Daily Archives

ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୋକ ପ୍ରକାଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ସାଂସଦ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ମିଶ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି, ୧୯୮୦-୧୯୮୯ ଦୁଇ ଥର ବଲାଙ୍ଗିରର ସାଂସଦ ଭାବେ
Read More...

ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ର ଚାଲିଗଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ସାଂସଦ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହେଉଥିଲା । ୧୯୨୮ ମସିହାରେ ଜନ୍ମ ଗ୍ରହଣ କରିଥିବା ନିତ୍ୟାନନ୍ଦ ଦୁଇ ଥର ବଲାଙ୍ଗିରର ସାଂସଦ ଭାବେ
Read More...

ଦୁଇ ଡକାୟତକୁ ଧରି ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ : ଜବତ ହେଲା ବନ୍ଧୁକ, ଗୁଳି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅର୍ନ୍ତଗତ ମଦନପୁର ଗାଁର ଗ୍ରାମବାସୀ ଦୁଇ ଜଣ ଡକାୟତକୁ ଧରି ଉତ୍ତମ ମଧ୍ୟମ ଦେଇ ଦୌଡିରେ ବାନ୍ଧି ଥାନାରେ ଜିମା ଦେଇଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ ଓ ଦୁଇଟି ଅଫୁଟା ଗୁଳି ସହ ବ୍ୟବହାର କରିଥିବା ବାଇକକୁ ଜବତ
Read More...

ଗାଁ ସାଥୀଙ୍କ ଦୁର୍ନୀତି ବିରୁଦ୍ଧରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରିଲେ ଶ୍ରମିକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା କାଳରେ ସରକାର ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି ଯୋଗାଉଛନ୍ତି । କିନ୍ତୁ ମନରେଗା କାର୍ଯ୍ୟରେ ଦୁର୍ନୀତି କରି ଶ୍ରମିକମାନଙ୍କ ଅର୍ଥ ଖାଇଯାଇଥିବା ଅଭିଯୋଗରେ ବେଲପଡା ବ୍ଲକ ଅନ୍ତର୍ଗତ ଖଲଖଲି ଗ୍ରାମର ଶ୍ରମିକମାନେ ଆଜି ସ୍ଥାନୀୟ ପ୍ରକଳ୍ପ
Read More...

ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ବେହେରା ପାଲିଠାରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଅଧିକାରୀ, ବଲାଙ୍ଗିର ବିଜୟ କୁମାର ଶତପଥି ଏହି କାର୍ଯ୍ୟକ୍ରମ ଆୟୋଜନ
Read More...

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୁର୍ନୀତି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଶ୍ରମିକ ଦିନ ମଜୁରିଆ ମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ମାନ କରୁଛନ୍ତି । ହେଲେ ଏହି ଯୋଜନା ମାନଙ୍କର ସୁଲାଭ ପାଇ ପାରୁନାହାନ୍ତି ହୀତାଧିକାରୀ ଗ୍ରାଉଣ୍ଡ ୦ରେ ଫେଲ୍‌ ମାରୁଛି ସବୁ ଯୋଜନା । କରୋନା ମହାମାରୀ ସମୟରେ
Read More...

ଜରାସିଂହା ହାଇସ୍କୁଲକୁ ବିଧାୟକଙ୍କ ପରିଦର୍ଶନ : ଖେଳପଡ଼ିଆର ରକ୍ଷଣାବେକ୍ଷଣ ପାଇଁ କଲେ ପରାମର୍ଶ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୨ଟା ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଳକର ସର୍ବପୁରାତନ ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ଶିକ୍ଷକ ଓ ଅବିଭାବକମାନଙ୍କ ସହ ସ୍କୁଲ ବିଷୟରେ ଆଲୋଚନା କରିଥିଲେ । ଆବଶ୍ୟକତା ଠାରୁ ଶ୍ରେଣୀ କୋଠରୀ କମ, ଭଙ୍ଗା ଶ୍ରେଣୀ
Read More...

ନାଇକେନଶିରାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ଅନ୍ତର୍ଗତ ନାଇକେନଶିରା ଗାଁର ଠାକୁରଦେଓ ସଂଘ ପକ୍ଷରୁ ଗାଁର ଶିବ ମନ୍ଦିର, ମେହେରପଡ଼ା, କଲ୍ୟାଣ ମଣ୍ଡପ ସହ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ
Read More...

ବଲାଙ୍ଗିର ପଶ୍ଟିମ ଓଡ଼ିଶା ଯୁବାମଞ୍ଚ ଗର୍ଜିଲା : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବଣ୍ଟନରେ ପଶ୍ଚିମ ଓଡ଼ିଶାକୁ ଅବହେଳା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପଶ୍ଟିମ ଓଡ଼ିଶା ଯୁବାମଞ୍ଚ ଗର୍ଜିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବଣ୍ଟନରେ ପଶ୍ଚିମ ଓଡ଼ିଶାକୁ ଅବହେଳା ପ୍ରତିବାଦରେ ପଦଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ଅବସରରେ ଏକ ବିଶାଳ ପଦଯାତ୍ରା ପୂର୍ବାହ୍ନ ସାଢେ଼ ୧୦ଟାରେ ଟାଉନ ହଲ୍
Read More...

ଅଣ୍ଟା ଭାଙ୍ଗିଥିବା ବାଳକଙ୍କୁ ସହାୟତା କଲେ ଦୀପା ବାରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସମୟରେ ଅନେକ ଲୋକେ ସଚେତନତା ଅଭାବରୁ ସରକାରୀ ଯୋଜନା ଗୁଡ଼ିକର ଲାଭ ପାଇପାରୁ ନାହାନ୍ତି ତାଙ୍କୁ ଉଚିତ ମାର୍ଗଦର୍ଶନ ତଥା ତାଙ୍କ ପ୍ରତି ସମାନୁଭୁତି ପ୍ରଦର୍ଶନ କରିବା ଦ୍ୱାରା ସେମାନେ ସରକାରଙ୍କ ମହତ ଯୋଜନା ଗୁଡିକର ଲାଭ ଉଠାଇ ପାରିବେ । ଏଭଳି
Read More...