Daily Archives

ସ୍ୱାମୀ ବୈରାଗ୍ୟାନନ୍ଦଜୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ମହୋତ୍ସବ : ସ୍ୱାମୀ ବୈରାଗ୍ୟାନନ୍ଦଜୀ ମହାରାଜଙ୍କ ତ୍ୟାଗ…

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ବୈରାଗ୍ୟାନନ୍ଦଜୀ ମହରାଜଙ୍କ ପ୍ରଥମ ମହାପୟୟାଣ ମହୋତ୍ସବ ଅସବରରେ ତାଙ୍କରି ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହେଇଯାଇଛି । ପ୍ରାରମ୍ଭରେ ଏକ ବିରାଟ ପଟୁଆର ସହିତ ସ୍ୱାମୀଜୀଙ୍କ
Read More...

କାସା କୋଲକାତା ଦ୍ୱାରା ଏଗ୍ରି କିଟ ବଣ୍ଟନ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସେବା ଜଗତ ତରଫରୁ ମ.ରାମପୁର, ବୁରାଟ ସ୍ଥିତ ତାଲିମ କେନ୍ଦ୍ର ଠାରେ କାସା କୋଲକାତା ଦ୍ୱାରା କୋଭିଡ - ୧୯ ଜରିଆରେ ଚାଷୀ ମାନଙ୍କୁ ଏଗ୍ରି କିଟ ସହ ସ୍ପେୟାର ମେସିନ ବଣ୍ଟନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ
Read More...

ଉଦୟନାଥ ଫର୍ଣ୍ଣିଚରର ୧୫ତମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୫ତମ ଲକି ଡ୍ର' ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ନୂଆଁପଡ଼ାର ଆଶିଷ ବେହେରା । ଏହି ଉଠାଣ
Read More...

ପୌଷ୍ୟ ଗ୍ରହଣ ପରେ ଚନ୍ଦନଭାଟି ହାଇସ୍କୁଲରେ ନରସିଂହଙ୍କ ବୈଠକ : ବେନିଆପାଲି ଓ ଚମାରଟିକ୍ରାରେ ପିଇବା ପାଣି ପ୍ରକଳ୍ପ…

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌଷ୍ୟ ଗ୍ରହଣ କରିଥିବା ବଲାଙ୍ଗିର ସଦର ବ୍ଲକର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଚନ୍ଦନଭାଟି ହାଇସ୍କୁଲର ବିକାଶକୁ ନେଇ ଏକ ବୈଠକରେ ଯୋଗଦେଇଛନ୍ତି । ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ, ଶିକ୍ଷା ପ୍ରତିନିଧି
Read More...

୪୫୦୦ ଘର ଗଣ୍ଡ ସମାଜର ବାର୍ଷିକୋତ୍ସବ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମଣ୍ଡଳ ଷଡବଂଶୀୟ ୪୫୦୦ ଘର ଗଣ୍ଡ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମ ପ୍ରାରମ୍ଭରେ ଇଷ୍ଟଦେବ ବଡଦେଓଙ୍କ ପୂଜାର୍ଚ୍ଚନା ଓ ସାମୁହିକ ପ୍ରାର୍ଥନା କରାଯାଇଥିଲା । ବଲାଙ୍ଗିର ମଣ୍ଡଳ ସଭାପତି ଗଣନାଥ ଧରୁଆଙ୍କ ସଭାପତିତ୍ୱରେ
Read More...

ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ଆଉ ୨ ଦିନ ବୃଦ୍ଧି ପାଇଛି

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ଆଉ ୨ ଦିନ ବୃଦ୍ଧି ପାଇଛି ।ଚଳିତ ମାସ ଫେବୃୟାରୀ ୧୨ ଯାଏଁ ଛାତ୍ରଛାତ୍ରୀ ମାନେ ଫର୍ମ ଫିଲପ କରିପାରିବେ । ଯଦି କୌଣସି ଛାତ୍ରଛାତ୍ରୀ କରିନଥିବେ ତେବେ ଅନୁଷ୍ଠାନର ମୁଖ୍ୟ ଫର୍ମ ପୂରଣ କରିପାରିବେ । ପୂର୍ବରୁ ଫର୍ମଫିଲପ ଅବଧି ୧୦ ତାରିଖ
Read More...

ଗଣଶିକ୍ଷା ମନ୍ତ୍ରୀ ଅଚାନକ ଗସ୍ତ କଲେ ନିମାପଡାର ଭାଣପୁର ହାଇସ୍କୁଲକୁ

ନିମାପଡା : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ପୂର୍ବାହ୍ନରେ ନିମାପଡାର ଭାଣପୁର ହାଇସ୍କୁଲକୁ ବିଦ୍ୟାଳୟରେ କୋଭିଡ୍‍-୧୯ ମାର୍ଗଦର୍ଶିକା ସଠିକ୍‍ ବ୍ୟବହାର କରାଯାଉଛି କି ନାହିଁ ତାହାର ଅନୁଧ୍ୟାନ ପାଇଁ ଅଚାନକ ଗସ୍ତ କରିଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟ ବିଦ୍ୟାଳୟ ଓ
Read More...

ଅଯୋଧ୍ୟା ଜନ୍ମଭୂମି ତୀର୍ଥ ନିଧି ରାଶି ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ସକାଶେ ପାଇକମାଲ ବ୍ଲକ ମାଣ୍ତିଆଢିପା ଗ୍ରାମବାସୀ ତରଫରୁ ସାମୁହିକ ଭାବେ ୬୪୬୦ଟଙ୍କା ଦାନ କରିଥିଲେ । ଉକ୍ତ ସମୟରେ ମାଣ୍ତିଆଢିପା ଗ୍ରାମବାସୀଙ୍କ ତରଫରୁ ଗ୍ରାମ୍ୟ କମିଟି
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‌ଦ୍ୱାରା ତିନିଗୋଟି ପୁସ୍ତକର ଲୋକାର୍ପଣ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ତିନିଗୋଟି ପୁସ୍ତକ ଲୋକାର୍ପଣ କରିଛନ୍ତି। ଏଥିମଧ୍ୟରେ ରହିଛି ସହକାରୀ ଆୟକର ଆୟୁକ୍ତ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ଦୁଇଟି କବିତା ସଂକଳନ 'ସଜ ତୁଳସୀ' ଓ' ଅସଜଡା ପାଖୁଡା' । ଏହି ଦୁଇଟି କବିତା
Read More...

କୋଏଲ ନଦୀରେ ବୁଡି ପ୍ରାଣ ହରାଇଲେ ତିନିଜଣ ନାବାଳକ

ରାଉରକେଲା : କୋଏଲ ନଦୀରେ ବୁଡି ଆଜି ତିନିଜଣ ନାବାଳକଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ମିଳିଥିବା ଖବର ଅନୁସାରେ ତିନି ଜଣଙ୍କ ମୃତ ଦେହ କୋଏଲ ନଦୀ ଭାଟା ବସ୍ତି ନିକଟରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଝିରିପାଣି ପୁଲିସ ଓ ଅଗ୍ନିଶମ ଟିମ
Read More...