Daily Archives

ଡେଲାଙ୍ଗ ବ୍ଲକର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କଲେ ପ୍ରକଳ୍ପ ନିର୍ଦ୍ଦେଶକ : ସଠିକ୍‌ କାର୍ଯ୍ୟ ନହେଲେ ବିଲ ପାସକୁ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ନିର୍ମାଣଧିନ ଉନ୍ନୟନ ପ୍ରକଳ୍ପ ଗୁଡିକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଜୋତିଶଙ୍କର ମହାପାତ୍ର ଘଟଣାସ୍ଥଳରେ ପହଂଚି ତଦାରଖ କରିଛନ୍ତି । ପ୍ରଥମେ ଜେନାପୁର ପଂଚାୟତ ଅର୍ନ୍ତଗତ ପୋଷଲ ଅଙ୍ଗନୱାଡି ଗୃହ, ଗୁଆଳିପଡା ପଂଚାୟତର ହୁମର
Read More...

ମର୍ମନ୍ତୁଦ ଦୁର୍ଘଟଣା : ଯୁବକଙ୍କ କ୍ଷତ ବିକ୍ଷତ ଶବ ଉଦ୍ଧାର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଥାନ ଅନ୍ତର୍ଗତ କୁରୁଆ ଗ୍ରାମ ନିକଟସ୍ଥ ଏକ ବ୍ରିଜ ଉପରେ ଜନୈକ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହକୁ ପୋଲିସ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକର ପରିଚୟ ମିଳି ନଥିବା ବେଳେ ପାଖରେ ପଡିଥିବା ଏକ ମୋଟର ସାଇକେଲରୁ ତଦନ୍ତ କରି ଏହା
Read More...

ଲୋକ ଉନ୍ନତି ସଂଗଠନର ସ୍ୱେଚ୍ଛାସେବୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ବ୍ଲକ ବିଡିଘାଟ ପଞ୍ଚାୟତର ଜନକପୁର ଗ୍ରାମର କ୍ଲବ ଗୃହଠାରେ ଲୋକ ଉନ୍ନତି ସଂଗଠନର ସ୍ୱେଚ୍ଛାସେବୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୋ ଚାଟଶାଳୀରେ ଶିକ୍ଷାଦାନ କରୁଥିବା ସ୍ୱେଚ୍ଛାସେବୀ ଭାଇଭଉଣୀ
Read More...

ନରସିଂହଙ୍କ ଚୁଡାପାଲି ଗସ୍ତ : ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁକତେଲ ପ୍ରକଳ୍ପକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ଘ.୫ ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଚୁଡାପାଲି ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ସେଠାକାର ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ଆଲୋଚନା କରିଛନ୍ତି । ବିଶେଷ କରି ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ବ୍ୟବସ୍ଥାକୁ ନେଇ
Read More...

ମୁରସିଂ ଗାଁକୁ ସମ୍ପୂର୍ଣ୍ଣ ଜଳ ଯୋଗାଣ ପାଇଁ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଳ୍ଲା ପରିଷଦ ସଭ୍ୟ ତଥା ଦେଓଗାଁ ବ୍ଳକ ୧୨ ନମ୍ବର ଜୋନର ସଭ୍ୟ ସୁଶୀଲ ଚାନ୍ଦ ଗତ ୨୦ ତାରିଖ ଦିନ ବଲାଙ୍ଗିର ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆରଡବ୍ୟୁଏସଏସଙ୍କୁ କେନ୍ଦ୍ର ସରକାରଙ୍କ ୧୫ ଆର୍ଥିକ କମିଶନ (ଟାଏଡ ଗ୍ରାଣ୍ଡ) ୨୦୨୦/୨୧
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ସ୍ୱୀକୃତି ପାଇଁ ସୁପାରିଶ କରନ୍ତୁ ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର କଲେଜକୁ ଗତ ୨୦୨୦ ଜୁନ ମାସରେ ରାଜ୍ୟସରକାର ବିଶ୍ୱବିଦ୍ୟାଳୟ ଘୋଷଣା କଲେ । କିନ୍ତୁ ଘୋଷଣାର ବର୍ଷେ ପରେ ମଧ୍ୟ କେନ୍ଦ୍ରୀୟ ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି) ମାନ୍ୟତାକୁ ପ୍ରତ୍ୟାଖ୍ୟାନ କରିଛି
Read More...

ସଇଁନ୍ତଲା ବନାଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବନାଞ୍ଚଳ ଅଧିନସ୍ଥ ସ୍ଥାନିୟ ଧାନବିଲ ଠାରେ ସଇଁନ୍ତଲା ବନ ବିଭାଗ ପକ୍ଷରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ସୂଚନା ଯୋଗ୍ୟ ଯେ, ନବୀନଛକ ନିକଟରେ କିଛି ଯୁବକ ଧାନବିଲରେ ଏକ ବଜ୍ରକାପ୍ତା ଗାତ ଭିତରୁ ବାହାରି ବୁଲୁଥିବାର
Read More...

ଡାଙ୍ଗବାହାଲ ମଣ୍ଡଳ ସ୍ତରୀୟ ବିଜେପିର କାର୍ଯ୍ୟକାରିଣୀ ବୈଠକ : ବୁଥ ସ୍ତରୀୟ ଦଳୀୟ ସଂଗଠନ ମଜବୁତ କରିବା ନିଷ୍ପତ୍ତି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଡାଙ୍ଗବାହାଲ ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଗଣ୍ଡାମେଲଛକସ୍ଥିତ ହନୁମାନ ମନ୍ଦିର ପରିସରରେ ଡାଙ୍ଗବାହାଲ ମଣ୍ଡଳ ସଭାପତି ବଲ୍ଲଭ ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଜେପି ଜିଲ୍ଲା ସଭାପତି ତଥା
Read More...

୫ଟି ଭାରତୀୟ ଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ାଯିବ, ପିଏମ ମୋଦୀ ଦେଲେ ସୂଚନା

ନୂଆଦିଲ୍ଲୀ : ଦେଶରେ ଇଞ୍ଜିନିୟରିଂ ପାଠ ବର୍ତ୍ତମାନ ପାଂଚଟି ଭାରତୀୟ ଭାଷାରେ ପଢ଼ାଯିବ । ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ନୂତନ ଶିକ୍ଷା ନୀତିର ଏକ ବର୍ଷର କାର୍ୟ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଦେଶର ୮ଟି ରାଜ୍ୟର
Read More...

ଆଜି ବଲାଙ୍ଗିର ଜିଳ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଳ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ରହିଥିବା ସରକାରୀ ସୂତ୍ରରେ ଜଣାପଡିଛି । ଆଗଲପୁର ବ୍ଲକ କୁଟାସିଂଘା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ବ୍ଲକ ସିକାଛିଡା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୫ରୁ ଜଣେ, ଦେଓଗାଁ ବ୍ଲକ
Read More...