pakka

ଅତାବିରା ପୋଲିସ ଦ୍ୱାରା ବ୍ରାଉନସୁଗାର ଜବତ : ୨ ଗିରଫ

kalikesh

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର କରୁଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ । ଏଥିରେ ପୋଲିସ ବରଗଡ଼ ଅଞ୍ଚଳର ପ୍ରବଜିତ ସିଂ ଏବଂ ଦଶରଥ ବାରିକ ନାମକ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ତାଙ୍କ ଠାରୁ ୫.୮୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ସେମାନେ ବ୍ୟବହାର କରିଥିବା ହୀରୋ ସ୍ପେଲଣ୍ଡର ମୋଟର ସାଇକେଲ ମଧ୍ୟ ଜବତ କରିଛନ୍ତି ।

pp
Leave A Reply

Your email address will not be published.

nineteen − 8 =