Monthly Archives

August 2021

ବଲାଙ୍ଗିରରେ ପହଞ୍ଚିଲେ ପୋଲିସ ଡିଜି ଅଭୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପହଂଚିଛନ୍ତି ଡ. ଅଭୟ କୁମାର । ବଲାଙ୍ଗିର ଜିଲ୍ଲାର ଆଇନ୍‌ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବା ପାଇଁ ସେ ବଲାଙ୍ଗିର ଗସ୍ତରେ ଆସିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମାଓ ଗତିବିଧି ସଂପର୍କରେ ବିଭାଗୀୟ ପଦକ୍ଷେପ ଉପରେ ସମୀକ୍ଷା କରିବେ । ତାଙ୍କ
Read More...

ପୁଇଁନ୍ତଲା ବ୍ଳକର ବରିଷ୍ଠ କିରାଣୀ ରବୀନ୍ଦ୍ର କୁମାର ମହାନ୍ତି ପଡିଲେ ଭିଜିଲାନ୍ସ ଜାଲରେ : ଆୟବହିର୍ଭୂତ ସମ୍ପତ୍ତି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଳକର ବରିଷ୍ଠ କିରାଣୀ ରବୀନ୍ଦ୍ର କୁମାର ମହାନ୍ତି ପଡିଛନ୍ତି ଭିଜିଲାନ୍ସ ଜାଲରେ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ଆଜି ସକାଳୁ ବରିଷ୍ଠ କିରାଣୀ ଶ୍ରୀ ମହାନ୍ତିଙ୍କ ବଲାଙ୍ଗିର ସହର ସାଗରପଡା ବାସଭବନ,
Read More...

ବିଜେପିର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରିକେଲ ମଣ୍ଡଳ ଲୁହାରପାଲି ଗ୍ରାମ ପଞ୍ଚାୟତ ସର୍ଗିଯୁରି ଠାରେ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ବରିକେଲ ମଣ୍ଡଲ ସଭାପତି ସୋକିଲାଲ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ
Read More...

ଫିନୋ ପେମେଣ୍ଟ ବ୍ୟାଙ୍କ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବାୟା ବଜାର ନିକଟରେ ଏକ ଫିନୋ ପେମେଣ୍ଟ ବ୍ୟାଙ୍କ ଲୋକାର୍ପିତ ହୋଇଯାଇଛି । ବ୍ୟାଙ୍କର ମୁଖ୍ୟ ଶାଖା ପରିଚାଳକ ଶୈଳେଶ ପାଣ୍ଡେ ଆନୁଷ୍ଠାନିକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଫିନୋ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ଦୁଇ ଅନାଥ ଶିଶୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଂଗୋମୁଂଡା ବ୍ଲକ ଅଲଣ୍ଡା ପଞ୍ଚାୟତ ନୂଆପଡା ଗାଁର ୨ ଅନାଥ ପୁଅ ବାପ ମା' ହରାଇ ଅସହାୟ ଅବସ୍ଥାରେ ରହୁଥିଲେ । ସୂଜନା ଅନୁସାରେ ଗତ ସାତ ବର୍ଷ ତଳେ ବାପା ରିଙ୍କୁ ବାଗ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଥିଲେ । ଆଜି
Read More...

ଦାୟିତ୍ୱହୀନତା ଠିକ୍‌ ନାହିିଁ, କରୋନା ବିପଦ ଟଳି ନାହିିଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦାୟିତ୍ୱହୀନତା ଠିକ୍‌ ନାହିିଁ, କରୋନା ବିପଦ ଏବେବି ସମ୍ପୁର୍ଣ୍ଣ ଭାବରେ ଟଳି ନାହିଁ । କୋଭିଡ୍ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଆସନ୍ତୁ, ଆମେ ସମସ୍ତେ ଅଧିକ ଦାୟିତ୍ୱ ସମ୍ପନ୍ନ ହେବା । ସର୍ବସାଧାରଣ ସ୍ଥାନରେ ଦୁଇ ମିଟର ଦୂରତା ବଜାୟ ରଖିବା ସହିତ
Read More...

ବିଜେଡିରେ ସାଂଗଠନିକ ବୈଠକରେ ଯୋଗଦେଲେ ଜୁନିୟର ମହାରଥୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟରେ ବିଭିନ୍ନ ସ୍ଥାନରେ କରୋନା କଟକଣା କୋହଳ ହୋଇଛି । କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି । ତେବେ ଏହି କଟକଣା କୋହଳ ଦେଖି ପିପିଲି ବିଧାନସଭା ଆସନ ପାଇଁ ସବୁ
Read More...

ରାଜ୍ୟରେ କରୋନା ସଂକ୍ରମଣ : ଗତ ୨୪ ଘଂଟା ମଧ୍ୟରେ ୧୦୯୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୨୪୮୦କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୫୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ପୁଣି ଗଞ୍ଜେଇ ମାଫିଆ ଧରାପଡି ଜେଲ୍‌ ଗଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି । ଜଗଦଲପୁର ଥାନା ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ପୁଣି ଜଣେ ଗଞ୍ଜେଇ ଚାଲାଣକାରୀକୁ ପୋଲିସ ଗିରଫ କରିବା ସହ ତା ଠାରୁ ୨୭ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଜଗଦଲପୁର
Read More...

ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଗୁଆଳିପଡା ପଂଚାୟତର ଗତେଶ୍ୱରଦେବ ନୋଡାଲ ଉ.ପ୍ରା ବିଦ୍ୟାଳୟ, ହୁମରଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗୁଆଳିପଡା ଗ୍ରାମ ପଂଚାୟତ ସରପଂଚ କାଳନ୍ଦୀ ଚରଣ ଜେନା,
Read More...