ୍ ଚଳାଚଳର ଶୁଭାରମ୍ଭ ହେଇଯାଛି। ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ମନୀଷା ବାନାର୍ଜୀ,
Read More...

ବରଗଡ଼ରେ ବିଜେଡିର ଧାରଣା ଓ ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଚାଷୀ କୂଳ ଦିନକୁ ଦିନ ହତାଶ ହେବାରେ ଲାଗିଲେଣି ।‌ ତାଙ୍କ ବିଭିନ୍ନ ସମୟରେ ବକେୟା ପାଉଣା କେନ୍ଦ୍ର ସରକାର ପ୍ରଦାନ କରୁନାହାନ୍ତି । ସେହିପରି ଜିଲ୍ଲାର ଏଫ୍‌ସିଆଇ ଗୋଦାମରେ ବଳକା ଚାଉଳ ମଧ୍ୟ ଉଠୁ ନାହିଁ । ଫଳରେ ତାହା ନଷ୍ଟ ହେଉଛି ।
Read More...

ତ୍ରିବେଣୀ ପତ୍ରିକାର ଶୁଭ ଉନ୍ମୋଚନ

ସମ୍ବଲପୁର, (କେପିଏନ୍‌ଏସ୍‌) : ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ଦଶମୀ ଯାତ୍ରା ଶୁଭ ଅବସରରେ ସମ୍ବଲପୁରରେ ଅବସ୍ଥାପିତ କବିତା ଝଙ୍କାର ସାହିତ୍ୟ ସଂସଦର ଇ-ପତ୍ରିକା ‘ତ୍ରିବେଣୀ’ ଶୁଭ ଉନ୍ମୋଚିତ ହୋଇଯାଇଛି । ସାହିତ୍ୟ ମଣିଷକୁ ସଂସ୍କୃତି ସଂପନ୍ନ କରେ । କବିତା ମଣିଷ ମନ ଓ ହୃଦୟର
Read More...

କ୍ୟାନ୍ସର ରୋଗୀଙ୍କୁ କେମୋ ଯୋଗାଇଦେଲେ ବରଗଡ଼ ବିଧାୟକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ଖେଦାପାଲି ଗ୍ରାମର କ୍ୟାନ୍ସର ପିଡିତ ତୁଳାଧର ପଧାନ ଦୀର୍ଘ ଦିନ ହେଲା କେମୋ ନ ପାଇବାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ଯାଇଥିବା ବେଳେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟୋକ ନଥିବା କହି ବାରମ୍ବାର ତାଙ୍କୁ ଫେରାଇ
Read More...

ଆସନ୍ତା କାଲି ସକାଳ ୭ଟାରୁ ପୂର୍ବାହ୍ନ ସାଢେ଼ ୯ଟା ଯାଏଁ ବଲାଙ୍ଗିର ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ସକାଳ ୭ଟାରୁ ପୂର୍ବାହ୍ନ ସାଢେ଼ ୯ଟା ପର୍ଯ୍ୟନ୍ତ ବଲାଙ୍ଗିର ସହର ଏବଂ ଆଖପାଖ ଗ୍ରାମାଂଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସୋଇଆଲ ମିଡ଼ିଆ ମାଧ୍ୟମରେ ସୂଚନା ଦିଆଯାଇଛି । ଲାଲ୍‌ଟିକ୍ରା ଗ୍ରୀଡ୍‌ରେ ମରାମତି କାର୍ଯ୍ୟ ଯୋଗୁଁ ସଂପୃକ୍ତ
Read More...

କଟକଣା ଯୋଗୁଁ ବିଧି ରକ୍ଷା ସହ ଘରକୁ ବହୁଡ଼ିଲେ ତିନି ଦିଅଁ

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା କଟକଣା ଯୋଗୁଁ ମଙ୍ଗଳବାର ଦିନ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଦେଓଗାଁ ବ୍ଲକ ବିଭିନ୍ନ ଗାଁରେ ରଥଯାତ୍ରା ଭଳି ରଥଟଣା ବନ୍ଦ ରହିଥିଲା । କେବଳ ମନ୍ଦିର ଭିତରେ ପୂଜାର୍ଚ୍ଚନା କରି ପାଳନ କରାଯାଇଥିବା ଦେଖିବାକୁ ମିଲିଛି । ଦେଓଗାଁ ବ୍ଲକ କଛାରପାଲି ସହ
Read More...

ଉଦୟନାଥ ଫର୍ନିଚର୍‌ର ୨ୟ ପର୍ଯ୍ୟାୟର ପ୍ରଥମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର କପସିଲା ରୋଡ ସ୍ଥିତ ଉଦୟନାଥ ଫର୍ନିଚର୍ ତରଫରୁ ଆରମ୍ଭ ହୋଇଥିବା ୨ୟ ପର୍ଯ୍ୟାୟ ମାସିକ କିସ୍ତି ଯୋଜନାର ପ୍ରଥମ ଲକି ଡ୍ର ଆଜି ସନ୍ଧ୍ୟାରେ ଉଠାଣ ହୋଇଛି । ଏହାର ବିଜେତା ହେଉଛନ୍ତି ନୂଆପଡ଼ା ନିବାସୀ ଅଙ୍କିତ ଭୋଇ । ଏହି ଉଠାଣ
Read More...

ହରଗୌରୀ ମନ୍ଦିର ‌ଦର୍ଶନ କଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଶିବତଳା, ଲୁଚକିବନ୍ଧ, ରଘୁମଣିପାଲି ମଧ୍ୟସ୍ଥ ଏକ ପାହାଡ଼ ଉପରେ ପ୍ରସିଦ୍ଧ ହରଗୈାରୀ ମନ୍ଦିର ଅବସ୍ଥିତ । ମନ୍ଦିର ଚତୁଃପାର୍ଶ୍ଵ ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରପୂର । ଏହି ମନ୍ଦିରକୁ ଜିଲ୍ଲା ତଥା ଜିଲ୍ଲା
Read More...