ରାୟଗଡା ଜିଲ୍ଲାରେ ବନ୍ଦ ପାଳନ
ରାୟଗଡା : ନୂତନ ଜିଏସଟି ଆଇନକୁ ସର୍ବଭାରତୀୟ ସ୍ତରରେ ବିରୋଧ କରାଯାଇଥିବା ବେଳେ ରାୟଗଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡିଛି । ରାୟଗଡା ବଣିକ ସଂଘ ତରଫରୁ ନୂତନ ଜିଏସଟି ଆଇନକୁ ବିରୋଧ କରି ରାୟଗଡା ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ଘଂଟିଆ ବନ୍ଦର ଡାକାରା ଦେଇଥିଲେ ।!-->…
Read More...
Read More...