Daily Archives

ଜୟପୁର ଏଫଓବି ପକ୍ଷରୁ “କୋଭିଡ-୧୯ ସମୟରେ ଶ୍ରେଷ୍ଠ ଅଭ୍ୟାସ” ଶୀର୍ଷକ ୱେବିନାର ଆୟୋଜିତ

କୋରାପୁଟ, ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ(ଏଫଓବି), ଜୟପୁର, କୋରାପୁଟ ପକ୍ଷରୁ “କୋଭିଡ-୧୯ ସମୟରେ ଶ୍ରେଷ୍ଠ ଅଭ୍ୟାସ” ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ବକ୍ତା ଭାବେ କୋରାପୁଟ ମୁଖ୍ୟ ଚିକିତ୍ସା
Read More...

ଟେଲି-ଆଇନ ନୂଆ ମାଇଲଖୁଣ୍ଟ ଛୁଇଁଲା : ସିଏସ୍‌ସି ପ୍ରୟାସରେ ୪ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ଆଇନଗତ ପରାମର୍ଶ

• ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୭ ମାସ ମଧ୍ୟରେ ୨.୦୫ ଲକ୍ଷ ପରାମର୍ଶ ପ୍ରଦାନ କରାଯାଇଛି• ୨୦୨୦ ଏପ୍ରିଲ ସୁଦ୍ଧା ଏଭଳି ପରାମର୍ଶର ମୋଟ ସଂଖ୍ୟା ଥିଲା ୧.୯୫ଲକ୍ଷ ନୂଆଦିଲ୍ଲୀ, (ପିଆଇବି) : ୨୦୨୦ ଅକ୍ଟୋବର ୩୦ ସୁଦ୍ଧା ଟେଲି-ଆଇନ ଦେଶରେ ଏକ ନୂଆ ମାଇଲଖୁଣ୍ଟକୁ ସ୍ପର୍ଶ କରିଛି । କମନ୍‌
Read More...

ନଭେମ୍ବର ୫ ତାରିଖରେ ଭର୍ଚୁଆଲ ଗ୍ଲୋବାଲ ଇନଭେଷ୍ଟର ରାଉଣ୍ଡଟେବୁଲରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

• ରାଉଣ୍ଡଟେବୁଲରେ ସମଗ୍ର ବିଶ୍ୱର ଶୀର୍ଷ ପେନସନ ଓ ସୋଭରେନ ୱେଲଥ ଫଣ୍ଡଗୁଡ଼ିକ ଅଂଶଗ୍ରହଣ କରିବେ• ଭାରତରେ ଅନ୍ତର୍ଜାତୀୟ ନିବେଶ ବୃଦ୍ଧି ଦିଗରେ ସୁଯୋଗ ପ୍ରଦାନ କରିବ ଏହି କାର୍ୟ୍ୟକ୍ରମ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫ ନଭେମ୍ବର, ୨୦୨୦ରେ ଭର୍ଚୁଆଲ
Read More...

ବ୍ୟାଙ୍କ ସମୂହ ଦ୍ୱାରା ଲାଗୁ କରାଯାଉଥିବା ସେବାଶୁଳ୍କ (ସର୍ଭିସ ଚାର୍ଜ)ର ବାସ୍ତବ ସ୍ଥିତି

ନୂଆଦିଲ୍ଲୀ, (ପିଆଇବି) : କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେବାଶୁଳ୍କ ବା ସର୍ଭିସ ଚାର୍ଜ ଅତ୍ୟଧିକ ବୃଦ୍ଧି କରିଥିବା ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବାସ୍ତବ ସ୍ଥିତି ସଂପର୍କରେ ନିମ୍ନ ମତେ ସୂଚନା ଦିଆଯାଇଛି ।• ଜନଧନ
Read More...

କଛାରପାଲିରେ ଗୋଷ୍ଠୀ ‌ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଶତାଧିକ ଲୋକଙ୍କ କରୋନା ପରୀକ୍ଷା

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦିନ ୧୦ଟା ସମୟରେ ଦେଓଗାଁ କଛାରପାଲିର କନ୍ଧପାଲି ଓ ମଦନପାଲିର ଦେଓଗାଁ ଗୋଷ୍ଠୀ ‌ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କରୋନା ପରୀକ୍ଷା କରାଯାଇଥିଲା । ଉଭୟ ପଡ଼ାର ୧୧୦ ଜଣଙ୍କୁ ପରୀକ୍ଷା କରାଯାଇଥିଲା । ଆରଟିପିସିଆର କିଟରେ ୬୦ଜଣ ଓ ଆଣ୍ଟିଜେଣ୍ଟ କିଟରେ
Read More...

ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫.୫ ଲକ୍ଷ ତଳକୁ ଖସିଲା

• ୧୦୫ ଦିନ ପରେ ଗୋଟିଏ ଦିନରେ ୩୮,୩୧୦ ନୂଆ ପଜିଟିଭ୍ ମାମଲା• ମୋଟ ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ୭୦ ଲକ୍ଷ ଟପିଲା ନୂଆଦିଲ୍ଲୀ, (ପିଆଇବି) : କୋଭିଡ ମୁକାବିଲାରେ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ପଜିଟିଭ୍ ମାମଲା ୪୦
Read More...

ବୋଡସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) :ବୋଡାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସୁଶ୍ରୀ ଜିତେଶ୍ବରୀ ଦାସ ସଭାପତିତ୍ବ କରିଥିଲେ । ସଂପାଦକ ରାଜେନ୍ଦ୍ର କୁମାର ମହାନ୍ତି ଗତବର୍ଷର ଆୟବ୍ୟୟର ଅଟକଳ ଉପସ୍ଥାପନ କରିଥିଲେ ।
Read More...

ଦୀପାବଳି ବେଳେ ବାଣ ଫୁଟା ଓ ବାଣ ବିକ୍ରି ନିଷେଧ, ଅମାନିଆଁ ସାମ୍ନା କରିବେ କଡ଼ା କାର୍ଯ୍ୟାନୁଷ୍ଠାନ : ରାଜ୍ୟ ସରକାର

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଦୀପାବଳି ବେଳେ ବାଣଫୁଟାକୁ ରାଜ୍ୟ ସରକାର ନିଷେଧ କରିଛନ୍ତି । ଏହା ସହ ବାଣ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଜାରି କରିଥିବା ଜଣାପଡ଼ିଛି । ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିସନରଙ୍‌ଙ୍କ ପକ୍ଷରୁ ଏକ
Read More...

ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଗଣ ଆନ୍ଦୋଳନ ସହ ଧାରଣା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବୀ ନେଇ ଆଜିଠୁ ୫ ତାରିଖ ଯାଏଁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଗଣ ଆନ୍ଦୋଳନ ସହ ଧାରଣା ଆରମ୍ଭ ହୋଇଛି । କ୍ରମାଗତ ଭାବେ ରାଜ୍ୟରେ ବିଦ୍ବ୍ୟୁତ ଶୁଳ୍କ ବୃଦ୍ଧି, କେନ୍ଦ୍ର
Read More...

ଶୀତଦିନେ ଏହି ୫ଟି ଖାଦ୍ୟ ଖାଆନ୍ତୁ : ନିରୋଗ ରହିବା ସହ ପେଟର ଚର୍ବି ବି କମିଯିବ

ଶୀତ ଋତୁ ଆରମ୍ଭ ହୋଇଛି । ଏପରି ପରିସ୍ଥିତିରେ ଯେଉଁମାନେ ଓଜନ ହ୍ରାସ କରନ୍ତି ସେମାନଙ୍କୁ ବହୁତ ସଂଘର୍ଷ କରିବାକୁ ପଡିବ । ଶୀତଦିନେ ଆମର ଖାଦ୍ୟ ବଢ଼ିଥାଏ ଏବଂ ଶାରୀରିକ ପରିଶ୍ରମ କମ୍ ହୋଇଯାଏ । ଯେଉଁଥି ପାଇଁ ଆମର ଓଜନ ଦ୍ରୁତ ଗତିରେ ବଢ଼ିବା ଆରମ୍ଭ କରେ । ଯଦି ଆପଣ ଓଜନ ହ୍ରାସ କରିବାକୁ
Read More...
error: Content is protected !!