Daily Archives

ବେନିୟମ ବାଲି ଚାଲାଣ ଅଭିଯୋଗରେ ୩ଟି ଟ୍ରାକ୍ଟରରୁ ୧୭ ହଜାର ଟଙ୍କା ରାଜସ୍ୱ ଆଦାୟ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ତହସିଲ ଅନ୍ତର୍ଗତ ଘଣ୍ଟାପଡା ରାଜସ୍ବ ସର୍କଲ ଅଧୀନ କୁଲୁତାଯୋର ପଞ୍ଚାୟତର ଫାସେଡ ଗ୍ରାମ ତେଲନଦୀ ଠାରୁ ବାଲି ଚାଲାଣ ହେଉଥିବା ବେଳେ ତହସିଲ ପକ୍ଷରୁ ଚଢାଉ କରି ୩ଟି ଟ୍ରାକ୍ଟର ଠାରୁ ୧୭ ଜହାର ଟଙ୍କାର ଫାଇନ ଆଦାୟ କରା ଯାଇଛି । ସୂଚନା ଯୋଗ୍ୟ ଯେ
Read More...

ବିହାର ନିର୍ବାଚନ ଫଳାଫଳ ପରେ ସମାଲୋଚକମାନେ ଖାମୁସ୍‌ ହୋଇଯିବେ : ଶତୃଘ୍ନ‌ ସିହ୍ନା

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ପ୍ରସିଦ୍ଧ ଅଭିନେତା ଶତୃଘ୍ନ‌ ସିହ୍ନା ବିହାର ବିଧାନସଭା ନିର୍ବାଚନରେ ​​ଗ୍ରାଣ୍ଡ ଆଲାଇନ୍ସର 'ମହାବିଜୟ'ର ଆଶା ପ୍ରକାଶ କରି କହିଛନ୍ତି ଯେ, ନଭେମ୍ବର ୧୦ରେ ଭୋଟ ଗଣନା ଦିନ ଜନତା ଦଳ(ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କ ସମାଲୋଚକମାନେ ଖାମୁସ୍‌
Read More...

କରମସାନୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଧାରୋଲ ଗ୍ରାମରେ ତିନି ବର୍ଷ ଧରି ଅନୁଷ୍ଠିତ ହେଉଛି କରମସାନୀ ପୂଜା । ଏ ବର୍ଷ ମଧ୍ୟ କରୋନା କଟକଣାକୁ ଆଖିରେ ରଖି କରମସାନୀ ପୂଜା ଅନୁଷ୍ଠିତ ହୋଇଅଛି । ଏହି ପୂଜାର ପରିଚାଳନା ଦାୟିତ୍ୱରେ ଥିଲେ ଗ୍ରାମର ବହୁତ କରମସାନୀ ପ୍ରେମୀ ।
Read More...

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ବକୃତା ପ୍ରତିଯୋଗିତାର ଫଳାଫଳ ଘୋଷଣା

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ଠାରେ ଦୁର୍ନୀତି ନିବାରଣ ବିଭାଗ ଓ ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅକ୍ଟୋବର ମାସ ୨୭ ତାରିଖରୁ ନଭେମ୍ବର ମାସ ୨ ତାରିଖ ପର୍ୟ୍ୟନ୍ତ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଦୁର୍ନୀତି ନିବାରଣ ବିଭାଗ ରାଉରକେଲା ତରଫରୁ
Read More...

ଆଗଲପୁର ତହସିଲ କାର୍ୟ୍ୟାଳୟରେ କର୍ମଚାରୀ ଅଭାବ : ହିତାଧିକାରୀ ହନ୍ତସନ୍ତ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ଠାରେ ଏକ ତହସିଲ କାର୍ୟ୍ୟାଳୟ ଅଛି । କିନ୍ତୁ ତହସିଲ କର୍ମଚାରୀ ଅଭାବ ହେତୁ ବାରମ୍ବାର ଅଚଳାବ‌ସ୍ଥା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । କାର୍ୟ୍ୟାଳୟରେ ୫୦ ଜଣ କର୍ମଚାରୀ ବଦଳରେ ବର୍ତମାନ ଅଛନ୍ତି ୧୨ରୁ ୧୫ ଜଣ । ଏହି ସମସ୍ୟା
Read More...

ଅଖିଲ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ପକ୍ଷରୁ ୱେବ୍‌ ସଂଗୋଷ୍ଠୀ ଆୟୋଜନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଲ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସମଗ୍ର କୃତି ସଂପର୍କରେ ଏକ ୱେବ୍‌ ସଂଗୋଷ୍ଠୀ ଜିଲ୍ଲା ସଭାପତି ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ମର୍ଯ୍ୟଦାରେ ରାଜ୍ୟ ସଭାପତି ଡ. ରମେଶ
Read More...

ବିଦ୍ୟୁତ ଶୁଳ୍କ ବୃଦ୍ଧି ତଥା କୃଷକ, ଶ୍ରମିକ ଓ କର୍ମଚାରୀ ବିରୋଧୀ ଆଇନ ବିରୁଦ୍ଧରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଶାଖାର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଆଜି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ ନୀତି, କୃଷି ଓ କୃଷକ ବିରୋଧୀ ନୀତି ତଥା କରୋନା ମହାମାରୀ
Read More...

ଆଫ୍ରିକୀୟ ଦେଶ ମାଲିରେ ଫ୍ରାନ୍ସ ସୈନ୍ୟ‌ଙ୍କ ‌ଦ୍ୱାରା ୫୦ରୁ ଅଧିକ ଜିହାଦୀ ଆତଙ୍କବାଦୀଙ୍କୁ ହତ୍ୟା

ବମାକୋ : ଆଫ୍ରିକାର ମାଲିରେ ଫ୍ରାନ୍ସର ସେନା ୫୦ରୁ ଅଧିକ ଜିହାଦୀ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଫ୍ରାନ୍ସ ସରକାର କହିଛନ୍ତି ଯେ, ଡ୍ରୋନ୍ ଦ୍ୱାରା ବହୁ ସଂଖ୍ୟକ ମୋଟରସାଇକେଲ ଆରୋହୀ ଆତଙ୍କବାଦୀଙ୍କୁ ଚିହ୍‌ହ୍ନଟ କରାଯାଇଥିଲା ଓ ପରେ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୫୨ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରେ ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରେ ୬ ଜଣ ସଂକ୍ରମିତ ହୋଇଥିବା ବେଳେ ୱାର୍ଡ ନଂ.୨, ୬, ୧୮, ୧୯, ୨୦ ଓ ୨୧ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ବ୍ଲକ୍‌
Read More...

ଭବାନୀ ଶଙ୍କର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ହିନ୍ଦୀରେ ଟପ୍ପର

ବଲାଙ୍ଗିର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ହିନ୍ଦୀରେ ଟପ୍ପର ହୋଇଛନ୍ତି ଭବାନୀ ଶଙ୍କର ପଟେଲ । ଭବାନୀ ୮.୦୦ ସିଜିପିଏ ରଖି ଏହି ସଫଳତା ହାସଲ କରିଥିିବା ବେଳେ ତାଙ୍କ ସଫଳତା ଯୋଗୁଁ ତାଙ୍କ ପରିବାରରେ ତଥା ବନ୍ଧୁବର୍ଗରେ ଖୁସିର ଲହରି ଖେଳି ଯାଇଛି । ତାଙ୍କ ବାପା ଲକ୍ଷ୍ମୀକାନ୍ତ
Read More...