Daily Archives

ଭିଜିଲାନ୍ସ ଜାଲରେ ସବ ଇନ୍‌ସପେକ୍ଟର : ସଇଁନ୍ତଲା ବାସ ଭବନରେ ଚଢ଼ାଉ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭିଜିଲାନ୍ସ ଜାଲରେ ପଡ଼ିଲେ ପୁଲିସ ସବ୍ ଇନ୍ସପେକ୍ଟର । ଭିଜିଲାନ୍ସ ତାଙ୍କ ଠାରୁ ୨ ଲକ୍ଷ ଟଙ୍କା ଜବତ କରିବା ସହିତ ଘନ ଘନ ଜେରା କରୁଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ଠାରୁ କେତେ ସମ୍ପତ୍ତି ଠାବ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ । ଏବେ
Read More...

ଗୁଣି ଗାରେଡି ସନ୍ଦେହରେ ୧୪ ଜଣଙ୍କୁ ବାସନ୍ଦ ମାମଲା : ସରପଞ୍ଚଙ୍କ ଡିଜିଟାଲ ଦସ୍ତଖତକୁ ବାଜ୍ୟାପ୍ତ କଲେ ବଲାଙ୍ଗିର…

ଟିଟିଲାଗଡ, (ଗୌରବ ଦର୍ଜୀ) : ସିନ୍ଧେକେଲା ଥାନା ଅନ୍ତର୍ଗତ ଦିଗଶିରା ପଞ୍ଚାୟତ ଅଧୀନସ୍ଥ ନିମୁର୍ଲା ଗ୍ରାମରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗ୍ରାମର ଗୋଟିଏ ପରିବାରର ୧୪ ଜଣଙ୍କୁ ବାସନ୍ଦ କରାଯାଇଥିଲା । ନିମୁର୍ଲା ଗ୍ରାମର ଗୋଲକ ବିହାରୀ ସିଂଭୋଇଙ୍କ ଝିଆରୀ ମାନସିକ ବିକୃତ ହୋଇଥିବା ବେଳେ
Read More...

ସଫଳ ହୋଇଛି ବ୍ରାହ୍ମଣୀପାଲି ସବୁଜ ମହାନଦୀ ଅଭିଯାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ବ୍ରାହ୍ମଣୀପାଲି ସ୍ଥିତ ସବୁଜ ମହାନଦୀ ଅଭିଯାନ ଅନ୍ତର୍ଗତ ବନୀକରଣ ସଫଳ ହୋଇଥିବା ବନବିଭାଗ କହିଛି । ବିଭାଗ ପକ୍ଷରୁ ଏହି ପ୍ରକଳ୍ପର ସର୍‌ଜମିନ ତଦନ୍ତ କରାଯିବାରୁ ଉକ୍ତ ପ୍ରକଳ୍ପ ୭୦%ରୁ ଅଧିକ ସଫଳ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ଗାଳ୍ପିକ କୃଷ୍ଣଚନ୍ଦ୍ର ମହାକୁରଙ୍କ କୋଶଲୀ କଥାନୀ ପୁସ୍ତକ ‘ଚଡକ୍’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଳ୍ପିକ କୃଷ୍ଣଚନ୍ଦ୍ର ମହାକୁରଙ୍କ କୋଶଲୀ କଥାନୀ ପୁସ୍ତକ 'ଚଡକ୍'ର ଲୋକାର୍ପଣ ସମାରୋହ ଚନ୍ଦ୍ରଶେଖର ନଗର ସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଗାଳ୍ପିକ କୃଷ୍ଣଚନ୍ଦ୍ର ମହାକୁରଙ୍କ ସମେତ ଲୋକ ସଂସ୍କୃତି ଗବେଷକ ନିମାଇଁ ଚରଣ
Read More...

ବରଗଡ଼ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଅଭିନବ ଶିକ୍ଷାଦାନ ପନ୍ଥା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସମ୍ପ୍ରତି କରୋନା ମହାମାରୀ ସଙ୍କଟ ସମୟରେ ବିଦ୍ୟାଳୟମାନ ବନ୍ଦ ଥିବାରୁ ସରକାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅନଲାଇନ ବ୍ୟବସ୍ଥା କରିଛନ୍ତି । ମାତ୍ର ବିଭିନ୍ନ କାରଣରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ଶିକ୍ଷାଦାନରୁ ବଞ୍ଚିତ ହୋଇଥିବାରୁ ବିଦ୍ୟାଳୟ ଓ
Read More...

ମିଶନ ଶକ୍ତିର ନୂତନ ଗୃହ ଉଦ୍‌ଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ପରିସରରେ ମିଶନ ଶକ୍ତିର ନୂତନ ଅଫିସ ଗୃହ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ସମାଜ ଗଠନରେ ନାରୀ ମାନଙ୍କ ଭୂମିକା ଆଗରେ । ଏଥିପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ମହିଳା ମାନଙ୍କ ଉନ୍ନତି
Read More...

କଟାପାଲି ଗାଁରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପଧାନ) : କରୋନା ସମୟରେ ରକ୍ତାଭାବକୁ ଦୂର କରିବା ପାଇଁ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ତତ୍ୱବଧାନରେ ଆଜି କଟାପାଲି ଗାଁ ଜବାହର ଯୁବକ ସଂଘ କ୍ଲବ(ରାମଜୀ ମଣ୍ଡପ) ପ୍ରାଙ୍ଗଣରେ ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
Read More...

ଆସନ୍ତା ୨୨ ଓ ୨୩ ତାରିଖରେ ଜିଲ୍ଲାରେ ୧୮ରୁ ଉର୍ଦ୍ଧ ନାଗରିକଙ୍କ ପାଇଁ ୪୯ଟି କେନ୍ଦ୍ରରେ ଟୀକାକରଣ

ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା୨୨/୦୭/୨୧ ଓ ତା୨୩/୦୭/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟିରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସହଖ୍ୟା ୧୧ ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ. ୨, ୱାର୍ଡ ନଂ. ୧୦ ଏବଂ ୱାର୍ର୍ଡ ନଂ.୧୮ରୁ ଜଣେ ଲେଖାଏଁ, ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରା.ପ.ରୁ ଜଣେ, ପାଟଣାଗଡ
Read More...

ପିସ୍ତଲ, ବୋମା, ଗୁଳି, ଭୂଜାଲି ସହ ବାଇକ ଜବତ : ଜଣେ ଗିରଫ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିଥିବା ବେଳେ ତା ପାଖରୁ ଗୋଟିଏ ପିସ୍ତଲ, ଗୋଟିଏ ବୋମା, ଚାରୋଟି ଗୁଳି, ତିନୋଟି ଭୂଜାଲି ସହ ୪୮ଲିଟର ଦେଶୀ ମଦ ଓ ସେ ବ୍ୟବହାର କରୁଥିବା ବାଇକ୍ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ
Read More...