Monthly Archives

September 2020

ଓଡ଼ିଶା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ କେନ୍ଦ୍ରୀୟ ଟିମ ପଠାଇବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

• ଆବଦ୍ଧାଞ୍ଚଳ ନିରୀକ୍ଷଣ, ନମୁନା ପରୀକ୍ଷା ଏବଂ ଦକ୍ଷ ଚିକିତ୍ସା ପରିଚାଳନାକୁ ସୁଦୃଢ଼ କରିବାରେ ସହାୟତା କରିବ କେନ୍ଦ୍ରୀୟ ଦଳନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମିଶାଇ ଚାରିଟି ରାଜ୍ୟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ନିୟୋଜିତ କରିବା ଲାଗି କେନ୍ଦ୍ର
Read More...

ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ : ଭାରତୀୟ ସେନାକୁ ପିନାକ କ୍ଷେପଣାସ୍ତ୍ର ଯୋଗାଣ ପାଇଁ ଭାରତୀୟ କମ୍ପାନୀଗୁଡ଼ିକ ସହ…

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ଗତକାଲି ତାହାକୁ ଆଉ ଏକ ସାମର୍ଥ୍ୟ ମିଳିଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ କ୍ରୟ ବିଭାଗ ଆଜି ଭାରତ ଆର୍ଥମୁଭର୍ସ ଲିମିଟେଡ଼, ଟାଟା
Read More...

କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ କଲେ କୋରନା ଯୋଦ୍ଧା

ଆଗଲପୁର, (ଦେବାଶିଷ ପଧାନ) : କେନ୍ଦ୍ରସରକାର ଓ ରାଜ୍ୟସରକାର କୋଭିଡ୧୯ କୁନେଇ ଅନେକ କଟକଣା ଜାରିକରିଛନ୍ତି । ଉଲଂଘନକାରୀଙ୍କ ବିରୁଦ୍ଧରେ ମଧ୍ୟ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । କିନ୍ତୁ ମହାମାରୀ କୋରନାରେ ଯୋଦ୍ଧା ସାଜିଥିବା ସରକାରୀ କର୍ମଚାରୀ ହିଁ ନିୟମ ଭାଙ୍ଗୁଛନ୍ତି । ବଲାଙ୍ଗୀର
Read More...

ଟିକି କାଇଁଚ ପତ୍ରିକାର ଅନଲାଇନ କବିତା ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିରରୁ ପ୍ରକାଶିତ ତ୍ରୈମାସିକ ଶିଶୁ ପତ୍ରିକା ଟିକି କାଇଁଚ ସାହିତ୍ୟ ଅନୁଷ୍ଠାନ ତରଫରୁ ଅନଲାଇନ ମାଧ୍ୟମରେ ଶିଶୁ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଂପାଦକ ଗୋପୀନାଥ ଦଣ୍ଡସେନାଙ୍କ ସଂଯୋଜନାରେ ବିଭିନ୍ନ ଜିଲ୍ଲାରୁ ପାଞ୍ଚଜଣ କବି ଯୋଗଦେଇ ନିଜର
Read More...

ଆନ୍ଦୋଳନ ବ୍ୟାପକ ହେବ ବୋଲି ସୁରକ୍ଷା ମଂଚର ଘୋଷଣା

ସମ୍ବଲପୁର, (ଦାମୋଦର ପଣ୍ଡା) : ଏନ୍ ଏଲ ସି କମ୍ପାନୀ ପ୍ରତିଶ୍ରୁତି ମୁତାବକ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ନିଯୁକ୍ତି ଦେଉଥିବା ପ୍ରତିବାଦରେ ସୁରକ୍ଷା ମଞ୍ଚ ତରଫରୁ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ କାମ ବନ୍ଦ ରହିଛି। ରେଙ୍ଗାଲି ନିକଟସ୍ଥ ତଲାବିରା୨ ଓ ୩, କୋଇଲା ଖଣିରେ
Read More...

ଚାଷଜମିରୁ ଉଦ୍ଧାର ହୋଇଥିବା ୮ ଫୁଟିଆ ଅଜଗରକୁ ମଠଖାଇ ଜଙ୍ଗଲରେ ଛାଡିଲା ବନ ବିଭାଗ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ରେଞ୍ଜ ଅନ୍ତର୍ଗତ କୁଡ଼ାସିଂହା ଫରେଷ୍ଟ ସେକ୍ସନର କୁଡ଼ାସିଂହା ଗାଁ ନିକଟରେ ଏକ ୮ ଫୁଟର ଅଜଗରକୁ ଉଦ୍ଧାର କରି ମଠଖାଇ ସଂରକ୍ଷିତ ଜଙ୍ଗଲରେ ଦେଓଗାଁ ବନ ବିଭାଗ ଛାଡିଥିବା ଜଣାପଡିଛି। କୁଡ଼ାସିଂହା ଗାଁକୁ ଲାଗିକି ଥିବା ପତ୍ରଫଡ଼ି ନିକଟରେ ଚାଷ ଜମିରୁ
Read More...

କରୋନା ଚିହ୍ନଟ ପରେ ବ୍ଲକ୍ କାର୍ୟ୍ୟାଳୟକୁ ୨ ଦିନ ବନ୍ଦ କଲେ ବିଡ଼ିଓ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ କାର୍ୟ୍ୟାଳୟରେ ଜଣେ କରୋନା ଯୋଦ୍ଧା କରୋନାରେ ସଂକ୍ରମିତ ବୋଲି ଜଣାପଡିବା ପରେ ବ୍ଲକ କାର୍ୟ୍ୟାଳୟକୁ ୨ ଦିନ ପାଇଁ ସିଲ କରିଛନ୍ତି ଦେଓଗାଁ ବିଡ଼ିଓ ନବୀନ ଚନ୍ଦ୍ର ପାଢ଼ୀ। ତାଙ୍କ କାର୍ୟ୍ୟାଳୟର ପତ୍ର ସଂଖ୍ୟା ୧୪୬୬ ତା ୩୧/୮/ ୨୦ରେ ବ୍ଲକ
Read More...