Daily Archives

ସୁସ୍ଥଙ୍କ ସଂଖ୍ୟା ୭୫ ଲକ୍ଷ ଟପିଲା

• ବିଶ୍ୱରେ ସର୍ବାଧିକ ଆରୋଗ୍ୟ ଥିବା ଦେଶ ତାଲିକାର ଶୀର୍ଷରେ ସ୍ଥାନ ବଜାୟ ରଖିଛି ଭାରତ• ବିଗତ ଦୁଇ ମାସରେ କରୋନା ସକ୍ରିୟ ମାମଲା ପ୍ରତିଶତ ତିନି ଗୁଣରୁ ଅଧିକ ହ୍ରାସ• ଭାରତରେ ନମୁନା ପରୀକ୍ଷା ଅତିକ୍ରମ କଲା ୧୧ କୋଟି ନୂଆଦିଲ୍ଲୀ, (ପିଆଇବି) : ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହେବା
Read More...

ସ୍ପେଶାଲ ବରୋଇଂ ୱିଣ୍ଡୋ ଜରିଆରେ କେନ୍ଦ୍ର ସରକାର ଦ୍ୱିତୀୟ ଦଫାରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ…

• ଅର୍ଥ ମନ୍ତ୍ରଣାଳୟ ଏ ଯାବତ୍‌ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥାରେ ୧୨ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବାର ବ୍ୟବସ୍ଥା କରିଛି ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏହାର ସ୍ପେଶାଲ ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ
Read More...

ବିଜୁ ଜନତା ଦଳ ପକ୍ଷରୁ ଜନସଚେତନତା ଓ ମାସ୍କ ବଂଟନ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ.ସାହୁ) : ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେଁପୁର ଗ୍ରାମ ପଂଚାୟତର ସାପସିଲେଟ ଶିବ ମନ୍ଦିର ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ଜନସଚେତନତା ଓ ମାସ୍କ ବଂଟନ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ
Read More...

ଏହି ପାଞ୍ଚଟି ଭୁଲ୍‌ ବ୍ଲଡ ସୁଗାର୍‌ ବଢ଼ାଇଥାଏ, ଜାଣ‌ନ୍ତୁ ସେଇ ଭୁଲ୍‌

ଶୃଂଖଳାବିହୀନ ଜୀବନ ଶୈଳୀ ଏବଂ ଅନିୟମିତ ଖାଦ୍ୟ ପାନୀୟ ହେତୁ ଆଜିକାଲି ଲୋକେ ଅଧିକରୁ ଅଧିକ ମଧୁମେହ ରୋଗର ଶିକାର ହେଉଛନ୍ତି । ଏପରି ପରିସ୍ଥିତିରେ ବ୍ଲଡ ସୁଗାର୍‌ ରୋଗୀମାନଙ୍କୁ ନିଜ ପାଇଁ ବିଶେଷ ଯତ୍ନ ନେବାକୁ ପଡ଼ିବ । କାଁ ଭାଁ କରାଯାଇଥିବା ଟିକିଏ ଅବହେଳା ମଧ୍ୟ ଅନେକ ପ୍ରମୁଖ ରୋଗର
Read More...

ଜେଏସଏମ କଲେଜ ପରିସରରେ ୨୦୨୦-୨୧ ଫ୍ରେସର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା ଜେଏସଏମ ଯୁକ୍ତ ଦୁଇ ଓ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ମର୍ଦ୍ଧନା ପର୍ବ ଆରମ୍ଭ ହୋଇଯାଇଛି । ତେବେ ୨୦୨୦-୨୧ ଚଳିତ ବର୍ଷ ପାଇଁ ନୂତନ ଭାବେ ଏଡ଼ମିଶନ ନେଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା
Read More...

ଧାନ ଫସଲ ବୀମା ପ୍ରଦାନରେ ବୈମାତୃକ ମନୋଭାବ ପ୍ରଦର୍ଶନ କରାନଯାଉ : କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖରିଫ୍‌ ଧାନ ଫସଲ ବୀମା ପ୍ରଦାନରେ ବିଳମ୍ବ, ପାତର ଅନ୍ତର, ବିଭାଜନ ପ୍ରକ୍ରିୟା କରାଯାଉଛି ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତି ଅଭିଯୋଗ କରିଛି । ଏଥିପାଇଁ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଫସଲ ବୀମା ଶୀଘ୍ର ପ୍ରଦାନ ଦାବୀକୁ ନେଇ ଆନ୍ଦୋଳନ କରିବାକୁ
Read More...

ପୁଣି ଅଲୋଡା ହେଲେ ବୃଦ୍ଧା ମା’ : ପରିଣତ ବୟସ ସାଙ୍ଗକୁ ଅଜଣା ରୋଗ ଦୂର କରିଦେଲା ଜନ୍ମ କଲା ପୁଅ ଝିଅଠୁ

ବରଗଡ଼, (ନିରୋଜ କୁମାର ପାଣୀ) : ମା' ଆଖିରେ ଲୁହ । ନିଜ ପୁଅ ଝିଅ‌ଙ୍କ ପାଇଁ ଆଖିର ଲୁହକୁ ନିଜର ପଣତ କାନିରେ ପୋଛି ଦେଉଥିବା ସେଇ ମଣିଷର ନାମ ହେଉଛି ମା' । ପିଲାର ସବୁ ଅଝଟକୁ ମୁଣ୍ଡରେ ଆଉଁସି ନେଇ ସହିଯାଉଥାଏ ମା' । ହେଲେ ଏଠାରେ ମା' ହୋଇଛି ଅଲୋଡ଼ା । ଡାକ୍ତର କହିବା ପୂର୍ବରୁ ବଡ଼ରୋଗ
Read More...

ସଂପାଦନା କ୍ଷେତ୍ରରେ ‘ମହୁରି’ ରାଜ୍ୟର ଏକ ନମ୍ବର ପତ୍ରିକା : ସୁକାନ୍ତ ସାହୁଙ୍କୁ ଶ୍ରେଷ୍ଠ ସଂପାଦକ ସମ୍ମାନ

ଭବାନୀପାଟଣା, (କେପିଏନ୍‌ଏସ୍‌) : ୨୦୦୮ ମସିହାରୁ ଭବାନୀପାଟଣାରୁ ନିୟମିତ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା 'କଳାହାଣ୍ଡି କବିତା ଆନ୍ଦୋଳନର ଏକ ଶାଶ୍ୱତ ସ୍ପନ୍ଦନ ମହୁରି' ଚଳିତ ବର୍ଷ ଶାରଦୀୟ ପତ୍ରିକାମାନଙ୍କ ମଧ୍ୟରେ ରାଜ୍ୟରେ ଏକ ନମ୍ବର ପତ୍ରିକାର ମାନ୍ୟତା ପାଇଛି । ଗଞ୍ଜାମର କବିତାଘର
Read More...

ଯୁକ୍ତ ୩ ସ୍ପଟ୍‌ ଆଡ୍‌ମିଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ନଭେମ୍ବର ୧୦ରୁ ୧୩ ପର୍ଯ୍ୟନ୍ତ ପକାଇ ପାରିବେ…

ଭୁବନେଶ୍ୱର : ଉଚ୍ଚ ଶିକ୍ଷା ଅଧୀନରେ ରହିଥିବା ସମସ୍ତ ଡିଗ୍ରୀ କଲେଜରେ ୨୦୨୦-୨୧ ଶିକ୍ଷାବର୍ଷର ଯୁକ୍ତ ୩ ପ୍ରଥମ ବର୍ଷରେ ସ୍ପଟ ଆଡ୍‌ମିଶନ୍‌ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ନଭେମ୍ବର ୯ରେ ଖାଲିଥିବା ସିଟ୍‌ ନେଇ ଉଚ୍ଚଶିକ୍ଷା ବିଭାଗ
Read More...

ଆସ୍ଥା ପରିବାର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ସୋମବାର ଦିନ କରୋନା ମହାମାରୀ ସମୟରେ ରକ୍ତାଭାବ କୁ ଆଖି ଆଗରେ ରଖି ଆସ୍ଥା ପରିବାର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜଣାଶୁଣା ସମାଜସେବୀ ଶ୍ରୀମତୀ ଏ. ଲାଠ ଏବଂ ଶ୍ରୀ ସପନ କୁମାର ଦାସ ଯୋଗଦାନ
Read More...
error: Content is protected !!