Daily Archives

୨୨ତମ କାର୍ଗିଲ ବିଜୟ ଦିବସକୁ ନେଇ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୬ରେ ପାଳନ ହେବ ୨୨ ତମ କାର୍ଗିଲ ବିଜୟ ଦିବସ । ଇତି ମଧ୍ୟରେ ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ୨୨ତମ କାର୍ଗିଲ ବିଜୟ ଦିବସର ପ୍ରସ୍ତୁତି ବୈଠକ ସଭାପତି ବିଭୂତି ଭୂଷଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...

୫ ଫୁଟ୍‌ର ନାଗ ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାପ ଧରିବା ପାଇଁ ଲୋକେ ଭୟ କରୁଥିବା ବେଳେ ସାପ ବାହାରିଲେ ମନେ ପଡ଼ନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଶକେଲା ଗାଁର ଯୁବକ ବିକି ନାଗ । ତେବେ ଆଜି ବ୍ଳକର ଘଣ୍ଟବାହାଲି ଗାଁର ଶଙ୍କରଙ୍କ ଘରୁ ନାଗ ସାପ ବାହାରି ଥିବା ନେଇ ପରିବାର ଲୋକେ ଦେଖିବାକୁ
Read More...

କୋଭିଡରେ ମୃତ୍ୟବରଣ କରିଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ୨ କୋଟି ୫୫ ଲକ୍ଷ ଟଙ୍କା ମଂଜୁର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ କେଭିଡ୍‌-୧୯ ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଂଜୁର କରିଛି । ଭୁବନେଶ୍ୱର ୪ ଜଣ, ବଲାଙ୍ଗିର ୩ ଜଣ,
Read More...

ସିଏନ୍‌ସିରେ ସ୍ନାତକ ସମାରୋହ-୨୦୨୦ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗ୍ରଣୀ ବାଣିଜ୍ୟ ମହାବିଦ୍ୟାଳୟ ସିଏନ୍‌ସିରେ ସ୍ନାତକ ସମାରୋହ-୨୦୨୦ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହୋଇଯାଇଛି । ଗତ ୨୧ ତାରିଖ ଦିନ ପୂର୍ବାହ୍ନ ୧୧ଟାରେ ସିଏନ୍‌ସି କଲେଜ ଥିଏଟର ରୁମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା
Read More...

ଅନନ୍ତ କୁମାର ସାହୁଙ୍କ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ତଥା ଟିକ୍ରାପଡା ନିବାସୀ ଅନନ୍ତ କୁମାର ସାହୁ (୭୧)ଙ୍କ ଗତ ରାତିରେ ବିୟୋଗ ହୋଇଯାଇଛି । ଦୀର୍ଘ ଦିନ ହେଲା ସେ ଭୁବନେଶ୍ୱରସ୍ଥିତ ଏମ୍ରି ହସ୍‌ପିଟାଲ ଠାରେ ଚିକିତ୍ସିତ ହେଉଥିଲେ । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରୁ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଂଚଳିକ ବୈଷମ୍ୟର ପ୍ରତିବାଦରେ କୋସଲ ଯୁବ ସମନ୍ୱୟ ସମିତିର କୋସଲ ସ୍ୱାଭିମାନ ଯାତ୍ରା :…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଶଲାଂଚଳକୁ ଉପେକ୍ଷା କରାଯାଇଥିବା ପ୍ରତିବାଦରେ ଆଜି ଠାରୁ କୋସଲ ଯୁବ ସମନ୍ୱୟ ସମିତି ତରଫରୁ ଭବାନୀପାଟଣାର ମାଁ ମାଣିକେଶ୍ୱରୀ ମନ୍ଦିର ତରଫରୁ ଆରମ୍ଭ ହୋଇଛି । ଆଗାମୀ ସପ୍ତାହବ୍ୟାପି ଏହି ପଦଯାତ୍ରା କୋଶଲାଂଚଳର ବିଭିନ୍ନ
Read More...

ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ସାଂସଦ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ପିଆର୍‌ ହାଇସ୍କୁଲ ହେବ ଆଉ ଏକ ଆଦର୍ଶ ବିଦ୍ୟାଳୟ : ନରସିଂହ

ପିଆର୍‌ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ : ବିଧାୟକ ପାଣ୍ଠିରୁ ଦିଆଯିବ ଡିଜିଟାଲ ଷ୍ଟଡି ବୋର୍ଡ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ରାଜ୍ୟର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ପୃଥ୍ୱୀରାଜ ହାଇସ୍କୁଲ ପରିସରରେ ସମ୍ପୁର୍ଣ୍ଣ କୋଭିଡ୍‌ ଗାଇଡ ଲାଇନକୁ ମାନି ମୋ ସ୍କୁଲ ଅଭିଯାନର ଏକ ବୈଠକ
Read More...

ପୂର୍ବତନ ସାଂସଦ, ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କୁ କୋସଲ ରାଜ୍ୟ ସମନ୍ୱୟ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ଅନ୍ୟତମ ବିଶିଷ୍ଟ ଜନନେତା, ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ ତଥା ପ୍ରଥମ ନିର୍ବାଚିତ କଂଗ୍ରେସ ଦଳର ପ୍ରଦେଶ ଅଧ୍ୟକ୍ଷ ନିତ୍ୟାନନ୍ଦ ମିଶ୍ରଙ୍କ ଗତକାଲି ପରିଣତ ବୟସରେ ଦେହାନ୍ତ ହୋଇଯାଇଛି । ଶ୍ରୀ ମିଶ୍ରଙ୍କ ବିୟୋଗରେ ଆଜି
Read More...

ମେରାବାହାଲ ଗାଁରେ ମନରେଗା ମହା ର୍ଦୁନୀତି : ବିନା କାମରେ ଖାତାରେ ଟଙ୍କା ଜମା, ଗାଁ ସାଥୀଙ୍କ ମନମାନି, ବିଡିଓଙ୍କ ଠାରେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକ ଦାଦନପ୍ରବଣ ଅଞ୍ଚଳ ହେଇଥିବା ବେଳେ ଏଠାରେ ମନରେଗା କାମ କେତେକ ଅଞ୍‌ଞ୍ଚଳରେ ଠିକ ଢ଼ଙ୍ଗରେ ସମ୍ପାଦନ ହୋଇ ପାରୁନଥିବା ଦେଖିବାକୁ ମିଳୁଛି । ତେବେ ମେସିନରେ କାମ ହେଉଥିବା ବେଳେ ଶ୍ରମିକ ମାନେ କାମ କରିବାରୁ ବଞ୍ଚିତ ହେଉଥିବା ନେଇ
Read More...