ପିଲାଙ୍କ ପାଖରେ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ
ତୁଷୁରା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ତୁଷୁରା ବ୍ଲକ ଅନ୍ତର୍ଗତ ଗୁଡଭେଲା ଗ୍ରାମ ସ୍ଥିତ ନୋଡାଲ ହାଇସ୍କୁଲ ସମରାରେ ପିଲାଙ୍କ ପାଖରେ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ସମ୍ମାନିତ!-->…
Read More...
Read More...