Daily Archives

ଓଡିଶା ମୋ ପରିବାରର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ : ୫୦ ୟୁନିଟ ରକ୍ତ ସଂଗ୍ରହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସଭା ଗୃହ ପରିସରରେ ଏନ୍‌ଏସି ବିଜେଡି ପକ୍ଷରୁ ଶୁକ୍ରବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଯୋଗ ଦେଇ
Read More...

ଅଗଷ୍ଟ ୧ରୁ ଲାବରୋଟୋରୀ ଟେକ୍ନିସିଆନ କଳା ବ୍ୟାଜ ପିନ୍ଧିବେ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ସରକାର ଲାବରୋଟୋରୀ ଟେକ୍ନିସିଆନ ମାନଙ୍କର କ୍ୟାଡ଼ର ରୁଲରେ ପରିବର୍ତ୍ତନ ସମେତ ଏଭଳି କିଛି ଦାବୀ ଗୁଡିକୁ ଅଣଦେଖା କରି ଶୁଣି ନଥିବାକୁ ନେଇ ଅଗଷ୍ଟ ୧ ରବିବାର ଠାରୁ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିବା ପାଇଁ ଓଡିଶା ଲାବରୋଟୋରୀ
Read More...

ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟଳୟର ନୂତନ କୋଠା ପାଇଁ ପ୍ରକ୍ରିୟା ଆରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଠାରେ ନୂତନ ଜିଲ୍ଲାପାଳ କାର୍ୟ୍ୟାଳୟ କୋଠାର ପ୍ରକଳ୍ପ ଆରମ୍ଭ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ସଚିବଙ୍କ ପକ୍ଷରୁ ୱାର୍କ୍‌ସ୍‌ ବିଭାଗ ସଚିବଙ୍କୁ ଏ ସଂକ୍ରାନ୍ତରେ ଏକ ଚିଠି ପ୍ରଦାନ କରାଯାଇଛି ।
Read More...

ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ସଭା ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପ୍ରଶାସନ, ଏଡ୍ ଇଟ୍ ଏକସନ୍ ଏବଂ ୟୁନିସେଫ ପକ୍ଷରୁ ଆଜି ମିଶନ ଶକ୍ତି ହଲ୍ ଠାରେ ଶିଶୁ ଚାଲାଣ ଏବଂ ତାଙ୍କ ସୁରକ୍ଷା ସଂପର୍କରେ ଏକ ଜିଲ୍ଲା ସ୍ତରୀୟ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଏଡ୍ ଇଟ୍ ଏକସନ୍‌ର ନିର୍ଦ୍ଦେଶକ
Read More...

ଭାଗବତ ପାରାୟଣ ଗାୟିକା ପଙ୍କଜିନୀ ମିଶ୍ରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ବନ୍ଧପଡ଼ା ପଞ୍ଚାୟତ ଟେପ୍ରେନ ଗାଁର ବିଶିଷ୍ଟ ଭାଗବତ ପାରାୟଣ ଗାୟିକା ପଙ୍କଜିନୀ ମିଶ୍ର(୬୧)ଙ୍କ ଶୁକ୍ରବାର ଦିନ ସକାଳ ପ୍ରାୟ ୫ଟା ସମୟରେ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି । ପଙ୍କଜିନୀଙ୍କ ଶେଷ ସମୟରେ ସ୍ୱାମୀ ଶଙ୍କର୍ଷଣ ମିଶ୍ର ତାଙ୍କ ୨
Read More...

ପାଟଣାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିମନ୍ତେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ପାଟଣାଗଡ, (ଗୋରେଖନାଥ ବରିହା) : ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ ପ୍ରଧାନଙ୍କ ଉଦ୍ଦେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ସଭା ଆଜି ସ୍ଥାନୀୟ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ପ୍ରଧାନ ନିଜର କାର୍ୟ୍ୟକାଳ ମଧ୍ୟରେ ବରଗଡ
Read More...

ଶେଷରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଲା ୟୁଜିସି ମାନ୍ୟତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ବାଦ ବିବାଦ ପରେ ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ଅଧିନିୟମ ୧୯୫୬, ଧାରା ୨(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି । ଏନେଇ କେନ୍ଦ୍ର
Read More...

ଶିକ୍ଷକ ପ୍ରଦୀପ କୁମାର ଦାଶଙ୍କ ଦେହାନ୍ତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅଧୀନସ୍ଥ ମେହେରମୁଣ୍ଡା ୟୁପି ସ୍କୁଲର ଶିକ୍ଷକ ପ୍ରଦୀପ କୁମାର ଦାଶ(୪୮)ଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟଗତ କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲାର ଶିକ୍ଷକ ଜଗତରେ
Read More...

ପଶ୍ଚିମ ଓଡ଼ିଶାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ୱାସ୍ଥ୍ୟ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ସବୁବେଳେ ଅବହେଳା କରିଆସୁଥିବା ବେଳେ ବରଗଡ଼ ଜିଲ୍ଲାର ମଧ୍ୟ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ସେହିପରି ଭିମସାର ବୁର୍ଲାରେ ଏକ୍‌ମୋ ମେସିନ ଲଗେଇବା ଦାବୀରେ ଆଜି ଭାଜପା ପକ୍ଷରୁ ବରଗଡ଼
Read More...

ପ୍ରାଥମିକ କୃଷି ସମବାୟ ସମିତିର ସଦସ୍ୟତା ଗ୍ରହଣ କଲେ ଲୋଇସିଂହା ବିଧାୟକ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁରୋଭାଡି ଗ୍ରାମର ପ୍ରାଥମିକ କୃଷି ସମବାୟ ସମିତିର ସଦସ୍ୟତା ଗ୍ରହଣ କରିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ । ତେବେ ଏଥିରେ ତାଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।
Read More...