Browsing Tag

turekela news

ବିଧାୟକଙ୍କ ଦ୍ୱାରା ଭତ୍ତାବଣ୍ଟନ ସମାରୋହ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ଵାରା ନୂତନ ଭାବେ ପାଇବାକୁ ଥିବା ବିଧବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ଅବିବାହିତ ଭତ୍ତା ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ଚେୟାରମେନ ଅନ୍ନୁ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ…
Read More...

ନିରାଶ୍ରୟା କୌଶଲ୍ୟାଙ୍କୁ କେବେ ମିଳିବ ଘର

ତୁରେକେଲା, (କୈଳାଶ ସଗ୍ରିଆ) : ହଲନଭଟା ଗ୍ରା.ପ. ଅନ୍ତର୍ଗତ କୁଶପାଲି ଗ୍ରାମର କୌଶଲ୍ୟା ମେହେର ସ୍ଵାମୀ ସ୍ୱର୍ଗତ ଲଛମନ ମେହେର ଏକ ଜମିହୀନ ନିରିହ ବିଧବା ମହିଳା ଦୈନିକ କୁଲି ମଜୁରି କରି ନିଜର ଦୁଇ ପୁଅ ସଦାଶିବ ମେହେର (୧୩) ଓ ଧନେଶ୍ଵର ମେହେର (୧୨) ସହିତ ନିଜର ପରିବାର ଭରଣପୋଷଣ…
Read More...

ରାସ୍ତା ମରାମତ୍ତି ନମନ୍ତେ ଏସ୍‌ଏଚ୍‌ଜି ମହିଳାଙ୍କ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ହଲନଭଟା ଗ୍ରା.ପ.ଅନ୍ତର୍ଗତ କୁଶପାଲିରୁ ଲାଠୋରକୁ ଯିବା ରାସ୍ତା ଓ କୁଶପାଲିରୁ ହଲନଭଟା ଯିବାକୁ ଏବଂ କୁଶପାଲିରୁ ବରିଆଲିକୁ ରାସ୍ତାର ଅବସ୍‌ସ୍ଥା ଅତି ଶୋଜଦୀୟ ହୋଇପଡିଛି । ସୂୁନା ଅଦୁସାରେ ପ୍ରାୟ ଆଠ ବର୍ଷ ହେବ ରାସ୍ତା ମରାମତି ହୋଇ ନାହିଁ ରାସ୍ତାର ଗେଠି…
Read More...

ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କଲେ ଏସ୍ଏଚ୍‌ଜି ମହିଳା ବୃନ୍ଦ ଓ…

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ସାଲେମୁଣ୍ଡା ଗାଁରୁ କନ୍ଦ୍ଇ ଗ୍ରା.ପ. ଅନ୍ତର୍ଗତ ଟିକ୍ରାପଡା ଗାଁକୁ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଟିକ୍ରାପଡା ଛୁଟିଗୁଡି ଛକ୍ ଯାହାକି…
Read More...

ତୁରେକେଲା ବ୍ଲକର ବିଭିନ୍ନ ଅଞ୍ଚଳରେ କରୋନା ଟୀକାକରଣ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ତୁରେକେଲା ବ୍ଲକ ଅନ୍ତର୍ଗତ ଖୁଟୁଲୁମୁଣ୍ଡା, ଦାବରି, ଲର୍କି, ଗଡଗଡବାହାଲ, ନାଗଫେନା, କନ୍ଦେଇ ଓ ଭରୁଆକାନି ଗ୍ରାମରେ ଭେକ୍ସିନେଟର ମେହେତ୍ରୀ ନାଏକ, ଡିଇଓ ପ୍ରହଲ୍ଲାଦ ସାହୁ ଅଙ୍ଗନବାଡ଼ି କର୍ମୀମାନେ ଏବଂ ଆଶାକର୍ମୀଙ୍କ ଉପସ୍ଥିତି କ୍ରମେ ଉପରୋକ୍ତ…
Read More...

ଜଙ୍ଗଲ ସୁରକ୍ଷା ନିମନ୍ତେ ବୈଠକ

ତୁରେକେଲା, (କୈଳାଶ ସଗ୍ରିଆ) : ବ୍ଲକ କାର୍ୟ୍ୟାଳୟରେ ଜଙ୍ଗଲରେ ଲାଗୁଥିବା ନିଆଁକୁ ରୋକିବା ପାଇଁ ସଚେତନତା ଓ ଜଙ୍ଗଲ ସୁରକ୍ଷା ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିବା ବେଳେ ଚେୟାରମେନ୍ ଅନ୍ନୁ ଭୋଇ ଓ…
Read More...

ବାଲ୍ୟ ବିବାହ ନିଷେଧ ଟାକ୍ସ ଫୋର୍ସ ଏବଂ ବ୍ଲକସ୍ତରୀୟ ଶିଶୁ ଶ୍ରମିକ ନିଷେଧ ଟାକ୍ସ ଫୋର୍ସର ତ୍ରୟୋମାସିକ ବୈଠକ

ତୁରେକେଲା, (କୈଳାଶ ସଗ୍ରିଆ) : ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି, ବ୍ଲକ୍ ସ୍ତରୀୟ କିଶୋର, କିଶୋରୀ ଦକ୍ଷତା ବୃଦ୍ଧି ଓ ବାଲ୍ୟ ବିବାହ ନିଷେଧ ଟାକ୍ସ ଫୋର୍ସ ଏବଂ ବ୍ଲକ ସ୍ତରୀୟ ଶିଶୁ ଶ୍ରମିକ ନିଷେଧ ଟାକ୍ସ ଫୋର୍ସର ତ୍ରୟୋମାସିକ ବୈଠକ ଅନୁଷ୍ଠିତ…
Read More...

ତୁରେକେଲା ବ୍ଲକ କାର୍ଯ୍ୟାଳୟରେ ସମିତି ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ଗତ ମଙ୍ଗଳବାର ଦିନ ତୁରେକେଲା ବ୍ଲକ କାର୍ଯ୍ୟାଳୟରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତୁରେକେଲା ବ୍ଲକର ସମସ୍‌ସ୍ତ ସରପଞ୍ଚ ମାନେ ମଧ୍ୟ ଉପସ୍ଥିତ ଥିଲେ । ବ୍ଲକ୍ ଅଧ୍ୟକ୍ଷା ଅନ୍ନୁ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…
Read More...

ଆତ୍ମନିର୍ଭରଶୀଳ ତାଲିମ ଶିବିର

ତୁରେକେଲା, (କୈଳାଶ ସଗ୍ରିଆ) : ଗତ ଶୁକ୍ରବାର ଦିନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତୁରେକେଲା ବ୍ଲକରେ ଆତ୍ମନିର୍ଭରଶୀଳ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରୀ ପୋଲିଟେକ୍ନିକ୍ ବଲାଙ୍ଗିର ମାଧ୍ୟମରେ ଡିପ୍ଲୋମା ଇଞ୍ଜିନିୟରିଂ ପାଠ୍ୟକ୍ରମରେ…
Read More...

ରାସ୍ତା କଡ଼ରେ ଘଂଚ ଅନାବନା ଘାସ ବୁଦା : ଯାତାୟତ ବାଧାପ୍ରାପ୍ତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲାରୁ ଲାଠୋର, ତୁରେକେଲାରୁ କଣ୍ଟାବାଞ୍ଜି ତଥା ତୁରେକେଲାରୁ ମହଖଣ୍ଡ ଯିବା ରାସ୍ତା କଡ଼ରେ ଘଂଚ ଅନାବନା ଘାସ ବୁଦା ସବୁ ରହିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ଏହାଫଳରେ ଅନେକ ଗୋଲେଇ ରାସ୍ତା ପାଖରେ ଯାନବାହାନ ଯିବା ଆସିବା…
Read More...