Monthly Archives

January 2021

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀସ୍କୁଲ ଫି ହ୍ରାସ ବିଷୟରେ ମତାମତ ଦେଲେ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍କୁଲ ଫି ହ୍ରାସ ବିଷୟରେ ମତାମତ ଦେଇଛ‌ନ୍ତି । ସେ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ତଦାରଖ କରାଯିବ ଓ ଉଚ୍ଚନ୍ୟାୟାଳୟର ନିେ‌ର୍ଦ୍ଦଶ ଅନୁସାରେ ପରବ‌ର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛ‌ନ୍ତି ଗଣଶିକ୍ଷା
Read More...

ବଲାଙ୍ଗିର ଜିଲ୍ଲା ପ୍ରସାଶନ ଦ୍ୱାରା ରାସ୍ତା ପାଇଁ ଜବର ଦଖଲ ଉଚ୍ଛେଦ : ଭଙ୍ଗାହେଲା ଶାନ୍ତିପଡାର ଭବାନୀ ହୋଟେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେଦ୍ର କଲେଜରୁ ଶାନ୍ତିପଡାକୁ ରିଙ୍ଗରୋଡ ତିଆରି ଚାଲିଥିବା ବେଳେ କିଛି ମାସ ପୂର୍ବରୁ ରାସ୍ତାରେ ପଡ଼ୁଥିବା ଜବର୍‌ଦଖଲ୍‌ ବସତି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା । ତେବେ ଶାନ୍ତିପଡାରୁ ରିଙ୍ଗରୋଡ ଅରମ୍ଭରୁ ଭବାନୀ ହୋଟେଲ ଉଚ୍ଛେଦ ହୋଇ
Read More...

ରାଜ୍ୟରେ ଆଜି ୨୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୨୪୪ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୦୨ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଜଳିଗଲା ଚଳନ୍ତା ବସ୍‌ ରୁଦ୍ରକାଳୀ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଫୁଲବାଣୀ : ଜଳିଗଲା ଚଳନ୍ତା ବସ୍‌ ବୋଲି ଖବର ମିଲିଛି ସୂଚନା ଯୋଗ୍ୟ ଯେ, ଆଜି ସକାଳେ 'ରୁଦ୍ରକାଳୀ' ନାମକ ଏକ ଘରୋଇ ବସ୍‌ଟି ଏମ୍‌ ରାମପୁରରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗିବାଡି ଛକରେ ନିଆଁ
Read More...

ମା’ ବାଳକୁମାରୀଙ୍କ ପୀଠରେ ଲିଫ୍ଟ ବ୍ୟବସ୍ଥା ହେବ : ବିଧାୟିକା ଉଷା ଦେବୀ

ବ୍ରହ୍ମପୁର : ରାଜ୍ୟ ସରକାର ଗଞ୍ଜାମର ବିଭିନ୍ନ ପଯର୍‌ୟଟନ କ୍ଷେତ୍ରର ବିକାଶ ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଚିକିଟି ରାଜ ପରିବାରର ଅଧିଷ୍ଟାତ୍ରୀ ଦେବୀ ମା’ ବାଳକୁମାରୀଙ୍କ କ୍ଷେତ୍ରକୁ ଯାତାୟତ କରିବାରେ ଯେଉଁ ସମସ୍ୟା ରହିଥିଲା ତାହା ଦୂର ହେବାରେ ଲାଗିଛି । ପାହାଡ଼ ଶିଖରକୁ ଯାନବାହାନ
Read More...

ବିଦ୍ୟାଳୟ ଓପନ ଚେସ୍‌ ଅନୁଷ୍ଠିତ: ହର୍ଷିତ ଚମ୍ପିଆନ

କଟକ : ଟଙ୍କପାଣି ରୋଡସ୍ଥିତ ବୀଣାପାଣି ଜ୍ଞାନମନ୍ଦିର ପରିସରରେ ଆର.ଏନ୍‌ ଦାସ ଫାଉଣ୍‌ଡେସନ ଏବଂ ଓଡ଼ିଶା ରାଜ୍ୟ ଚେସ୍‌ ସଂଘର ମିଳିତ ଆନୁକୂଲ୍ୟରେ ରବିବାର ୪ର୍ଥ ଡ. ଆର.ଏନ୍‌ ଦାଶ ସ୍ମାରକୀ ବିଦ୍ୟାଳୟ ଓପନ ଚେସ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଏବିଆଇଟି
Read More...

ସ୍କୁଲ ପରେ ଆଜିଠୁ ରାଜ୍ୟରେ ଖୋଲିଛି ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ବି‌ଶ୍ୱମହାମାରୀ କରୋନା ଯୋଗୁଁ ଦୀର୍ଘ ଦଶ ମାସ ପରେ ଆଜିଠୁ ରାଜ୍ୟରେ ଖୋଲିଛି ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ । ତେବେ କୋଭିଡ୍ ନିୟମକୁ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସମସ୍ତେ ମାନିବେ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ଆର‌ମ୍ଭ ହୋଇଛି
Read More...

ଶୋଇଥିବା ଅବସ୍ଥାରେ ପଲଙ୍କରେ ନିଆଁ ଲାଗି ୪ ଜଣ ଗୁରୁତର ଆହତ

ବ୍ରଜରାଜନଗର : ଶୋଇଥିବା ଅବସ୍ଥାରେ ପଲଙ୍କରେ ନିଆଁ ଲାଗି ୪ ଜଣ ଗୁରୁତର ଆହତ ହୋଇଛ‌ନ୍ତି ବୋଲି ଖବର ମିଳିଛି । ଝାରସୁଗୁଡ଼ାର ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ହରିଓମ ବିହାର ଅଞ୍ଚଳରେ ଘରଭିତରେ ଶୋଇଥିବା ଅବସ୍ଥାରେ ପଲଙ୍କରେ ନିଆଁ ଲାଗି ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
Read More...

ଖୋଲିଲା ପ୍ରସିଦ୍ଧ ଶୈବପୀଠ ହରିଶଙ୍କର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଦୀର୍ଘ ନଅ ମାସର ଅପେକ୍ଷା ପରେ ଗତକାଲି ଖୋଲିଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ମନ୍ଦିରର ଦ୍ବାର । ଭକ୍ତ, ପର୍ୟ୍ୟଟକ, ବ୍ୟବସାୟୀ ମାନେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ଯେଉଁ ହରିଶଙ୍କର ମନ୍ଦିର ନଅ ମାସରୁ ଅଧିକ ସମୟ ହେଲା ଖାଁ ଖାଁ
Read More...

ଅଭାବନୀୟ କା‌ଣ୍ଡ : ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀ ମା’ ହେଲେ

ଗୁଣପୁର : ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି । ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀ କନ୍ୟା ସନ୍ତାନର ମା' ହୋଇଛନ୍ତି । ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟ ମା' ଓ ନବଜାତ ଶିଶୁ ସୁସ୍ଥ ଥିବା କୁହାଯାଇଛି । ଗୁଣପୁର ପୁଲିସ୍ ଏ ଘଟଣାରେ ଅଭିଯୁକ୍ତ
Read More...