Daily Archives

ମା’ ପାର୍ବତୀ ନୋଡାଲ ମହିଳା ଏସ୍‌ଏଚ୍‌ଜି ଗୃପର ପ୍ରାୟ ଏକ ହଜାର ସଭ୍ୟାଙ୍କୁ ଟାଟା ପାୱାର କମ୍ପାନୀର ବହିଷ୍କାର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟର ମିଶନ ଶକ୍ତି ମାଧ୍ୟମରେ ଏସ୍‌ଏଚ୍‌ଜି ଗୃପର ମହିଳା ମାନଙ୍କୁ ନେଇ ଗଠିତ ହୋଇଛି ଜୀବିକା ମିଶନ । ତେବେ ସାଉଥ- କୋ'ରେ ନିୟୋଜିତ ମା' ପାର୍ବତୀ ନୋଡାଲ ମହିଳା ଏସ୍‌ଏଚ୍‌ଜି ଗୃପର ପ୍ରାୟ ଏକ ହଜାର ମହିଳା ଏସ୍‌ଏଚ୍‌ଜି ସଭ୍ୟାଙ୍କୁ ଟାଟା ପାୱାର
Read More...

ରଂଗୀନ୍‌ ହେଉଛି ବସ୍‌ ଷ୍ଟାଣ୍ଡ : ଆସନ୍ତା କାଲିରୁ ଏଇଠୁ ଗଡ଼ିବ ବସ୍‌

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ନୂତନ ବସଷ୍ଟାଣ୍ଡରୁ ବସ୍ ଚଳାଚଳ ଆରମ୍ଭ ହେବ । ଏଥିପାଇଁ ବସଷ୍ଟାଣ୍ଡକୁ ରଙ୍ଗ ତୂଳୀରେ ସଜ୍ଜିତ କରାଗଲିଣି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ଅଢେ଼ଇ ବର୍ଷ ହେବ ଉକ୍ତ ବସଷ୍ଟାଣ୍ଡ ଉଦ୍‌ଘାଟିତ ହୋଇ ପଡି ରହିଥିଲା । ନୂତନ ଜିଲ୍ଲାପାଳ ଏହାକୁ ଆରମ୍ଭ
Read More...

ରାମାସ୍ୱାମୀ ମନ୍ଦିର ପୁନଃ ନିର୍ମଣ ପାଇଁ ଭିତ୍ତିପ୍ରସ୍ତର ଦେଲେ ବିଧାୟକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡାସ୍ଥିତ ରାମାସ୍ୱାମୀ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଧାୟକ ଶ୍ରୀ ମିଶ୍ର ଆଜି ସକାଳୁ ଏହି କାର୍ଯ୍ୟକ୍ରମରେ ବିଧାୟକ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ
Read More...

ମହାନଗରରେ ବିଦ୍ୟୁତ ସମସ୍ୟା ଜଟିଳ, ଜନସାଧାରଣରେ ଅସନ୍ତୋଷ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆକାଶ ଛୁଆଁ ବିଦ୍ୟୁତ ଦର ବର୍ତ୍ତମାନ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଆଉ ବିଦ୍ୟୁତ ଦର ବୃଦ୍ଧି ଲାଗି ଗ୍ରାହକମାନେ ହନ୍ତସନ୍ତ ହେଉଛନ୍ତି । ବିଦ୍ୟୁତ ଦର ବୃଦ୍ଧି ଲାଗି ଗ୍ରାହକମାନେ ଅଭିଯୋଗ କରନ୍ତି । ସେହି ସମୟରେ ବିଦ୍ୟୁତ
Read More...

ଓୟୁଡବ୍ଲୁଜେ ତରଫରୁ ନୂତନ ଭାବେ ଯୋଗଦାନ କରିଥିବା ବରଗଡ଼ ଏସପିଙ୍କୁ ସାକ୍ଷାତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡର ନୂତନ ଏସପି ଭାବେ ଯୋଗଦାନ କରିଥିବା ରାହୁଲ୍ ଜେନ(ଆଇପିଏସ)ଙ୍କୁ ଆଜି ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ଼ ଜିଲ୍ଲା ଶାଖା ତରଫରୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ସମସ୍ୟା ସଂପର୍କରେ ଆଲୋଚନା
Read More...

କନ୍ଧମାଳ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ କ୍ୟାଣ୍ଡଲ ଶୋଭାଯାତ୍ରା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଅଘୋଷିତ ବିଦ୍ୟୁତକାଟ, ବିଦ୍ୟୁତ ଶୁଳ୍କ ବୄଦ୍ଧି ଓ ଲୋ ଭୋଲ୍‌ଟେଜର ପ୍ରତିବାଦ କରି ଫୁଲବାଣୀ ସହରର ମାଦିକୁନ୍ଦାଛକ ଠାରୁ ଇଲେକ୍ଟ୍ରି ଅପିସ୍‌ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ
Read More...

ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଜେଡି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ଓ ଗୋଟିଏ ଏନଏସିର ନୂତନ ଭାବେ ନିଯୁକ୍ତି ପାଇଥିବା ସଭାପତି ମାନଙ୍କୁ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ସଲୁଗା ପ୍ରଧାନ ଫୁଲ ତୋଡା ଦେଇ
Read More...

ପୁଇଁନ୍ତଲା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଭର୍ଚୁଆଲ ମୋଡରେ ବ୍ଲକ ଶିକ୍ଷା ଅଧିକାରୀ ପୁଇଁନ୍ତଲାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କ୍ଲଷ୍ଟରରୁ ଅନ୍‌ଲାଇନ୍‌ ମାଧ୍ୟମରେ ବିଜ୍ଞାନ ପ୍ରକଳ୍ପମାନ ସଂଗୃହୀତ ହୋଇ ବ୍ଲକରେ ପ୍ରଦର୍ଶିତ ହୋଇଥିଲା ।
Read More...

ଆକ୍ସନ ଏଡ଼ ତରଫରୁ ୪ଗୋଟି ଅମ୍ଳଜାନ ସାନ୍ଧ୍ରକ ପ୍ରଦାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କରୋନା ମହାମାରୀର ତୃତୀୟ ଲହରକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାର ସହ ଜିଲ୍ଳା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ସହିତ ପ୍ରସ୍ତୁତି ଚାଲିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଆକ୍ସନ ଏଡ଼ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱତଃ ଏହି ମାନବୀୟ ମହତ
Read More...

ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ହେଲେ ଦେଓଗାଁ ବିଜେପିର ଯୁବ ନେତା ଭୋଳା ସାହୁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବିଜେପିର ଯୁବ ନେତା ଭୋଲାନାଥ ସାହୁଙ୍କୁ ବଲାଙ୍ଗିର ଜିଲ୍ଲା ବିଜେପି ଜନ ମୋର୍ଚ୍ଚାର ଉପସଭାପତି ଭାବେ ମନୋନୟନ କରାଯାଇଛି । ଶ୍ରୀ ସାହୁଙ୍କୁ ଏହି ଦାୟିତ୍ୱ ମିଳିବା ପରେ ଦେଓଗାଁ ବ୍ଲକରେ ଯୁବ ସଂଗଠନ ଅଧିକ ମଜବୁତ୍ ହେବା ନେଇ ଅଞ୍ଚଳରେ ଆଲୋଚନା
Read More...