Daily Archives

ଚୋରା ବାଣ କାରବାର ଉପରେ ଚଢ଼ାଉ : ୩ ଗିରଫ

ରାଜଗାଙ୍ଗପୁର : କରୋନା ସଙ୍କ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ବାଣ ବିକ୍ରି ଓ ବାଣ ଫୁଟାଇବା ଉପରେ ରୋକ ଲଗାଇଥବବା ବେଳେ ଚଳିତ ମାସ ୧୦ ତାରିଖରୁ ୩୦ ତାରିଖ ମଧ୍ୟରେ ବାଣ କେହି ବିକ୍ରି କରିପାରିବେ ନାହିଁ କିମ୍ବା ଫୁଟାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି
Read More...

ସଂପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ପଞ୍ଚମ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଅଷ୍ଟଶମ୍ଭୁ ପୀଠ ଦେଓଗାଁ ଠାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସଂପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ଅନୁଷ୍ଠାନର ସଂଯୋଜକ ରୋସନ ସାହୁଙ୍କ ସଂଯୋଜନାରେ ସଂଘର ସଭାପତି ଅଶୋକ ସାହୁ ଏବଂ ସମ୍ପାଦକ ଶାନ୍ତନୁ ସାହୁଙ୍କ
Read More...

ହୀରା ଭଳି ଚମକିବ ଓ ଶକ୍ତ ରହିବ ଦାନ୍ତ, ଏହି ପ୍ରଭାବଶାଳୀ ଘରୋଇ ଉପଚାର କରନ୍ତୁ

ସମସ୍ତେ ମୁହଁରେ ହସକୁ ଭଲ ପାଆନ୍ତି । ଚେହେରା କେବଳ ହସ ଫୁଟିବା ସହିତ ନୁହେଁ, ବରଂ ହସ ଚେହେରାକୁ ଉଜ୍ଜ୍ୱଳ ମଧ୍ୟ କରିଥାଏ । ମୁହଁର ସୌନ୍ଦର୍ୟ୍ୟରେ ମୁଖ୍ୟ ଅଂଶ ହେଉଛି ଦାନ୍ତ । ଉଜ୍ଜ୍ୱଳ ଦାନ୍ତ କେବଳ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବରଂ ଆପଣଙ୍କ ଚେହେରାରେ ସୌନ୍ଦର୍ୟ୍ୟ ମଧ୍ୟ ଆଣିଥାଏ ।
Read More...

ବିଭିନ୍ନ ସମସ୍ୟା ନେଇ ପାଚିକା ସହାୟିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଏବଂ ଏବିଇଓଙ୍କ ଜରିଆରେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାରେ ଏକ ବିରାଟ ଶୋଭାଯାତ୍ରାରେ ପାଚିକା ସଂଘର ମହିଳାମାନେ ବ୍ଳକ କାର୍ୟ୍ୟଳୟ ଆଗକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍‌ନ୍ତି । ପାଚିକା ସଂଘର ଜିଲ୍ଲା ସଭାପତି ପାଣ୍ଡବ ଭୋଇଙ୍କ ନେତୃତ୍ୱରେ ପାଚିକା ମାନଙ୍କୁ ୨୮ମାସର ଦରମା ବକେୟା
Read More...

ଅସହାୟ ହେମନ୍ତଙ୍କୁ ସାହାଯ୍ୟର ହାତ ବଢାଇଲା ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଜଣା ରୋଗରେ ପୀଡିତ ହେମନ୍ତ ସାହୁଙ୍କୁ ସାହାଯ୍ୟର ହାତ ବଢାଇଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ । ବଲାଙ୍ଗିର ଜିଲ୍ଲା ଅର୍ନ୍ତଗତ ମନହୀରା ଗାଁର ହେମନ୍ତ ସାହୁ ଅଜଣା ରୋଗରେ ପୀଡୀତ ଥିଲେ । ଅର୍ଥ ଅଭାବ ଯୋଗୁଁ ସେ ଚିକିତ୍ସା ପାଇଁ ଯାଇ ପାରୁନଥିଲେ । ତାଙ୍କ ପାଖରେ
Read More...

ଯୋଗ୍ୟତା ଥାଇ ମଧ୍ୟ ମିଳୁନାହିଁ ମଧୁବାବୁ ପେନସନ

ସୋନପୁର, (ପ୍ରଭୁଦତ୍ତ ରଥ) : ଯୋଗତ୍ୟ ଥାଇ ମଧ୍ୟ ମିଳୁନାହିଁ ମଧୁବାବୁ ପେନସନ ବୋଲି ଅଭିଯୋଗ ଆସିଛି । ସୂଚନା ଅନୁସାରେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଲଛିପୁର ଗ୍ରାମ ପଚାଂୟତର ଅସୁରମୁଣ୍ଡା ଗାଁର ତୁଲସୀ ନାଏକ(୬୧) ମଧୁବାବୁ ପେନସନ ଯୋଜନା ପାଇଁ ସେ ବହୁଥର ନିକଟସ୍ଥ ସରପଂଚଙ୍କ ପାଖକୁ
Read More...

ସଚେତନ ନାଗରିକ ମଂଚ ପକ୍ଷରୁ କରୋନା ସଚେତନତା କାର୍ଯ୍ୟାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଚେତନ ନାଗରିକ ମଂଚ ୱାର୍ଡ ନ.୭ ଆନୁକୁଲ୍ୟରେ ବଲାଙ୍ଗିର ସହରର ବିଭିନ୍ନ ଝୁମ୍ପୁଡି ବସ୍ତିମାନଙ୍କରେ କରୋନା ରୋଗ ଉପରେ ସଚେତନତା କାର୍ଯ୍ୟାରମ୍ଭ ଅନୁଷ୍ଠିତ ହୋଇଯାଇଛି । ଯୁବ ନେତା ଲୋଟସ ଷଡଙ୍ଗୀଙ୍କ ଆବାହକତ୍ୱରେ ପ୍ରଥମେ ୱାର୍ଡ ନ.୭ ବିଭୂତିପଡାଠାରେ
Read More...

ବେନାଗୁଡା ଓ ଅଲାତରାରେ କରୋନା ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି (ପି .କେ. ସାହୁ)କଲାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅନ୍ତର୍ଗତ ବେନାଗୁଡା ଏବଂ ଅଲାତରା ଗ୍ରାମରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଅନୁକୂଲ୍ୟରେ ବିବେକାନନ୍ଦ ୟୁଥ କ୍ଲବ ବେନାଗୁଡା ଓ ଅଲାତରାରେ କରୋନା ଭାଇରସ୍‌ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଗଣାରେ
Read More...

ପ୍ରଦୂଷଣ ବୃଦ୍ଧି ଯୋଗୁଁ ଦିଲ୍ଲୀରେ ଫୁଟିବ ନାହିଁ ବାଣ : କେଜ୍ରିୱାଲ ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ କେଜ୍ରିୱାଲ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ସରକାର ଦୀପାବଳି ଅବସରରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରଦୂଷଣ ଏବଂ କରୋନା ବୃଦ୍ଧି ନେଇ ଦିଲ୍ଲୀ
Read More...

ଅଶ୍ଳୀଳ ଫଟୋ ସୁଟ୍‌ ହେତୁ ଅଭିନେତ୍ରୀ ପୁନମ ପାଣ୍ଡେ ଗିରଫ୍‌

ମୁମ୍ବାଇ : ଅଶ୍ଳୀଳ ଫଟୋ ସୁଟ୍‌ ପାଇଁ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ପୁନମ ପାଣ୍ଡେ ଗିରଫ୍ । ସୂଚନା ଅନୁସାରେ କିଛି ଦିନ ତଳେ ଗୋଆ ସମୁଦ୍ର ବେଳାଭୂମିରେ ପୁନମ ଅଶ୍ଳୀଳ ଫଟୋ ସୁଟ୍ କରୁଥିବା ନେଇ ନଭେମ୍ବର ୩ ତାରିଖରେ ଗୋଆ ଫରୱାର୍ଡ ପାର୍ଟିର ମହିଳା ଶାଖା ପୁନମଙ୍କ ନାମରେ ଦକ୍ଷିଣ ଗୋଆର
Read More...
error: Content is protected !!