Monthly Archives

January 2021

ଉଦୟନାଥ ଫର୍ଣ୍ଣିଚରର ୧୪ତମ ଲକି ଡ୍ର’ ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ଦ୍ୱାରା ଆରମ୍ଭ କରାଯାଇଥିବା ମାସିକ ଯୋଜନାର ୧୪ତମ ଲକି ଡ୍ର' ଆଜି ସଂଧ୍ୟାରେ ଉଠାଣ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରପାଲିର ସୁବୋଧ ଭୋଇ । ଏହି ଉଠାଣ କାର୍ୟ୍ୟକ୍ରମରେ ରୋହିତ କୁମାର
Read More...

ଗ୍ରାମ୍ୟ ଜଙ୍ଗଲ ଜବରଦଖଲ ଅଭିଯୋଗର ସତ୍ୟତା ଅନୁସନ୍ଧାନ କଲେ ଆର୍‌ଆଇ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ନାରାୟଣପ୍ରସାଦ ସେକ୍ସନ ଅଧୀନ ରିଙ୍ଗାପଡା ବିଟ୍‌ର ରିଙ୍ଗାପଡା ଗ୍ରାମରେ ସଂରକ୍ଷିତ ରହିଥିବା ଗ୍ରାମ୍ୟ ଜଙ୍ଗଲ ଯାହାର ଖାତା ନଂ.୧୧୧ ଏବଂ ପ୍ଲଟ ନଂ. ୫୦୫, ୮୦୨ ଓ ୮୨୨ରେ ଥିବା ୮୬.୬୦ ଏକର ଗ୍ରାମ୍ୟ ଜଙ୍ଗଲ ରହିଛି । ସେଥି ମଧ୍ୟରେ
Read More...

ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର କାଯ୍ୟକାରିଣୀ ବୈଠକ : ସଂଘକୁ ଦୁର୍ବଳ କରିବାର ଅପଚେଷ୍ଟା କରାଯାଉଛି, ଦାବୀ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ସତ୍ୟନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଏକ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦୀର୍ଘ ସମୟ ଆଲୋଚନା ପରେ ମଧ୍ୟ ବ୍ୟାଙ୍କ କର୍ତୃପକ୍ଷ ଯଦି ଆଗମୀ ଦିନରେ ତାଙ୍କର ମନୋଭାବରେ ପରିବର୍ତନ
Read More...

ବିଦ୍ୟାଳୟ ଖୋଲିବାରୁ ସଭିଙ୍କ ମନରେ ଖୁସିର ସୂର୍ୟ୍ୟୋଦୟ ହୋଇଛି

ବୌଦ୍ଧ, (ବଂଶୀଧର ମାଝୀ) : କରୋନା କଟକଣା ଯୋଗୁଁ ସରକାର ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିଥିଲେ ଦୀର୍ଘ ୧୦ ମାସ ବ୍ୟବଧାନ ପରେ ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ଆରମ୍ଭ ହୋଇଛି । ଏହି ଅବସରରେ କଣ୍ଟାମାଳ ବ୍ଲକର ଖୁଣ୍ଟିଗୋରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ଆମ
Read More...

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ଇଣ୍ଡୋନେସିଆ ବିମାନ ଦୁର୍ଘଟଣା ଜନିତ ମୃତାହତ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇଣ୍ଡୋନେସିଆର ଏହି ଦୁର୍ଭାଗ୍ୟପୂର୍ଣ୍ଣ ବିମାନ ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ
Read More...

ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମହିମୁଣ୍ଡା ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ କମ୍ବଳ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହିମୁଣ୍ଡା, ସିରାବାହାଲ ଓ ଡାର୍ହମାଲର ୫୦ ଜଣ ଅସହାୟ
Read More...

ଅ ମହୋତ୍ସବ ଓ ଅ ସାରସ୍ୱତ ସମ୍ମିଳନୀ ଅନୁଷ୍ଠିତ

ମଣିଷର ଚାରିପାଖରେ ହିଁ ଶାନ୍ତି ଘୁରିବୁଲୁଛି କଳାହାଣ୍ଡି, (ପି.କେ) :ମଣିଷର ଚାରିପାଖରେ ହିଁ ଶାନ୍ତି ଘୁରିବୁଲୁଛି । କେବଳ ସୁଖକୁ ଅନୁଭବ କରିିବାର ଦୃଷ୍ଟି ଭଙ୍ଗୀଟିଏ ଦରକାର । ମଣିଷ ନିଜ ପାଖରେ ଥିବା ସୁଖକୁ ଭୁଲି ସେ କେବଳ ଅନ୍ୟତ୍ର ସୁଖ ସନ୍ଧାନରେ ବ୍ୟସ୍ତ ରହିଥାଏ । କିନ୍ତୁ କବିଟିଏ
Read More...

କ୍ୱିନ୍‌ ଇଂଟର୍‌ ନ୍ୟାସନଲ୍‌ ସ୍କୁଲର ଭର୍ଚୁଆଲ ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କ୍ୱିନ୍‌ ଇଣ୍ଟର୍‌ ନ୍ୟାସନଲ୍‌ ସ୍କୁଲର ଭର୍ଚୁଆଲ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ କାଳରେ ସ୍କୁଲ ଗୁଡିକ ବନ୍ଦ ଥିବା ଯୋଗୁଁ ଯେଭଳି ଶିଶୁଙ୍କର ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ସେଭଳି ଏକ ସ୍ଥାନରେ ଅନ୍‌ଲାଇନ ପାଠ
Read More...

ପିପି ଏକାଡେମୀରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ଅନ୍ୟତମ ସୁପ୍ରତିଷ୍ଠିତ ଉଚ୍ଚ ବିଦ୍ୟାଳୟ ପତିତ ପାବନ ଏକାଡେମୀରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଥିବା ପ୍ରେକ୍ଷାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସିନୁସୁନ୍ଦର ପାଢୀ ସଭାପତିତ୍ୱ
Read More...

ଗାଧୋଇବା ବେଳେ ବୁଡ଼ିଗଲେ ୨ ଯୁବକ : ୧ ଉ‌ଦ୍ଧାର, ୧ ନିଖୋଜ

ରାଉରକେଲା : ପୁଣି ରାଉରକେଲା କୋଏଲ ନଦୀରେ ଅଘଟଣ ଘଟିଛି । ରାଉରକେଲାରେ ଥିବା ଟିମ୍ବର କଲୋନୀର ୭ ସାଙ୍ଗ ଏକାଠି ହୋଇ କୋଏଲ ନଦୀକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ । ଏମାନଙ୍କ ମଧ୍ୟରୁ ୨ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ଗାଧେଇବା ବେଳେ ଜଣେ ନିଖୋଜ ହୋଇଯାଇଥିଲେ । କିଛି ସମୟରେ ତାଙ୍କୁ
Read More...