Yearly Archives

2020

ବୟସ ଉପଯୋଗୀ ଫିଟ୍‌ନେସ ପ୍ରୋଟକଲ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

• ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଫିଟ୍‌ନେସ ଉତ୍ସାହୀଙ୍କ ସହ ମତ ବିନିମୟ• ଫିଟ୍‌ ଇଣ୍ଡିଆ ଡାଇଲଗ୍‌ ପ୍ରତ୍ୟେକ ବୟସ ବର୍ଗର ଫିଟ୍‌ନେସ ଉପରେ ଗୁରୁତ୍ୱ ଦେଉଛି ଏବଂ ଫିଟ୍‌ନେସ ରକ୍ଷା କ୍ଷେତ୍ରରେ ନବଦିଗନ୍ତ ସୃଷ୍ଟି କରିଛି : ପ୍ରଧାନମନ୍ତ୍ରୀନୂଆଦିଲ୍ଲୀ,
Read More...

କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କେନ୍ଦ୍ର କ୍ୟାବିନେଟର ଶୋକ

● ଶ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନାନୂଆଦିଲ୍ଲୀ, (ପିଆଇବି) : ସେପ୍ଟେମ୍ବର ୨୩, ୨୦୨୦ ନୂଆଦିଲ୍ଲୀ ଠାରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କେନ୍ଦ୍ର କ୍ୟାବିନେଟ ଶୋକ ବ୍ୟକ୍ତ କରିଛନ୍ତି ।ଶ୍ରୀ ସୁରେଶ ସି. ଅଙ୍ଗାଡିଙ୍କ
Read More...

କଲେଜରେ ପାଠ ପଢିବା ପାଇଁ ଗରିବ ଆଦିବାସୀ ଛାତ୍ରୀଙ୍କୁ ସହାୟତା ଦେଲା ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଂଚାୟତ ଗୋବିନ୍ଦପୁର ଗ୍ରାମର ସ୍ୱର୍ଗତ ଚିତ୍ରସେନ ଭୋଇଙ୍କ ଝିଅ ଜ୍ୟୋତ୍ସ୍ନା ଭୋଇଙ୍କୁ କଲେଜରେ ପାଠ ପଢ଼ିବା ପାଇଁ ସହାୟତା ପ୍ରଦାନ କରିଛି ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ । ସୂଚନାଯୋଗ୍ୟ ଯେ,
Read More...

‘ସମ୍ବଲପୁର ଡେଭଲପ୍‌ମେଣ୍ଟ ଅଥରିଟି’ କାର୍ଯ୍ୟାଳୟ ପ୍ରତି ଅବହେଳା ଅଭିଯୋଗ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଡେଭଲପ୍‌ମେଣ୍ଟ ଅଥରିଟିର ବୈଷୟିକ ତଥା ପ୍ରଶାସନିକ ଅଧିକାରୀଙ୍କ ଅଭାବ ସବୁବେଳେ ରହିଆସିଛି । ଏବେ ଦୀର୍ଘ ଏକ ବର୍ଷ ହେଲା ଅଧ୍ୟକ୍ଷ ପଦ ଖାଲି ପଡ଼ିଛି । ଫଳତଃ ବହୁ ଗୁରତ୍‌ତ୍ୱପୂର୍ଣ ପ୍ରକଳ୍ପ କାମ ଠପ୍ ହୋଇଯାଇଛି । ସାଧାରଣ ଲୋକଙ୍କ ନକ୍ସା ଅନୁମୋଦନ
Read More...

ଘଣ୍ଟାପଡା ଛକକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲେ ସରପଞ୍ଚ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଘଣ୍ଟାପଡା ବଜାର ଛକରେ ୭ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଘଣ୍ଟାପଡା ସବପଞ୍ଚ ଜିତେନ୍ଦ୍ର କୁମାର ଦେହୁରୀ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି । ଗୋଷ୍ଠୀ ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷା ଓ ସଚେତନତା କରିବା ପାଇଁ ୨୫
Read More...

ଦୁଇ ବାଇକ ମୁହାମୁହିଁ ଧକ୍କା : ଚାଳକ ମୃତ୍ୟୁ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ତଥା ଭବାନୀପାଟଣା-ଖଡିଆଳ ୧୬ ନମ୍ବର ରାଜ୍ୟ ରାଜପଥର ଚାନ୍ଦୋତରା ନିକଟରେ ଥିବା ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିବା
Read More...

ମା’ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି ଚାରି ଅନାଥ ଭାଇ ଭଉଣୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନ ଥିଲା, ବେଶ ଖୁସିରେ ବାପାମା'ଙ୍କ ସହିତ ଚାରି ଭାଇ ଭଉଣୀ ରହୁଥିଲେ । କୁଆଡ଼ୁ କେଜାଣି ମାଡି ଆସିଲା ସୁଖୀ ପରିବାର ଉପରକୁ ବିପଦ । ଏବେ ହଜିଯାଇଛି ପରିବାର ଲୋକଙ୍କ ମୁହଁରୁ ହସ । ଖାଲି ଆଖିରେ ଧାର ଧାର ହୋଇ ଗଡ଼ିପଡୁଛି ଆଖିର ଲୁହ । ବାପାମା'ଙ୍କ
Read More...

ସାମାଜିକ ସ୍ତରରେ ମଧ୍ୟ କରୋନାକୁ ପ୍ରତିହତ କରାଯାଇ ପାରିବ : କଂଟାବାଂଜି ଏନଏସି ଦ୍ୱାରା ଜନ ସଂପର୍କ ଶିବିର ଅନୁଷ୍ଠିତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନଏସି.ର ସଭାଗୃହରେ କରୋନା ପ୍ରତିହତ ଉପରେ ଜନ ସଂପର୍କ ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ସାମାଜିକ ସ୍ତରରେ ମଧ୍ୟ କରୋନାକୁ ପ୍ରତିହତ କରିପାରିବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ପାଳନ, ସାବୁନରେ ହାତ ଧୋଇବା,
Read More...

ରାଜେନ୍ଦ୍ର ଓ ଅଜିତଙ୍କୁ ବଲାଙ୍ଗିର ବିଜେଡି ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଶୈଳଶ୍ରୀ ପେଲେସ୍ ଠାରେ ବଲାଙ୍ଗିର ବିଜୁ ଜନତା ଦଳ ପରିବାର ତରଫରୁ ନବ ନିଯୁକ୍ତ ରାଜ୍ୟ ବିଜୁ ଯୁବ ଜନତା ଦଳର ସମ୍ପାଦକ ଅଜିତ ଯୋଷୀ ଓ ବଲାଙ୍ଗିର ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କୁ ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ
Read More...

ଧାନ ଫସଲରେ ଅଜଣା ରୋଗ : କାମ ଦଉନି କୀଟନାଶକ, ଚିନ୍ତାରେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଧାନ ଫସଲରେ ମାଡି ଚାଲିଛି ଅଜଣା ରୋଗ । କୃଷି ବିଭାଗ ଯେତେ ପ୍ରକାର ଔଷଧ ପକାଇବାକୁ ପରାମର୍ଶ ଦେଲେ ମଧ୍ୟ କୌଣସି ଗୋଟିଏ ବି କାମ କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି ।
Read More...