Daily Archives

ଟିକା ଅପଚୟ ହ୍ରାସ ଲାଗି ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ନର୍ସମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ, (ପିଆଇବି) : ଟିକା ଅପଚୟ ହ୍ରାସ କରିବାରେ ଏକ ଉଦାହରଣ ସୃଷ୍ଟି କରିଥିବାରୁ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ ନର୍ସମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଏକ ଟ୍ଵିଟ୍ ରୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ
Read More...

ଭାରତ ସରକାର ଏ ପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ୧୭.୦୨ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ…

● ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୯୪.୪୭ ଲକ୍ଷ ଡୋଜ ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ● ଏହାବ୍ୟତୀତ ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ୩୬ ଲକ୍ଷରୁ ଅଧିକ ଡୋଜ ଗ୍ରହଣ କରାଯିବ ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର
Read More...

ହାତୀ ଆକ୍ରମଣରେ ବଳଦେବଙ୍କ ଜୀବନ ଗଲା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦିନକୁ ଦିନ ହାତୀଙ୍କ ଉତ୍ପାତ ବଢିବାରେ ଲାଗିଥିବା ବେଳେ ଅନେକ ନିରୀହ ଲୋକ ଏହାର ଶିକାର ହୋଇ ପ୍ରାଣ ହରାଉଛନ୍ତି । ତେବେ ଆଜି ପୁଣି ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ ଲଛିପୁର ସେକସନ ମାଟିଆପାଲି ଗାଁ ଜଙ୍ଗଲରେ ଜଣଙ୍କୁ ଦଳି ଦେଲା ହାତୀ । ମୃତକ ଜଣକ ହେଲେ
Read More...

ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିବାରୁ ସୁଶ୍ରୀ ମମତା ବନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, (ପିଆଇବି) : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିବାରୁ ସୁଶ୍ରୀ ମମତା ବନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି,ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିବାରୁ ମମତା
Read More...

ଜିଲ୍ଲାପାଳଙ୍କ କଂଟାବାଂଜି ଗସ୍ତ : ଡାକ୍ତରଖାନାକୁ ଯାଇ ସ୍ଥିତି ପରଖିଲେ

କଂଟାବାଂଜି, (ମନୀଶ କୁମାର ହଂସ) : ଦିନକୁ ଦିନ ବଢ଼ି ଚାଲିଛି କୋଭିଡ଼ ସଂକ୍ରମଣ କଂଟାବାଂଜି ସହରରେ । ଏଭଳି ସମୟରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା କଂଟାବାଂଜି ଗସ୍ତ କରି ସ୍ଥାନୀୟ ଡାକ୍ତରଖାନାରେ ପହଂଚିଥିବା ବେଳେ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ । ଡାକ୍ତରଙ୍କ ସହ ବିଭିନ୍ନ ସମସ୍ୟା
Read More...

ଜିଲ୍ଲା କଂଗ୍ରେସ ଆରମ୍ଭ କଲା ୨୪×୭ କୋଭିଡ କଣ୍ଟ୍ରୋଲ ସେଲ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ କରୋନାର ଭୟାବହତା ଓ ସଂଖ୍ୟାକୁ ନଜରରେ ରଖି ବଲାଙ୍ଗିର ଜିଲ୍ଲା କଂଗ୍ରେସ ୨୪×୭ କୋଭିଡ କଣ୍ଟ୍ରୋଲ ସେଲ ଆରମ୍ଭ କରିଛି । ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହାରେଙ୍କ ଉପସ୍ଥିତିରେ ସ୍ତାନୀୟ କଂଗ୍ରେସ ଭବନ ଠାରେ ଏହି ସେବା ଯୋଗାଇ ଦିଆଯିବ । ଦିନକୁ
Read More...

ଡାକ୍ତରଖାନାମାନଙ୍କରେ ଏବଂ ବିଶେଷ କରି କୋଭିଡ଼- ୧୯ ଚିକିତ୍ସା କେନ୍ଦ୍ରରେ ଯେଭଳି କୌଣସି ପ୍ରକାର ଅଗ୍ନିକାଣ୍ଡ ନ ଘଟେ…

● ସମର୍ପିତ କୋଭିଡ଼ ଚିକିତ୍ସାକେନ୍ଦ୍ରମାନଙ୍କ ସହିତ ହସପିଟାଲ ଏବଂ ମେଡ଼ିକାଲ ବ୍ୟବସ୍ଥାକୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ଜାରି ରଖିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ବିଶେଷ ପରାମର୍ଶ ପ୍ରଦାନ ନୂଆଦିଲ୍ଲୀ, (ପିଆଇବି) : ସର୍ଟ ସର୍କିଟ୍ ଅବା
Read More...

ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ମହଜୁଦ ଅଛି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ମହଜୁଦ ଅଛି । ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାରୀ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି । ଏଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାଉଳ, ଡାଲି, ଖାଇବା ତେଲ,
Read More...

ଲକଡାଉନ ନିୟମ ମାନିବା, କରୋନାକୁ ହରାଇବା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର ଲକଡାଉନ୍ ଜାରି କରିଛନ୍ତି । ଏହା ଆମ ସମସ୍ତଙ୍କ ଜୀବନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ । ଲକ୍‌ଡାଉନ୍‌ ନିୟମ ନିଷ୍ଠାର ସହ ପାଳନ କରନ୍ତୁ ଏବଂ ନିଜର ତଥା ନିଜ ପରିବାରର ସୁରକ୍ଷାରେ ସହାୟକ
Read More...

ଲକ୍‌ ଡାଉନ୍‌ ସମୟରେ ବଲାଙ୍ଗିର ସହରରେ ଯାଂଚ କଡ଼ାକଡ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ଚେନ୍‌କୁ ଭାଂଗିବା ପାଇଁ ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିଥିବା ବେଳେ ଆଜି ଲକ୍‌ ଡାଉନ୍‌ର ଦ୍ୱିତୀୟ ଦିବସ । ଲକ୍‌ ଡାଉନ୍‌କୁ କଡ଼ାକଡ଼ି କରିବା ପାଇଁ ଅଂଟା ଭିଡ଼ିଛି ବଲାଙ୍ଗିର ପୋଲିସ ପ୍ରଶାସନ । ଅମାନିଆଙ୍କୁ ରୋକିବା ପାଇଁ ଜାରି ରହିଛି
Read More...
error: Content is protected !!