Daily Archives

ସାଲେଭଟା ପ୍ରାଥମିକ ବିଦ୍ୟାଳୟ ତରଫରୁ ଜାତୀୟ ସଡକ ସୁରକ୍ଷା ସଚେତନତା ମାସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ମାନବ ଜୀବନ ଆଜିର ଦିନରେ କରୋନାରେ ଭୟତ୍ରସ୍ତ । କରୋନା ଯୋଗୁଁ ଆମ ଦିନଚର୍ୟ୍ୟା ବେଶ ପ୍ରଭାବିତ । ଲକ୍ଷ୍ୟାଧିକ ବ୍ୟକ୍ତି ଆମ ଗହଣରେ ଆଉ ନାହାନ୍ତି । ଏଥିରେ ମର୍ମ୍ମାହତ । କିନ୍ତୁ ଚିରାଚରିତ ଭାବରେ ସଡକ ଦୁର୍ଘଟଣାରେ କେତେ ଯେ ପ୍ରାଣ ଚାଲିଯାଉଛି ସେକଥାକୁ ଆମେ
Read More...

ସାବିତ୍ରୀ ବାଇଙ୍କ ସ୍ମରଣ ଦିବସ ପାଳନ

ଖପ୍ରାଖୋଲ, ( କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନ ଲାଠୋର ଗୋଷ୍ଠୀ କେନ୍ଦ୍ର ଠାରେ ମୂଳ ନିବାସୀ ମହିଳା ସଂଘର୍ଷ ସମିତି ଆନୁକୁଲ୍ୟରେ ତଥା ହେମବତି ସୁନାଙ୍କ ନେତୃତ୍ବରେ ରାଷ୍ଟ୍ରମାତା ଜ୍ଞାନ ଜ୍ୟୋତି ସାବିତ୍ରୀ ବାଇ ଫୁଲେଙ୍କ ସ୍ମରଣ ଦିବସ ପାଳନ ହୋଇ ଯାଇଛି ।
Read More...

ସାଇବର ଠକେଇର ଶିକାର ହେଲେ ଡାକ୍ତର

କଟକ : କଟକ ସିଡ଼ିଏ ସେକ୍ଟର ୭ର ଡାକ୍ତର ସନାତନ ମହାନ୍ତି । ମୋବାଇଲ ସିମ ଆକ୍ଟିଭ ବାହାନାରେ ସାଇବର ଠକମାନେ ଡାକ୍ତର ମହାନ୍ତିଙ୍କୁ ଠକିବାକୁ ଜାଲ ବିଛାଇଥିଲେ । ଆଉ ସେଇ ଜାଲରେ ଡାକ୍ତର ବାବୁ ବି ପଡ଼ିଗଲେ ବୋଲି ଡାକ୍ତର ସନାତନ ମହାନ୍ତି ଅଭିଯୋଗ କରିଛ‌ନ୍ତି । ମୋବାଇଲ ସିମ ଆକ୍ଟିଭ ପାଇଁ
Read More...

ରାଜେନ୍ଦ୍ର କଲେଜ ପ୍ଲାଟିନମ ଗେଟ୍‌ ଭଙ୍ଗା ଘଟଣା : ସିସିଟିଭି ଭିଡିଓ ଜାରି କଲା ବିଜୁ ଛାତ୍ର ଜନତା ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବ୍‌ଲି ଗେଟ୍‌ ତଥା ରାଜେନ୍ଦ୍ର ୟୁନିଭର୍ସିଟିର ମାଷ୍ଟର ପ୍ଲାନ ଫଳକ ଭଙ୍ଗା ଘଟଣାରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ସହ ଏକ ସିସିଟିଭି ଭିଡିଓ ଜାରି କରିଛି । ବିଜୁ ଛାତ୍ର ଜନତା ଦଳର
Read More...

ଇସ୍‌ଲାମିକ୍‌ କଟ୍ଟରବାଦ ବିରୋଧରେ ଫ୍ରାନ୍ସର କଡ଼ା ପଦକ୍ଷେପ : ମସ୍‌ଜିଦ୍‌ ମାଦ୍ରାସା ଉପରେ କଡ଼ା ନଜର ପାଇଁ ନିୟମ…

ପ୍ୟାରିସ୍ : ଦେଶରେ ବଢ଼ୁଥିବା ଇସଲାମ ଆତଙ୍କବାଦକୁ ଶେଷ କରିବା ପାଇଁ ଫ୍ରାନ୍ସ ଏକ ନୂତନ ନିୟମକୁ ଅନୁମୋଦନ କରିଛି । ଏହି ନିୟମ ଅନୁଯାୟୀ, ଯେତେବେଳେ ସେମାନେ ଚାହିଁବେ ଫ୍ରାନ୍ସର ମସଜିଦ ଏବଂ ମଦ୍ରାସା ବନ୍ଦ କରିବାକୁ ପୋଲିସର ଅଧିକାର ରହିବ । ଆହୁରି ମଧ୍ୟ ମୁସଲମାନମାନଙ୍କର ଏକରୁ ଅଧିକ
Read More...

ରାଜେନ୍ଦ୍ର କଲେଜ ପ୍ଲାଟିନମ ଗେଟ୍‌ ଭଙ୍ଗା ଘଟଣା : ଛାତ୍ର କଂଗ୍ରେସ ଭେଟିଲା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବଲି ଗେଟ୍‌ ତଥା ରାଜେନ୍ଦ୍ର ୟୁନିଭର୍ସିଟିର ମାଷ୍ଟର ପ୍ଲାନ ଫଳକକୁ ଦୁର୍ବୁତ୍ତମାନେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ରାଜେନ୍ଦ୍ର କଲେଜ ପରିସରରେ ବାରମ୍ବାର ଅସାମଜିକ କାର୍ୟ୍ୟକଳାପ ଦିନକୁ ଦିନ ବଢି ବଢି
Read More...

ପାକିସ୍ତାନରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ଅପରାଧ ୨୦୦ ପ୍ରତିଶତ ବୃଦ୍ଧି ପାଇଛି

ଇସ୍‌ଲାମାବାଦ : ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗତ ମାର୍ଚ୍ଚରେ ପାକିସ୍ତାନରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧରେ ୨୦୦ ପ୍ରତିଶତ ବୃଦ୍ଧି ଘଟିଛି । ଯେତେବେଳେ ଦେଶରେ କରୋନା ଜୀବାଣୁ ମହାମାରୀ ବ୍ୟାପିଗଲା ଏହି ଅପରାଧ ସେତେବେଳେ ବେଶୀ ଘଟିଥିଲା । ଦେଶର ମାନବ
Read More...

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଭାପତି ଆଲୋକ ନାୟକଙ୍କ ତତ୍ତ୍ଵାବଧାନରେରେ ଆୟୋଜିତ ଏହି ସମ୍ମିଳନୀରେ ଜନସଂଖ୍ୟା ସମାଧାନ
Read More...

ସ୍ତ୍ରୀକୁ ସନ୍ଦେହ କରି ବିଚ୍ ବଜାରରେ ନିଜ ହାତ କାଟିଦେଲା ସ୍ୱାମୀ

ଢେଙ୍କାନାଳ : ସ୍ୱାମୀ ସ୍ତ୍ରୀ‌ଙ୍କ କଳହ ଏମିତି ଏକ ମୋଡରେ ଆସି ପହ‌ଞ୍ଚିଲା ଶେଷରେ ସ୍ତ୍ରୀକୁ ସନ୍ଦେହ କରି ବିଚ୍ ବଜାରରେ ନିଜ ହାତ କାଟିଦେଲା ସ୍ୱାମୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଦିନ ୧୧ଟା ସମୟରେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବସ୍ ଷ୍ଟାଣ୍ଡ ନିକଟରେ ସ୍ତ୍ରୀ ସହିତ
Read More...

ନାବାଳକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ପରେ ସବ୍-ଇନ୍ସପେକ୍ଟରଙ୍କୁ ନିଲମ୍ବିତ କଲେ ଏସ୍‌ପି

ରାଉରକେଲା : ନାବାଳକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ପରେ ସବ୍-ଇନ୍ସପେକ୍ଟର ନିଲମ୍ବିତ ହୋଇଛ‌ନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତ ଡ଼ିସେମ୍ବର ୨୬ ତାରିଖ ଅପରାହ୍ନରେ ରାଉରକେଲା ଉଦିତ ନଗର ପୋଲିସ ମୋବାଇଲ ଚୋରୀ ଅଭିଯୋଗରେ ରାଉରକେଲା ଟିମ୍ବର କଲୋନୀର ୧୪ ବର୍ଷର ନାବାଳକଙ୍କୁ
Read More...