Daily Archives

ପୋଖରୀ ଘାଇ ମରାମତି ପାଇଁ ପୌର କାର୍ଯ୍ୟାଳୟ ଘେରିଲେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳର ୧୭ନଂ ୱାର୍ଡର ମହିଳାମାନେ ଆଜି ପୌର କାର୍ଯ୍ୟାଳୟ ଘେରିଛନ୍ତି । ୨୦୧୯ ବନ୍ୟାରେ ପଡାରେ ଥିବା ପୋଖରୀରେ ୩ଟି ଘାଇ ହୋଇ ଆଡି ଭାଙ୍ଗିଯାଇଥିଲା । ହେଲେ ୨ବର୍ଷ ବିତିଥିଲେ ମଧ୍ୟ ଏହି ଘାଇ ମରାମତି କରାଯାଉ ନାହିଁ । ଫଳରେ ପୋଖରୀରେ ପାଣି
Read More...

ଅଟୋ ଓଲଟି ଡ୍ରାଇଭର ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ବିଷ୍ଣୁମୁଣ୍ଡା ଗ୍ରାମ ପାଖରେ ଏକ ଅଟୋ ଓଲଟି ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର-ମହିମୁଣ୍ଡା ରାସ୍ତାର ବିଷ୍ଣୁମୁଣ୍ଡା ପାଖରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଅଟୋ ଓଲଟି ପଡ଼ିଥିବା
Read More...

ହରିଶଙ୍କର ବନାଞ୍ଚଳ ପକ୍ଷରୁ ୭୨ ତମ ବନ ମହୋତ୍ସବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ହରିଶଙ୍କର ବନାଞ୍ଚଳ ପକ୍ଷରୁ ୭୨ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଖପ୍ରାଖୋଲ ରେଞ୍ଜର ଶ୍ରୀବତ୍ସ କୁମୁରା ମୂଖ୍ୟ ଅତିଥି, ଫରେଷ୍ଟର ଡୀଲେଶ୍ଵର ହୋତା, ହରିଶଙ୍କର ଫରେଷ୍ଟର ପ୍ରିୟବ୍ରତ ମହାକୁର,
Read More...

ଅଜଣା ଗାଡି ଧକ୍କାରେ ବାଇକ ଦୁର୍ଘଟଣା ଘଟି ଦୁଇ ମୃତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମହାସିଙ୍ଗି ୫୯ ନମ୍ବର ଜାତୀୟ ରାଜପଥ ଧୂଙ୍ଗିଆ ଦେଇ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ଅଜଣା ଗାଡି ଧକ୍କାରେ ବାଇକ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ କ.ନୁଆଗାଁ ଥାନା
Read More...

ଡାଲଖାଇ କଳାକାରମାନଙ୍କୁ ଅଟଳ ସହାୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ଼ ଗ୍ରାମର ଡାଲଖାଇ ଲୋକନୃତ୍ୟ କଳାକାରମାନଙ୍କୁ ବେଙ୍ଗାଳୁରୁର ଜୁହାର୍ ପରିବାର ତରଫରୁ ସହାୟତା ଦିଆଯାଇଛି । ମହାନ୍ ନାଟ୍ୟକାର, ଅଭିନେତା ସ୍ୱର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତି
Read More...

ଆକ୍ସନ ମୁଡରେ ବେଲପଡା ପୁଲିସ : ବ୍ୟାପୁଛି ନିଶା କାରବାର, ୨୦୦ ବୋତଲ କଫ ସିରଫ ଜବତ, ୧ କୋର୍ଟ ଚାଲାଣ

ବେଲପଡା, (କରୁଣାକର ବୁଡେକ) : ବେଲପଡା ବ୍ଲକରେ ଦିନକୁ ଦିନ ନିଶାକାରବାର ବୃଦ୍ଧି ପାଉଛି । ଗାଁ ଠୁ ସହର ସବୁ ଗଳିକନ୍ଧିରେ ନିଶା ମାଫିଆଙ୍କ ରାଜ ଚାଳିଛି । ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ମାଫିଆ ମାନେ ଖୋଲାଖୋଲି ଭାବେ ନିଜ କାରବାର ଚଲାଇଛନ୍ତି । ଅଚଂଳରେ କିଛି ଦିନର ନୀରବତା ପରେ ପୁଣି
Read More...

ରାଜ୍ୟସଭା ସାଂସଦ ସୁବାସ ସିଂଙ୍କ ବଲାଙ୍ଗିର ଗସ୍ତ : ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟସଭା ସାଂସଦ ସୁବାସ ସିଂ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ
Read More...

ବାଇକ୍‌ ଚୋର ଗିରଫ୍‌ : ୯ ଚୋରି ମୋଟର ସାଇକେଲ ଜବତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନା ପକ୍ଷରୁ ଆଜି ଜଣେ ବାଇକ୍‌ ଚୋରକୁ ଗିରଫ୍‌ କରାଯାଇଥିବା ବେଳେ ତା’ଠାରୁ ୯ଟି ଚୋରି ମୋଟର ସାଇକେଲ ଜବତ ହୋଇଥିବା ଏସ୍‌ଡିପିଓ ତୋଫାନ ବାଗ ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ପୁଇଁନ୍ତଲା ଥାନା ଅନ୍ତର୍ଗତ କୁରୁଲ
Read More...

ଉତ୍ପାଦନକାରୀ କମ୍ପାନୀ ଏବଂ ଗ୍ରାମୀଣ ଜୀବିକା ମିଶନର ବାର୍ଷିକ ଯୋଜନା ବୈଠକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ମୁଖ୍ୟତଃ କୃଷି, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଓ ହସ୍ତତନ୍ତକୁ ଜୀବନ ଜୀବିକା ଭାବେ ଗ୍ରହଣ କରି ଚଳୁଛନ୍ତି । ତାଙ୍କ ଏହି ଜୀବିକା କିପରି ଭାବେ ପରବର୍ତ୍ତୀ ସୋପାନକୁ ନେଇ ଉତ୍ପାଦନକାରୀ ମାନଙ୍କୁ ଦୀର୍ଘ ସ୍ଥାୟୀ ଜୀବିକା ଦିଆଯାଇ ପାରିବ
Read More...

ସମାଜସେବୀ ବଢାଇଲେ ସହଯୋଗର ହାତ : ଚିକିତ୍ସିତ ହୋଇ ଘରକୁ ଫେରିଲେ ଲଳିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ବଙ୍ଗୋମୁଣ୍ଡାବାହାଲ୍ ଗାଁର ଅକୁର ସୁନାଙ୍କ ଝିଅ ଲଳିତା ସୁନା(୨୦)କୁ ପ୍ରକାଶ ବେହେରା ମରଣାତ୍ମକ ଆକ୍ରମଣ କରିଥିଲା । ପୀଡିତାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଖବର ପାଇ
Read More...