Daily Archives

ସଇଁନ୍ତଲାରେ କୋଭିଡ଼ ଟୀକା ନେବା ପାଇଁ ଆଧାର କାର୍ଡରେ ଲମ୍ବା ଲାଇନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ଦୃଷ୍ଟି ଆଗରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଟୀକାକରଣ କରାଯାଉଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ କୋଭିଡ଼ ଟୀକା ନେବା ପାଇଁ ଲୋକଙ୍କ ମନରେ ଅନେକ ଉତ୍ସ।ହ ରହିଥିବା ନଜିରକୁ ଆସୁଛି । ତେବେ ବ୍ଳକର ସ୍ୱାସ୍ଥ୍ୟ
Read More...

ଆସନ୍ତା କାଲି ବରଗଡ଼ ଜିଲ୍ଲା ବନ୍ଦ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଓଡ଼ିଶା ମୋଟର ଚାଳକ ସଂଘ ବରଗଡ଼ ଜିଲ୍ଲା କମିଟି ପକ୍ଷରୁ ୧୦ ଦଫା ଦାବୀରେ ବରଗଡ଼ ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବାକୁ ଆହ୍ବାନ ଦେଇଛନ୍ତି । ୧୦ ଦଫା ଦାବୀ ମଧ୍ୟରେ ଚାଳକ ମାନଙ୍କ
Read More...

ପଦ୍ମପୁର ଟାଉନ କ୍ଲବ ଆନୁକୂଲ୍ୟରେ କାର୍ଗିଲ ବିଜୟ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ୨୬ ଜୁଲାଇ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ଆନୁକୂଲ୍ୟରେ ଅମର ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ କ୍ୟାଣ୍ଡେଲ ପ୍ରଜ୍ଵଳିତ କରି ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ସହ ପଦ୍ମପୁର ସୈନିକ କଲ୍ୟାଣ ସଙ୍ଘର ସଦସ୍ୟ
Read More...

ବାଇକ୍‌ ଅଟକାଇ ମୋବାଇଲ, ଏୟାର ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କିଛି ଦିନ ହେବ ଭଟିଲି ଉଦେପାଲି ଗାଁର ଆଶିଷ କୁମାର ଭୋଇ ସହକାରୀ ରାଜସ୍ୱ ନିରୀକ୍ଷକ ଭାବରେ ଗାଇସିଲେଟ ତହସିଲ କାର୍ୟ୍ୟାଳୟରେ ଯୋଗ ଦେଇଛନ୍ତି । ସିଏ ଆଜି ସକାଳେ ନିଜ ଗାଁ ଉଦେପାଲିରୁ ବାହାରି ନିଜ କର୍ମଭୂମି ଗାଇସିଲେଟକୁ ବାଇକ୍‌ ଯୋଗେ ଯାଉଥିବା ବେଳେ
Read More...

ଲୋଇସିଂହାରେ ପହଂଚିଲା କୋଶଳ ସ୍ୱାଭିମାନ ପଦଯାତ୍ରା

ଲୋଇସିଂହା, (କେପିଏନ୍‌ଏସ୍‌) : କୋଶଳ ସ୍ୱାଭିମାନ ପଦଯାତ୍ରା ସୋମବାର ସନ୍ଧ୍ୟାରେ ଲୋଇସିଂହାରେ ପହଞ୍ଚିଛି । କଲେଜଛକସ୍ଥିତ ଆଦିବାସୀ କଲ୍ୟାଣ ସଂଘାଂରେ ପଦଯାତ୍ରା ପହଂଚିବା ପରେ ଲୋଇସିଂହା ଆଦିବାସୀ କଲ୍ୟାଣ ସଂଙ୍ଘ ସମେତ ଭୀମ ଆର୍ମି ଓ ବିଭିନ୍ନ ସଂଗଠନ ତଥା ସ୍ଥାନୀୟ ରାଜନୈତିକ ଦଳ ଓ
Read More...

ନୂତନ ଅଙ୍ଗନୱାଡି ଗୃହ ଉଦଘାଟିତ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲମୁଣ୍ଡା ବ୍ଲକ ରିଞ୍ଜ। ପଞ୍ଚାୟତ ରେଙ୍ଗାଲି ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ରବିବାର ଉଦ୍‌ଘାଟନ ହୋଇଯାଇଛି । ଏଥିରେ ରେଙ୍ଗାଲି ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ
Read More...

ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ଦ୍ୱାରା ଟିଟିଲାଗଡ଼…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀଙ୍କ ଦ୍ୱାରା ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର
Read More...

ପ୍ରସ୍ତାବିତ ଆରଆଇ ଅଫିସ ଦପଲାକୁ ସ୍ଥାନାନ୍ତର ପ୍ରତିବାଦରେ ଲମ୍ବସରୀ ପଞ୍ଚାୟତବାସୀଙ୍କ ପକ୍ଷରୁ କଣ୍ଟାମାଳ ତହସିଲ ଘେରାଉ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତରେ ପ୍ରସ୍ତାବିତ ଆର୍‌ଆଇ ଅଫିସ ଦପଲାକୁ ସ୍ଥାନାନ୍ତର ପ୍ରୟାସ ପ୍ରତିବାଦରେ ଆଜି ଲମ୍ବସରୀ ପଞ୍ଚାୟତ ସମେତ ଆଖପାଖ ୪୨ ଖଣ୍ତ ରାଜସ୍ୱ ଗ୍ରାମର ଲୋକେ କଣ୍ଟାମାଳ ଆରଆଇ ଅଫିସ ଘେରାଉ କରିଥିଲେ । ଗତ ୧୦ ବର୍ଷ ହେଲା
Read More...

ବରଗଡ଼ ମହିଳା ସମିତି ପକ୍ଷରୁ ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସର୍ବ ପୁରାତନ ବରଗଡ଼ ମହିଳା ସମିତି ପକ୍ଷରୁ ବିଭିନ୍ନ ଦାବୀ ନେଇ ଆଜି ଏକ ଦାବୀପତ୍ର ବରଗଡ଼ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ସମିତିର ସଭାନେତ୍ରୀ ଶ୍ରୀମତୀ ଗୀତା ମିଶ୍ରଙ୍କ ନେତୃତ୍ୱରେ ସଭ୍ୟାମାନେ ଉକ୍ତ ଦାବୀ ସମ୍ପର୍କରେ
Read More...

ଦୁର୍ଘଟଣାରେ ଆହତ କେଶବଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଅନୁରୋଧ କଲେ ଦୀପା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ଦୁର୍ଘଟଣାରେ ଆହତଙ୍କୁ ସହାୟତା ଯୋଗେଇଦେବା ପାଇଁ ଆହତଙ୍କ ଘରକୁ ଯାଇ ସମସ୍ତ ସରକାରୀ ବ୍ୟବସ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝେଇ ପୀଡ଼ିତ ବାପା ମାଆଙ୍କ ମନରେ ଆଶା ସଞ୍ଚାର କରିଛନ୍ତି ପାଇକମାଲ ବ୍ଲକର ସ୍ୱେଚ୍ଛାସେବୀ ଦୀପା ବାରିକ । ସୋମବାର ଦିନ
Read More...