pakka

୫ ଫୁଟ୍‌ର ନାଗ ସାପ ଉଦ୍ଧାର କଲେ ବିକି

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାପ ଧରିବା ପାଇଁ ଲୋକେ ଭୟ କରୁଥିବା ବେଳେ ସାପ ବାହାରିଲେ ମନେ ପଡ଼ନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଶକେଲା ଗାଁର ଯୁବକ ବିକି ନାଗ । ତେବେ ଆଜି ବ୍ଳକର ଘଣ୍ଟବାହାଲି ଗାଁର ଶଙ୍କରଙ୍କ ଘରୁ ନାଗ ସାପ ବାହାରି ଥିବା ନେଇ ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ସାପ ଧରାଳି ବିକିଙ୍କୁ ଖବର ଦେବା ପରେ ବିକି ଘଟଣା ସ୍ଥାନରେ ପହଂଚି ୫.୨ ଇଞ୍ଚର ନାଗ ସାପକୁ ଉଦ୍ଧାର କରି ସ୍ଥାନୀୟ ବେଳଗାଁ ଜଙ୍ଗଲରେ ଛାଡି ଦେଇଥିବା ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

eighteen − fifteen =

error: Content is protected !!