Monthly Archives

August 2021

ଜଗଦଲପୁର ବାଲିଘାଟ ପାଇଁ ଏକ ଗ୍ରାମ୍ୟ କମିଟି ଭେଟିଲା ତହସିଲଦାରଙ୍କୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ବାଲିଘାଟ ବାବଦରେ ଜଗଦଲପୁର ଗ୍ରାମ୍ୟ କମିଟିର ଏକ ପ୍ରତିନିଧି ମଣ୍ଡଳ କୃଷ୍ଣଚନ୍ଦ୍ର ପଟେଲ, ହେମସାଗର ପଟେଲ, ମଦନମୋହନ ପଟେଲ, ଦିନେଶ ପଟେଲ, ଛନ୍ଦାଚରଣ ପଟେଲ, ହରେକୃଷ୍ଣ ପଟେଲ ଓ ସମ୍ପଦ ପଟେଲ ଆଜି ଝାରବନ୍ଧ
Read More...

ବରଗଡ଼ ବିଜୁ ଛାତ୍ର ଜନତା ଦଳର ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ, ବରଗଡ଼ ଜିଲ୍ଲା ସଭାପତି କରନ ସିକନ୍ଦର, ଜିଲ୍ଲା ଉପ ସଭାପତି ନୀଳାମ୍ବର ଦୀପ, ଆଇ.ଟି କୋଡ଼ିନେଟର ଭୂପତି ପ୍ରଧାନଙ୍କ ସହିତ ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ
Read More...

ବାର୍ଦ୍ଧକ୍ୟ ପେନ୍‌ସନ୍‌ ଆଣିବା ପାଇଁ ଖର୍ଚ୍ଚ ହେଉଛି ହଜାରେ ଟଙ୍କା : ଯିବାକୁ ପଡୁଛି ୧୫କିମି, ଗାଁ ନିକଟସ୍ଥ…

ଦେଓଗାଁ, (ମନୀଷ କୁମାର ସାହୁ) : ଚାକିରି କାଳରେ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଜିଲ୍ଲା ତଥା ରାଜ୍ୟର ଅନେକ ଭିଆଇପି ଲୋକଙ୍କ ସେବା କରିଛି । ଯଦିଓ ଦରମା କମ, ପଦବୀ ଅତି ତଳ ସ୍ତରର ହେଲେ ବି ଖୁସିରେ କାମ କରି ସମୟ ଅତିବାହିତ କରିଛି । ହେଲେ ଅବସର ନେବା ପରେ ସରକାରୀ କୋଠା ଛାଡ଼ି
Read More...

ନୀରଜ ଜିତିଲେ ସ୍ୱର୍ଣ୍ଣ ପଦକ, ୧୦୦ ବର୍ଷ ପରେ ଆଥଲେଟିକ୍ସରେ ଭାରତକୁ ମିଳିଲା ଏହି ସଫଳତା

ଟୋକିଓ : ନୀରଜ ଜିତିଲେ ସ୍ୱର୍ଣ୍ଣ ପଦକ । ଗୋଟିଏ ଦିନରେ ଭାରତକୁ ମିଳିଲା ଡବଲ ମେଡାଲ । ଟୋକିଓରେ ଭାରତୀୟ ଖେଳାଳି ନୀରଜ ଚୋପ୍ରା କମାଲ୍‌ ଦେଖାଇଛନ୍ତି । ଜାଭେଲିନରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ବାଜିମାତ୍‌ କରିଛନ୍ତି ହରିଆଣାର ପାନିପତ ନିକଟସ୍ଥ
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପୁଣି ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ବଲାଙ୍ଗିର ବ୍ଲକ ଅର୍ନ୍ତଗତ ମାଧିଆପାଲି ଗ୍ରା.ପ.ରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲଟି ୱାର୍ଡ ନମ୍ବର ୫ରୁ ଜଣେ, ପାଟଣାଗଡ ବ୍ଳକ ଅର୍ନ୍ତଗତ ଭଇଁଷା ଗ୍ରା.ପ.ରୁ ଜଣେ,
Read More...

ସଠିକ୍‌ ସମୟରେ ରକ୍ତଦାନ କରି ୧୦ ବର୍ଷର ଶିଶୁର ଜୀବନ ବଞ୍ଚାଇଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ରକ୍ତ ଭଣ୍ଡାର ସମେତ ବୁର୍ଲା ତଥା ଆଖପାଖ ସମସ୍ତ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତର ଘୋର ଅଭାବ ଦେଖାଯାଉ ଥିବାରୁ ବର୍ତ୍ତମାନ ଲୋକେ ରକ୍ତ ବୁନ୍ଦାଏ ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ଏକ ଅସହାୟ ସମୟରେ ଅମ୍ବାଭୋନା
Read More...

ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ଦ୍ୱିତୀୟ ଲହରର ପ୍ରକୋପ କମିବାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଦଶମଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ କରୋନାର ତୃତୀୟ ଲହର ଉପରେ ସଚେତନତା କରିବା
Read More...

ବରଗଡ଼ ମାତୃଛାୟାରେ ଅନ୍ତେବାସିନୀଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଭୋର ସମୟରେ ଶାନ୍ତି ତପୋବନ ଆଶ୍ରମ ସ୍ଥିତ ବାନପ୍ରସ୍ଥର ଅନ୍ତେବାସିନୀ ସରୋଜିନୀ ଦାଶ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୮୨ ବର୍ଷ ହେଉଥିବା ବେଳେ ସେ ଗତ ୮ ବର୍ଷ ହେଲା ମାତୃଛାୟା ସ୍ଥିତ ବାନପ୍ରସ୍ଥ ଆଶ୍ରମରେ ଅନ୍ତେବାସୀ ଭାବରେ ରହି
Read More...

ସମ୍ବଲପୁରୀ ଗୀତ ‘ପାଗଲ୍‌ ପ୍ରେମୀ’ ରେକର୍ଡିଂ ହେଲା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ପ୍ରେମ ପାଇଁ ଅନେକ ସଂଘର୍ଷ କରି ଜଣେ ଝିଅ କିମ୍ବା ଜଣେ ପୁଅର ମନକୁ କିଣିବାକୁ ହୋଇଥାଏ । କେତେବେଳେ ରାଗ ରୁଷା ତ ଆଉ କେତେବେଳେ ମାନ ଅଭିମାନ।ତେବେ ପ୍ରେମରୁ ପ୍ରତାରଣା ପାଇବା ପରେ କିଭଳି ତା ପଛରେ ପାଗଳ ଭଳି ଯୁବକ ଜଣକ ରାସ୍ତା କଡରେ ବୁଲିଥାଏ । ତାହାକୁ
Read More...

ସଇଁନ୍ତଲା ବିଜେଡି ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ

ସଇଁନ୍ତଲା, ( ଅଜିତ କୁମାର ସାହୁ) : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର କାର୍ଯ୍ୟକାରିଣୀ ବୈଠକ ଛାତ୍ର ବିଜେଡି ସଭାପତି ଆଲୋକ ବୁଡ଼େକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ଗୁଞ୍ଜ ଖାନ, ପର୍ଯ୍ୟବେକ୍ଷକ ଅଭିଳାଶ ଦାସ,
Read More...