pakka

ବରଗଡ଼ରେ ବିଜେଡିର ଧାରଣା ଓ ଦାବୀପତ୍ର ପ୍ରଦାନ

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଚାଷୀ କୂଳ ଦିନକୁ ଦିନ ହତାଶ ହେବାରେ ଲାଗିଲେଣି ।‌ ତାଙ୍କ ବିଭିନ୍ନ ସମୟରେ ବକେୟା ପାଉଣା କେନ୍ଦ୍ର ସରକାର ପ୍ରଦାନ କରୁନାହାନ୍ତି । ସେହିପରି ଜିଲ୍ଲାର ଏଫ୍‌ସିଆଇ ଗୋଦାମରେ ବଳକା ଚାଉଳ ମଧ୍ୟ ଉଠୁ ନାହିଁ । ଫଳରେ ତାହା ନଷ୍ଟ ହେଉଛି । ଉକ୍ତ ଚାଉଳକୁ ଉଠାଇବା ସହ ଚାଷୀଙ୍କ ସହ ପ୍ରତାରଣା ବନ୍ଦ କରିବା ଦାବୀରେ ଆଜି ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ପୃଥକ୍ ଭାବେ ଏଫ୍‌ସିଆଇ ସମ୍ମୁଖରେ ଧାରଣା ଦେଇଥିଲେ । ପରେ ଦାବିୀପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

18 + 13 =

error: Content is protected !!