Daily Archives

କୋଶଳ ପ୍ରବାହର ପ୍ରଭାବ : ପଟାମରା ଗାଁରେ ଲାଗିଲା ବିଦ୍ୟୁତ ଟ୍ରାନ୍ସଫର୍ମର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତର୍ଗତ ଝିଙ୍କିଡୁଙ୍ଗୁରି ଅଧିନସ୍ଥ ପଟାମରା ଗ୍ରାମରେ ଦୀର୍ଘ ୬ମାସ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଥିବାରୁ ପଟାମରା ଗ୍ରାମବାସୀ ଅନ୍ଧାରରେ ଦିନ କାଟୁଥିିଲେ । ଏନେଇ କୋଶଳ ପ୍ରବାହରେ ପ୍ରକାଶ ହେବା ସହ ଏକ
Read More...

ଜାତୀୟ ଡାକ୍ତର ଦିବସରେ ଡାକ୍ତର ଶିଶିର ସାହୁ ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଜାତୀୟ ଡାକ୍ତର ଦିବସ ଅବରସରେ ସୋହେଲାର ଜଣାଶୁଣା ଡାକ୍ତର ଶିଶିର ସାହୁଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂ ସମ୍ବର୍ଦ୍ଧିତ କରିଛନ୍ତି । ମନ୍ତ୍ରୀ ଶ୍ରୀ ସିଂ ଡାକ୍ତର ସାହୁଙ୍କ ବାସଭବନକୁ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଠାରେ
Read More...

ଉନ୍ନତିକରଣ ନାଁରେ ସରକାରୀ ଟଙ୍କା ହଡପ ପାଇଁ ଯୋଜନା : ବିନା ଫାଇଲ୍ ଖୋଲାରେ କାମ କରି ଟଙ୍କା ହଡପ ପାଇଁ ମସୁଧା ?

ମୁରିବାହାଲ, (ଅଜିତ କୁମାର ସାହୁ) : ସରକାରୀ ଗାଇଡ୍ ଲାଇନ୍‌କୁ ଖୋଲାଖୋଲି ଉଲଘଂନ କରି ଉନ୍ନତି କରଣ ନାଁରେ ଲକ୍ଷ ଲକ୍ଷ ସରକାରୀ ଟଙ୍କା ହଡପ ପାଇଁ ଯାେଜନା ହୋଇଥିବା ଆଲୋଚନା ହେଉଛି । ଜୁନ୍ ୧୫ ପରେ କୌଣସି ମାଟି ଉନ୍ନତିକରଣ କରାଯାଉନଥିବା ସରକାରୀ ଗାଇଡ୍ ଲାଇନ୍ ରହିଛି । ସେହିପରି ସରକାରୀ
Read More...

ବଲାଙ୍ଗିର ସିଭିଲ କୋର୍ଟର ବରିଷ୍ଠ କିରାଣୀ ବିକାଶ ଷଡଙ୍ଗୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସିଭିଲକୋର୍ଟ ପରିସରରେ ବଲାଙ୍ଗିର ସିଭିଲକୋର୍ଟର ବରିଷ୍ଠ କିରାଣୀ ବିକାଶ ଷଡଙ୍ଗୀଙ୍କ ଚାକିରୀରୁ ଅବସର ଗ୍ରହଣ କରୁଥିବା ପରିପ୍ରେକ୍ଷୀରେ ଏକ ସମ୍ବର୍ଦ୍ଧନା ସଭା ବଲାଙ୍ଗିର ଜିଲ୍ଲା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ପ୍ରକାଶ କୁମାର
Read More...

କଂଟାବାଞ୍ଜିରେ ଡକ୍ଟରର୍ସ ଡେ ପାଳନ

କଂଟାବାଞ୍ଜି, (କେପିଏନ୍‌ସ୍‌) : ଡକ୍ଟର ଡେ ଦିବସରେ କଂଟାବାଞ୍ଜିରେ କାର୍ଯ୍ୟରତ ଡାକ୍ତର ମାନଙ୍କୁ ଗୋଲାପ ଫୁଲ ଉପହାର ଦେଇ ଶୁଭେଚ୍ଛା ଜଣାଇଲେ ସ୍ୱେଚ୍ଛାସେବୀ । ଏ ଅବସରରେ କେଭି ମହାବିଦ୍ୟାଳୟର ଅଧ୍ୟାପକ ତଥା ଏନଏସଏସ ଅଧିକାରୀ ଡ. ସଂଜୟ କୁମାର ମିଶ୍ର ଓ ସମାଜସେବୀ କାହ୍ନୁଚରଣ ମିଶ୍ର
Read More...

ଗାଡିକୁ ପିଟିଲା ଗାଡି : ଅଳ୍ପକେ ବର୍ତ୍ତିଲେ ସାଇକେଲ ଆରୋହୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ୨୬ ନିକଟରେ ଏକ ଅଭାବନୀୟ ଘଟଣାରୁ ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ଜଣେ ସାଇକେଲ ଆରୋହୀ । ସୂଚନା ମତେ ସ୍ଥାନୀୟ ବରଗାଁ ଛକର ଏକ ଚାହା ଦୋକାନ ନିକଟରେ ଓଡ଼ି୦୩ଜେ୩୪୮୭ ଗାଡିକୁ ଅଟକାଇ କିଛି ସାମଗ୍ରୀ ନେବା ପାଇଁ
Read More...

ନୂତନ ଜିଲ୍ଲାପାଳ ଭାବେ ମୋନିଷା ବାନାର୍ଜୀ କାର୍ଯ୍ୟଭାର ଗ୍ରହଣ କଲେ : କହିଲେ, କୃଷି ଓ କୃଷକଙ୍କ ସମାସ୍ୟାକୁ ଗୁରୁତ୍ୱ…

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କୃଷି ପ୍ରଧାନ ବରଗଡ଼ ଜିଲ୍ଲାର କୃଷି ଓ କୃଷକଙ୍କ ପ୍ରତି ପ୍ରାଥମିକତା ଦିଆଯିବ । ସେହିପରି କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ ସଜାଗ ରହିବ ବୋଲି ଆଜି ବରଗଡ଼ର ନୂତନ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଆଇଏଏସ କାର୍ଯ୍ୟଭାର ଗ୍ରହଣ
Read More...

ବଲାଙ୍ଗିର ଜିଲ୍ଲା ଛଟେଇ କମ୍ପ୍ୟୁଟର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଗତ ୨୦୧୯ ଏପ୍ରିଲରୁ ଓଡ଼ିଶାର ୪୦୦୦ କମ୍ପ୍ୟୁଟର ଶିକ୍ଷକଙ୍କୁ ରାଜ୍ୟ ସରକାର ଛଟେଇ କରିଛନ୍ତି । ଫଳରେ ଏହି ଶିକ୍ଷକମାନେ ଅତି ଦୟନୀୟ ଭାବେ ଜୀବନ ଯାପନ କରୁଛନ୍ତି । ସରକାରଙ୍କ ଏହି ବୈମାତୃକ ମନୋଭାବର ଅତିଷ୍ଠ ହୋଇ କମ୍ପ୍ୟୁଟର ଶିକ୍ଷକ ସଂଘ ଗତ ମଇ ମାସରେ ଉଚ୍ଚ
Read More...

ଘୁନସର ଓ ବେଲଗାଁ ଗ୍ରାମରେ ବିଜେପି ପକ୍ଷରୁ ବୃକ୍ଷ ରୋପଣ ଓ ସାଧାରଣ ସଭା ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଓ ବେଲଗାଁ ଗ୍ରାମରେ ଆଜି ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଲକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ପ୍ରଥମେ ପଞ୍ଚାୟତ ସ୍ତରରେ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ପରେ ବିଭିନ୍ନ ଖେଳ ପଡିଆ
Read More...

ବେସାହାରା ଜୟକୁମାରୀଙ୍କୁ ସାହା ହେବ କିଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଇନ୍ଦିରା ଆବାସ ଅପେକ୍ଷାରେ, ବିତିଯିବ ଜୀବନ । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତ ବେହେରାବାହାଲି ଗାଁର ଜୟକୁମାରୀ କୁମ୍ଭାର (୫୪) ଜଣେ ଅସହାୟ ବିଧବା ଅଟନ୍ତ । ତାଙ୍କର ଆଗ ପଛରେ କେହି ନଥିବା ସୂଚନା ମିଳିଛି ।
Read More...