Daily Archives

ଧର୍ମ ପରାୟଣା ମହିଳା ଆରତି ପଟେଲଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଭଦ୍ରା ଗ୍ରାମର ମୂଳ ବାସିନ୍ଦା ଆରତି ପଟେଲ(୬୫)ଙ୍କ ପରଲୋକ ହୋଇଯାଇଛି । ସେ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଗତ ୮ ତାରିଖ ସକାଳ ଘ.୫.୪୫ମି. ରେ ତାଙ୍କ ପରଲୋକ ହୋଇଥିଲା ।
Read More...

ନିର୍ଝରିଣୀ ପକ୍ଷରୁ ଡ.ଅଜାମ୍ବର ମଲ୍ଲଙ୍କ ସ୍ମୃତି ସଭା

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ସ୍ୱର୍ଗତ ଡ.ଅଜାମ୍ବର ମଲ୍ଲଙ୍କ ଭିରଚୁଆଲ ସୃତି ସଭା ଅନୁଷ୍ଠିତ ହୋଇଥିଲା । ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ସମ୍ଫାଦକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା
Read More...

ବଲାଙ୍ଗିର ଜିଲ୍ଲାରେ ୩୧୮ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୮୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୩୧୮ ଜଣ ନ୍ରୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୮୪ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୧, ୧୩ରୁ ୧, ୧୬ରୁ ୧, ୧୭ରୁ ୧, ୯ରୁ ୧, ୫ରୁ ୩,
Read More...

ବନ୍ଧରେ ଗାଧୋଇବା ବେଳେ ୩ବର୍ଷର ଶିଶୁର ମୃତ୍ୟୁ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ମାଦାଗୁଡାର ଦୁରିଙ୍ଗିପଡି ସାହିର ତିନି ଜଣ ଶିଶୁ ଅପରାହ୍ନରେ ପଞ୍ଚାୟତ ନିକଟରେ ଥିବା ଏକ ବନ୍ଧରେ ଗାଧୋଇବା ବେଳେ ପାଣିରେ ଦଶବନ୍ତ ମହାନନ୍ଦ ନାମକ ୩ ବର୍ଷର ଶିଶୁଟି
Read More...

ଭୀମ ଭୋଇ ମେଡିକାଲରେ ୧୦୦ ଓ କିସ୍‌ରେ ୫୦ ଆଇସିୟୁ ଶଯ୍ୟା ପାଇଁ ଦାବୀ ରଖିଲେ ନରସିଂହ

ସ୍ଥିତି ବିଗିଡିବା ପୁର୍ବରୁ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପୂରଣ କରନ୍ତୁ ସରକାରସୁପର ସ୍ପେସିଆଲିଟି ହସପିଟାଲ ପାଇଁ ଅଚ୍ୟୁତ ସାମନ୍ତ ସହ କଲେ ଅଲୋଚନା ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଦ୍ୱିତୀୟ ଲହରରେ ବଲାଙ୍ଗିର ଜିଲ୍ଲାରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ବଢିବାରେ ଲାଗିଛି ।
Read More...

ଜେଡିଏ, ଆରଓଏଲ ଏବଂ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : କରୋନା ମହାମାରୀର ଦ୍ୱିତୀୟ ଲହରରେ ରକ୍ତର ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ମୋବାଇଲ୍‌ ବ୍ଲଡ୍‌ କଲେକ୍ସନ୍‌ ଭନ୍‌ରେ ରକ୍ତଦାନ ଶିବିର କରାଯାଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଥିବା ବେଳେ ସମ୍ମାନିତ
Read More...

ରାଜ୍ୟରେ ସୋମବାର ଓ ମଙ୍ଗଳବାର ବନ୍ଦ ରହିବ ଛଅ ଯୋଡ଼ା ଟ୍ରେନ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ତେବେ ଲକଡାଉନ୍ ପାଇଁ ରାଜ୍ୟରେ ସୋମବାର ଓ ମଙ୍ଗଳବାର ବନ୍ଦ ରହିବ ଛଅ ଯୋଡ଼ା ଟ୍ରେନ ବୋଲି ଡିଭିଜନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ବନ୍ଦ ହୋଇଥିବା ଟ୍ରେନ୍ ଗୁଡିକ
Read More...

ପୁଣି ତିନି ଜଣଙ୍କ ଜୀବନ ଗଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପେଟ୍ରୋଲ ପମ୍ପ ଗଞ୍ଜାମ ଡିଲର୍‌ସ୍‌ ଆସୋସିଏସନ୍‌ର ସଭାପତି ତଥା ବ୍ରହ୍ମପୁରର ଆସ୍କା ରୋଡ଼ସ୍ଥ(ଏଚ.ପି.ସି.ଏଲ.) ଚତୃର୍ଭୂଜ ପେଟ୍ରୋଲ ପମ୍ପର ମାଲିକ ମହେଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି । ତାହାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ପେଟ୍ରୋଲ ପମ୍ପ ସଂଘ
Read More...

ଖଲିଆପାଲି ଗାଁର ମଝି ରାସ୍ତାରେ ଗଡୁଛି ଡ୍ରେନ ପାଣି : ଡ୍ରେନ ବ୍ୟବସ୍ଥା କରିବାକୁ ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ଗାଁ ପରିମଳ ଧୁବା ତୁଠରୁ ଜଣାପଡେ । କିନ୍ତୁ ତାହାର ଓଲଟା ଦେଖିବାକୁ ମିଳିଛି ବେଲପଡା ବ୍ଳକ ଘାଗୁର୍ଲି ପଞ୍ଚାୟତ ଖଲିଆପାଲି ଗ୍ରାମରେ । ଏ ଗାଁର ଦୃଶ୍ୟକୁ ଦେଖି ମନେ ହୁଏ ଫେଲ ମାରିଛି ସରକାଙ୍କ ଯୋଜନା । ହେଲେ ସରକାର ସ୍ୱଚ୍ଛଭାରତ ଅଭିଯାନ ସହ ସଫାସୁତୁରା
Read More...

ଅବ୍ୟବସ୍ଥା ଘେରରେ ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନର ସରକାରୀ କର୍ମଚାରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଶା ସରକାରଙ୍କୁ କୋଟିକୋଟି ଟଙ୍କାର ରାଜସ୍ୱ ପ୍ରଦାନ କରିଥାଏ କେନ୍ଦୁପତ୍ର ବିଭାଗ । ଏହାକୁ ସଫଳ କରିବାରେ ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ ।ତାଙ୍କର ଅକ୍ଲାନ୍ତ ପରିଶ୍ରମର ଫଳ ସ୍ୱରୂପ ସରକାର ଏହି ରାଜସ୍ୱ ଲାଭ
Read More...
error: Content is protected !!