Monthly Archives

January 2021

ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ମାଗଣା ଚିକିତ୍ସା ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଞ୍ଚଳର ସାମାଜିକ କାର୍ୟ୍ୟକର୍ତ୍ତା, ତଥା ରମାଇ ପାହାଡ ମହୋତ୍ସବର ଉଦ୍ୟୋକ୍ତା ସ୍ୱର୍ଗତ ସରୋଜ ତ୍ରିପାଠୀଙ୍କ ଉଦ୍ଦେଶ୍ୟର ରମାଇ ପାହାଡ ନିକଟ‌ସ୍ଥ ଗାଁ ଭାଲୁପାଲି ଓ କଦଳିପାଲିରେ ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ମାଗଣା ଚିକିତ୍ସା ଶିବିର ଅନୁ‌ଷ୍ଠିତ
Read More...

ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ସରପଂଚ ସଂଘର ବନ୍ଧୁମିଳନ ଉତ୍ସବ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ରୁଷୁଡ଼ା ଗ୍ରାମପଞ୍ଚାୟତରେ ଗୁଡ଼ଭେଲା ବ୍ଲକ ସରପଞ୍ଚ ସଂଘ ଦ୍ୱାରା ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଟିଟିଲାଗଡ, ସଇଁତଲା ଓ ଗୁଡ଼ଭେଲା ବ୍ଲକର
Read More...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ସାଲେପାଲି ଗ୍ରାମର ଟିକେ‌ଶ୍ୱର ଧରୁଆ ନାମକ ୬୦ ବର୍ଷର ଜଣେ ବୃଦ୍ଧ‌ଙ୍କୁ ଭାଲୁ ଆକ୍ରମଣ କରିଛି । ଗତକାଲି ସନ୍ଧ୍ୟାରେ ଶୌଚ ପାଇଁ ଯାଉଥିବା ବେଳେ ପଛପଟୁ ଭାଲୁ ଆସି ତାଙ୍କ ପିଠି ଏବଂ ମୁହଁ, ମୁଣ୍ଡରେ ଗଭୀର କ୍ଷତ କରି ଦେଇଛି
Read More...

ଲାଠୋର ଶିବ ମନ୍ଦିର ପଡା ଆନୁକୂଲ୍ୟରେ ଅନୁଷ୍ଠିତ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ଶିବମନ୍ଦିର ପଡା ଆନୁକୂଲ୍ୟରେ ଅନୁଷ୍ଠିତ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ମୋଟ ଆଠଟି ଦଳକୁ ନେଇ ଅନୁଷ୍ଠିତ ଏ‌ହି ଟୁର୍ନାମେଣ୍ଟରେ ସିନାପାଲି ଦଳ ବିଜୟୀ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ
Read More...

ଆଜିର ପାଖାପାଖି ପନିପରିବା ଦର ବଲାଙ୍ଗିର ସହରରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍କେଟ୍‌କୁ ଯିବା ପୂର୍ବରୁ ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୧୫ ଟଙ୍କା, ଭେଣ୍ଡି - ୬୦ ଟଙ୍କା, ବିମ୍‌ - ୩୦ ଟଙ୍କା, ସିମ୍ବ - ୬୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) -
Read More...

ଖଲିଆପାଲି କ୍ରିକେଟ କପ୍‌ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଖଲିଆପାଲି ସ୍କୁଲ ପଡିଆରେ ନେତାଜୀ କ୍ଲବ ଦ୍ୱାରା ଆୟୋଜିତ ୨୩ତମ ନେତାଜୀ ମେମୋରିଆଲ କ୍ରିକେଟ କପ ରବିବାର ଉଦଯାପିତ ହୋଇଯାଇଛି । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଖଇରା ଦଳ ଟସ୍‌ ଜିତି ପ୍ରଥମେ ଫିଲଡିଂ
Read More...

ଟେଣ୍ଟ ମାଲିକ ସଂଘର ବୈଠକ ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଠାରେ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଟେଣ୍ଟ ମାଲିକ ସଂଘର ଏକ ବୈଠକ ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରାମ ନାରାୟଣ ଦାଶ ସଭାପତିତ୍ବରେ କରିଥିଲେ । ବରଗଡ଼ ଜିଲ୍ଲା ସଭାପତି କ୍ଷୀରୋଦ୍ର ଶତପଥୀ, ସଂପାଦକ ବାବୁ ପ୍ରଧାନ, ରାଜ କୁମାର ଛତରିଆ,
Read More...

ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ପରୀ ସ୍ମୃତିରେ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ବିଧାନସଭା ସ୍ତରୀୟ ଏକ କାର୍ଯ୍ୟକ୍ରମ ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ନୟାଗଡ଼ରେ ହୋଇଥିବା ପରୀ କାଣ୍ଡକୁ ବିରୋଧ କରି ଏବଂ ପରୀର ସ୍ମୃତିରେ ଏକ ଦୀପ
Read More...

ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସରପଞ୍ଚ ମାନଙ୍କୁ ନେଇ ବନ୍ଧୁ ମିଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ପଞ୍ଚାୟତ ସମିତି ଅନ୍ତର୍ଗତ ଋଷୁଡା ପଞ୍ଚାୟତ ପରିସରରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜିଏସ୍‌ଟି ସରପଞ୍ଚ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକ କିପରି
Read More...

୧୫ତମ ଜୟ ଜଗନ୍ନାଥ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ବୀରାମୁଣ୍ତାକୁ ହରାଇ ଅର୍ଜୁନପୁର ଚାମ୍ପିଅନ୍

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଳକ କୁଲୁତାଯୋର ପଞ୍ଚାୟତ ଜୟ ଜଗନ୍ନାଥ କ୍ରିକେଟ କ୍ଲବ ଫାସେଡ ଦ୍ବାରା ଆୟୋଜିତ ୧୫ତମ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ଖେଳ ପଡ଼ିଆରେ ଚାଲିଥିବା କ୍ରିକେଟ ପ୍ରତିଯୋଗିତାର ଫାଇନାଲ ଖେଳ ଅର୍ଜୁନପୁର ଓ ବୀରାମୁଣ୍ତା
Read More...