Monthly Archives

August 2021

ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକର ରୁଗୁଡ଼ିମୁଣ୍ଡା ଗ୍ରାମରେ ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ପ୍ରସୂତୀ, ଗର୍ଭବତୀ, କିଶୋରୀ ମାନଙ୍କୁ ସ୍ତନ୍ୟପାନର ମହତ୍ଵ, କଷକ୍ଷୀରର ମହତ୍ଵ, କରେନା ପାଇଁ ନିୟମ ବାରମ୍ଵାର ସାବୁନରେ ହାତ
Read More...

ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସିଡିପିଓଙ୍କ କାର୍ଯ୍ୟାଳୟର କିରାଣୀ

ନୂଆପଡ଼ା : ନୂଆପଡା ସିଡିପିଓଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ପ୍ରତିମା ରାଣୀ ଦାସ ଆଜି ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ସ୍ୱାସ୍ଥ୍ୟ କର୍ମୀଙ୍କ ଚାକିରି ନିୟମିତ କରିବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ
Read More...

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ପୋଲିସ ପ୍ରଶାସନକୁ ଦୃଢ଼ ନିନ୍ଦା କଲା ଜିଲ୍ଲା ସାମ୍ବାଦିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ଜିଲ୍ଲା ପୋଲିସ ପ୍ରଶାସନକୁ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ସୂଚନାଯୋଗ୍ୟ ଯେ, ଡିଜିପି. ଅଭୟ କୁମାରଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ଅବସରେ ଆଜି ଦିବା ୧୧ଟା ୧୫ମି. ସମୟରେ
Read More...

ସାମ୍ବାଦିକ ସମ୍ମିଳନୀ ଡାକି ସାମ୍ବାଦିକଙ୍କୁ ଅସମ୍ମାନ : ବଲାଙ୍ଗିର ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ, ଡିଜିପି ଗସ୍ତକୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୋଲିସ ଡିଜି ଅଭୟ କୁମାର ଆଜି ବଲାଙ୍ଗିର ଗସ୍ତରେ ଆସିଥିବା ବେଳେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ପୂର୍ବାହ୍ନ ୧୧ଟା ୧୫ମି. ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ପାଇଁ ଆହ୍ୱାନ କରାଯାଇଥିଲା । ଠିକ୍‌ ସମୟରେ ବଲାଙ୍ଗିର ସାମ୍ବାଦିକମାନେ ରିଜର୍ଭ ପୋଲିସ୍‌
Read More...

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର : ଡିଜିପି ଗସ୍ତକୁ ବଏକଟ୍‌ କଲେ ବଲାଙ୍ଗିର ସାମ୍ବାଦିକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୋଲିସ ଡିଜି ଅଭୟ କୁମାର ଆଜି ବଲାଙ୍ଗିର ଗସ୍ତରେ ଆସିଛନ୍ତି । ଏ ନେଇ ପୋଲିସ ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଡାକରା ଦିଆଯାଇଥିଲା । କିନ୍ତୁ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର କରିବା ସଙ୍ଗେ ସଙ୍ଗେ ରିଜର୍ଭ
Read More...

ମା’ପାଟଣେଶ୍ୱରୀ କ୍ଲବର ସ୍ୱଚ୍ଛତା ଏବଂ ଶପଥ ପାଠ ଗ୍ରହଣ କାର୍ଯ୍ୟକ୍ରମ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର କଶୃପାଲି ଗାଁର ମା' ପାଟଣେଶ୍ୱରୀ କ୍ଲବ ତରଫରୁ ଗାଁର ପ୍ରାଥମିକ ସ୍କୁଲ ପରିସରରେ କ୍ଲବର ମୁଖିଆ ସତ୍ୟନାରାୟଣ ହୋତାଙ୍କ ନେତୃତ୍ୱରେ ଏକ ସ୍ୱଚ୍ଛତା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କ୍ଲବର
Read More...

ଖୋର୍ଦ୍ଧା ଓ ଚିଲିକା ନିର୍ବାଚନମଣ୍ଡଳୀ ଉନ୍ନୟନ୍ନ କମିଟିର ସମିକ୍ଷା ବୈଠକ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଖୋର୍ଦ୍ଧା ଜିଲ୍ଲା ପରିଷଦ ଓ ନଗର ଉନ୍ନୟନ କନ୍‌ଫରେନ୍ସ ହଲ୍‌ଠାରେ ଉଭୟ ଖୋର୍ଦ୍ଧା ଓ ଚିଲିକା ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖୋର୍ଦ୍ଧାର ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର, ବିଧାୟକ ଚିଲିକା ତଥା
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୩୬୬କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୨୭ଜଣ, କଟକ ଜିଲ୍ଲାରୁ ୧୭ଜଣ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରୁ
Read More...

ବିଜେପି ଓ କଂଗ୍ରେସ ଦଳ ଛାଡି ୩୦ଜଣରୁ ଅଧିକ ବିଜେଡିରେ ଯୋଗ ଦେଲେ

ପାଟଣାଗଡ, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଠାରେ ଅରକ୍ଷିତ ଦଣ୍ଡସେନାଙ୍କ ନେତୃତ୍ୱରେ ପାଟଣାଗଡ଼ ବ୍ଲକର ଲରମ୍ଭା ପଞ୍ଚାୟତର ୩୦ ଜଣରୁ ଅଧିକ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ
Read More...

ସମାଜସେବୀଙ୍କ ଉଦ୍ୟମରେ ଅସହାୟ ପରିବାରକୁ ମିଳିଲା ସରକାରୀ ସହାୟତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗାଁର ବଂଶୀ ପରାଭୁଏଙ୍କ ପରିବାର କାହାଣୀ ନ କହିବା ଭଲ । ସୂଚନା ଅନୁସାରେ ବଂଶୀ ଅଜଣା ରୋଗରେ ପୀଡିତ ହୋଇଥିବା ବେଳେ ମା' ଜଣେ ଦିବ୍ୟାଙ୍ଗ ଓ ତାଙ୍କର ଦୁଇ ଝିଅ ଓ ସ୍ତ୍ରୀଙ୍କୁ ନେଇ ପରିବାର । ତାଙ୍କର ପରିବାର
Read More...