Browsing Tag

turekela news

ଏସ୍‌ଏଚ୍‌ଜି ମହିଳା ସଂଗଠନର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ଏସ୍‌ଏଚ୍‌ଜି ମହିଳା ସଂଗଠନ ପକ୍ଷରୁ ଗତକାଲି ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ତୁରେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଇବେଲ ଗ୍ରାମର ସମସ୍ତ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ମହିଳା ବୃନ୍ଦ କହିଲେ…
Read More...

ରାସ୍ତା ଅବସ୍ଥା ଶୋଚନୀୟ : ଅଭିଯୋଗ କଲେ ଗ୍ରାମବାସୀ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲବାହାଲିରୁ ତୁରେକେଲାକୁ ଯାଇଥିବା ପିଡବ୍ଲୁଡି ରାସ୍ତାଠାରୁ ଚେୟାର୍‌ମେନ୍‌ପଡା ଯିବାକୁ ଥିବା ରାସ୍ତାର ଗୋଡି ସବୁ ଉପୁଡି ରାସ୍ତାର ଅବସ୍ଥା ଅତି କଦର୍ଯ୍ୟ ଓ ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହେଉଛି । ଗ୍ରାମବାସୀଙ୍କ…
Read More...

ଡମ୍ବରୁ ମାଝିଙ୍କୁ କେବେ ମିଳିବ ବାର୍ଦ୍ଧକ୍ୟ ଭତ୍ତା ?

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ ଗାଁ ଗଉନ୍ତିଆପଡାର ଡମ୍ବରୁ ମାଝି (୬୮) ନିଃସନ୍ତାନ ଭୂମିହୀନ ବୃଦ୍ଧ ଅନେକ ଥର ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟକୁ ବାର୍ଦ୍ଧକ୍ୟ ଭତ୍ତା ପାଇବା ଆଶାରେ ଦୁଃଖ ଗୁହାରି କରିଥିଲେ ସୁଦ୍ଧା ଏଯାଏଁ ଭତ୍ତା ପାଇବାରୁ…
Read More...

ନିରାଶ୍ରୟା ମହିଳାଙ୍କୁ ସରକାରୀ ଆବାସ ମିଳିବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗାଁର ଗୌରୀ ଖର୍ସେଲ ରହିବାକୁ ଘର ଖଣ୍ଡିଏ ନଥିବାରୁ ସେ ଅତି ଦୁଖଦ ପରିସ୍ଥିତିରେ ଏକ ପଲିଥିନ ଘରେ ନିଜ ସ୍ୱାମୀ ଓ ଦୁଇ ସନ୍ତାନଙ୍କୁ ନେଇ ରହୁଛନ୍ତି । ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କୁ ଘର ଖଣ୍ଡିଏ ପାଇଁ…
Read More...

ଗାଁ ରାସ୍ତା ନିର୍ମାଣ ହେବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବସ୍ତି ଛକରୁ ଘୁନେଶ ଯାଇଥିବା ପିଡବ୍ଲୁଡି ରାସ୍ତା ଓ ବସ୍ତି ଛକରୁ ନାଗଫେନା ଯିବା ରାସ୍ତା ଏବଂ ବସ୍ତି ଛକରୁ ଗୁର୍ଲାଉଢା ଯିବାକୁ ଥିବା ରାସ୍ତା ଅତି କଦର୍ଯ୍ୟ ଓ ଶୋଚନୀୟ ହୋଇ ପଡିଥିବା ଅଭିଯୋଗ ହେଉଛି ।…
Read More...

ରାସ୍ତା ଅବସ୍ଥା ଶୋଚନୀୟ : ପ୍ରଶାସନ ଦୃଷ୍ଟି ଦେବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : କୁଇବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମରସିଂ ଗାଁରୁ ଧୁସାମୁଣ୍ଡାକୁ ଯାଇଥିବା ପିଡବ୍ଲୁଡି ରାସ୍ତା ସମ୍ପୂର୍ଣ୍ଣ ରୂପେ କଦର୍ୟ୍ୟ ହୋଇ ପଡିଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ସମରସିଂ ଗାଁରୁ ଧୁସାମୁଣ୍ଡ ଯୁକ୍ତ ସେମେଲା ଗାଁ ପର୍ୟ୍ୟନ୍ତ ରାସ୍ତାରେ…
Read More...

ବର୍ଲା ଗାଁରୁ ବଡବାଙ୍କି ଯାଉଥିବା ପିଡବ୍ଲୁଡି ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ନାବାଳକ ପିଲା

ତୁରେକେଲା, (କୈଳାଶ ସଗ୍ରିଆ) : ଘୁନେଶ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବର୍ଲା ଗାଁରୁ ବଡବାଙ୍କି ଗ୍ରାମରକୁ ଯାଉଥିବା ପିଡବ୍ଲୁଡି ରାସ୍ତା ନିର୍ମାଣ କାର୍ଯ୍ୟରେ ନାବାଳକ ପିଲାଙ୍କ ଦ୍ୱାରା କାମ କରାଯାଉଥିବା ଅଭିଯୋଗ ହେଉଛି । ଏନେଇ ବର୍ଲା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।
Read More...

ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାର୍ଯ୍ୟାରମ୍ଭ ହୋଇନଥିବା ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ ଗ୍ରାମରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଏଏନ୍‌ଏମ୍‌ ନଥିବା ଅଭିଯୋଗ ହୋଇଛି । ଅଗିଯୋଗ ଅନୁସାରେ ହିଆଲ ଗ୍ରାମରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏପର୍ଯ୍ୟନ୍ତ…
Read More...

ଏସ୍‌ପିଙ୍କ ଦ୍ୱାରସ୍ଥ ହେବା ପରେ ସ୍ୱାମୀ ପରିତ୍ୟକ୍ତା ଦାମେନୀଙ୍କ ସ୍ୱାମୀ ଗିରଫ୍‌

ତୁରେକେଲା, (କୈଳାଶ ସଗରିଆ) : ଏସ୍‌ପିଙ୍କ ଦ୍ୱାରସ୍ଥ ହେବା ପରେ ସ୍ୱାମୀ ପରିତ୍ୟକ୍ତା ନିର୍ୟାତିତା ଦାମେନୀଙ୍କ ସ୍ୱାମୀ ଗିରଫ୍‌ ହେବା ସହ ତାକୁ କୋର୍ଟ ହାଜତ୍‌କୁ ପଠାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଦାମିନୀ ମେହେର ସେମଲା ଗାଁର ଜଣେ ଗରିବ ପରିବାରର ଝିଅ । ଛୋଟ ବେଳୁ ସେ…
Read More...

ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ସମରସିଂ ଗାଁରେ ଲାଗିଲା ମାଓ ପୋଷ୍ଟର

ତୁରେକେଲା, (କୈଳାଶ ସଗ୍ରିଆ): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ସମରସିଂ ଗାଁରେ ମାଓ ପୋଷ୍ଟର ଲାଗିଥିବା ନେଇ ସୂଚନା ମିଳିଛି । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ମାଓବାଦୀମାନେ ଜନତାଙ୍କୁ ଆହ୍ୱାନ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା…
Read More...