ତୁଷୁରାରେ ମା’ ସମଲେଶ୍ୱରୀଙ୍କ ରାଜରାଜେଶ୍ୱରୀ ବେଶ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଗତକାଲି ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଆଶ୍ୱିନ ପୂର୍ଣ୍ଣିମା ତିଥିରେ ମା’ ଏହି ବେଶରେ ପ୍ରତିବର୍ଷ ଦର୍ଶନ ଦେଇଥାନ୍ତି । ଏହି ଅବସରରେ ମା’ଙ୍କଠାରେ ଖିରି ଓ ମିଷ୍ଟାନ୍ନ ଭୋଗ ଲାଗି ହୋଇଥିଲା । ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ ଲାଗିଥିଲା ।

Leave A Reply

Your email address will not be published.

eighteen + 7 =