Daily Archives

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସବୁ ବର୍ଗ ଓ ସବୁ ଧର୍ମର ଲୋକେ ଦାନ ଦେଉଛନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁପ୍ରିମକୋର୍ଟର ରାୟ ପ୍ରକାଶିତ ହେବା ପରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିବା ପରେ ଶ୍ରୀରାମ ଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଦେଶର ସବୁବର୍ଗ ସବୁ ଧର୍ମର ଲୋକେ ନିଧି ସଂଗ୍ରହ ଅଭିଯାନରେ ସାମିଲ ହୋଇ ସହାୟତା ପ୍ରଦାନ
Read More...

ପଞ୍ଚମ ଶ୍ରେଣୀର ବୃତ୍ତିରେ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀର ଛାତ୍ରୀ ଆଦ୍ୟାଶା ସାହୁ ପଞ୍ଚମ ଶ୍ରେଣୀର ବୃତ୍ତିରେ ସଫଳତା ପାଇ ଥିବାରୁ ପାଇକମାଳ ସହରରେ ଆନନ୍ଦର ଲହରୀ ଖେଳି ଯାଇଛି । ତାଙ୍କର ବାପା ଦିଲୀପ କୁମାର ସାହୁ ଡଭା ମହାବିଦ୍ୟାଳୟର ଅଧ୍ୟାପକ ଥିବା ବେଳେ
Read More...

ବାଲ୍ୟ ବିବାହ ବନ୍ଦ ନେଇ ମହିଳା ମାନଙ୍କ ତରଫରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ କଣ୍ଟାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୀଜପଦରରେ ବାଲ୍ୟ ବିବାହ ବନ୍ଦ ନେଇ ଲୋକଙ୍କୁ ସତର୍କ କରେଇବା ପାଇଁ ମହିଳା ମାନଙ୍କ ତରଫରୁ ଶପଥ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ
Read More...

ସଇଁନ୍ତଲା ବ୍ଲକରେ କର୍ମଚାରୀ ମରୁଡ଼ି : ୬ଟି ପଞ୍ଚାୟତ ୨ଟି ଲେଖାଏଁ ପଞ୍ଚାୟତରେ ଜଣେ ଲେଖାଏଁ ଇଓ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମ ପଞ୍ଚାୟତ ଉନ୍ନତିରେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର କେତେକ ପିଇଓଙ୍କୁ ଏକାଧିକ ପଞ୍ଚାୟତ ଦାୟିତ୍ୱ ଦେବା ଫଳରେ ଉନ୍ନୟନ କାମ ବାଧାପ୍ରାପ୍ତ ହେଉଛି ।
Read More...

କରୋନିଲ୍‌’ର ‘ରିସର୍ଚ ପେପର୍‌’ ଉନ୍ମୋଚନ କଲେ ଯୋଗ ଗୁରୁ ରାମଦେବ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ଉପସ୍ଥିତିରେ 'କରୋନିଲ୍‌' ସଂକ୍ରାନ୍ତ ବିଜ୍ଞାନଭିତ୍ତିକ ଗବେଷଣା ପତ୍ର ପତଞ୍ଜଳିର ସଂସ୍ଥାପକ ଯୋଗ ଗୁରୁ ରାମଦେବ ଉନ୍ମୋଚନ କରିଛନ୍ତି । ତାଙ୍କ ସଂସ୍ଥା ଦ୍ୱାରା ନିର୍ମିତ 'କରୋନିଲ୍‌'
Read More...

ଅନ୍‌ଲାଇନ୍‌ରେ ମିଳିବ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଓ ଦସ୍ତାବିଜ

ଭୁବନେଶ୍ୱର : ‌ଟ୍ୱିଟ୍‌‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଅନ୍‌ଲାଇନ୍‌ରେ ମିଳିବ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଓ ଦସ୍ତାବିଜ ବୋଲି ସୂଚନା ପ୍ରଦାନ କରାଯାଇଛି । ତେବେ ‌ଟ୍ୱିଟରେ ସ୍କୁଲଶିକ୍ଷାରେ ସଂସ୍କାର ଆଣିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏଭଳି ପଦକ୍ଷେପ
Read More...

ଖୋର୍ଦ୍ଧାରେ ପୁଣି ଦେଖିବାକୁ ମିଳିଛି କାଉ ମଡ଼କ : ବାର୍ଡ ଫ୍ଲୁ ଆଶଙ୍କା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳର ବିଭିନ୍ନ ସ୍ଥାନରେ କାଉ ମାନେ ମରି ପଡିଥିବାର ଦେଖିବାକୁ ମିଳିଛି । ୩-୪ ହେଲାଣି ଏହି ଭଳି କାଉ ମାନେ ମରୁଥିବାରୁ ଏହା ବାର୍ଡ ଫ୍ଲୁ ବୋଲି ଆଶଙ୍କା କରାଯାଉଛି । ଏହି ଅଞ୍ଚଳରେ ପ୍ରାୟ ୫୦-୬୦ କାଉମାନଙ୍କ ମୃତ ଦେହ ଠାବ କରାଯାଇଛି । ତେବେ ଏହା
Read More...

ଆନ୍ତର୍ଜାତିକ ପୋଷଣ ଦିବସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଚଟୁଅନକା ଗ୍ରାମର ଅଙ୍ଗନବାଡ଼ି 'ଖ' କେନ୍ଦ୍ରରେ ଆନ୍ତର୍ଜାତିକ ପୋଷଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସମାଜସେବୀ କବିରାଜ ପୁଟେଲ ମୁଖ୍ୟ ଅତିଥି, ପ୍ରକୃତିବନ୍ଧୁ ପ୍ରାଧାନ ଶିକ୍ଷକ ବିରଞ୍ଚି
Read More...

ଆଜି ରାଜ୍ୟରେ ୫୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୫୮ ରହିଛି । ଆଜି ୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୨ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ସ୍କୁଲ ଛାତ୍ରୀଙ୍କୁ ଅଶ୍ଳୀଳ ଆଚରଣ ପ୍ରଦର୍ଶନ ଅଭିଯୋଗ : ଶିକ୍ଷକ‌ଙ୍କୁ ବହିଷ୍କାର ସାଧାରଣରେ ଦାବୀ

ଧର୍ମଗଡ, (ଭରତ ବିଶି) : ଭାରତର ବେଦ ବେଦାନ୍ତ ଯୁଗରୁ ଗୁରୁଙ୍କୁ ସବୁଠୁ ଉଚ୍ଚ ଆସନରେ ସମ୍ମାନିତ କରିଯାଏ । ଯାହାଙ୍କ ପଦିଏ କଥାରେ ଛାତ୍ରଛାତ୍ରୀର ଜୀବନ ଯାତ୍ରା ସଫଳ ସୁନ୍ଦର ହେଇଥାଏ । ମନୁଷ୍ୟ ସୃଷ୍ଟି କାଳରୁ ଗୁରୁ ରୂପେ ଭଗବାନଙ୍କୁ ଦର୍ଶନ କଥା ମଧ୍ୟ କୁହାଯାଏ । କିନ୍ତୁ କିଛି ହୀନ
Read More...